Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜଧାନୀରେ ତାତିଲେ ଲୋକେ, ପୋଲିସ୍‌ ଓ ସରକାରୀ ଗାଡ଼ିର କାଗଜପତ୍ର ଯାଞ୍ଚ କଲେ
ଆଜିର ଖବର

ରାଜଧାନୀରେ ତାତିଲେ ଲୋକେ, ପୋଲିସ୍‌ ଓ ସରକାରୀ ଗାଡ଼ିର କାଗଜପତ୍ର ଯାଞ୍ଚ କଲେ

September 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂତନ ମୋଟର ଯାନ ଆଇନକୁ ନେଇ ସାଧାରଣରେ ଆତଙ୍କ ଦେଖାଦେଇଥିବାବେଳେ ଏବେ ସାଧାରଣ ଜନତା ସରକାରୀ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଛନ୍ତି । ଗାଡ଼ି ଉପରେ ଜରିମାନା ନେଇ ଭୁବନେଶ୍ବରରେ ସାଧାରଣ ଲେକ ତାତିଛନ୍ତି । ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ହୋହଲ୍ଲା କରିଛନ୍ତି । ଫାଇନ ଆଦାୟ ବେଳେ ଭୁବନେଶ୍ବର ରାଜମହଲ ଛକରେ ପୋଲିସଙ୍କୁ ଜନତା ଘେରିଥିବାବେଳେ ପୋଲିସ ଗାଡ଼ିର କାଗଜପତ୍ର ଠିକ୍‌ ନଥିବା ଅଭିଯୋଗ କରିଛନ୍ତି ।   ରାଜମହଲ ଛକରେ ୩ଟି ଗାଡ଼ି ଅଟକାଇ ଲୋକମାନେ ବିରୋଧ କରିଥିବାବେଳେ ସେଠାରେ ଏକ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଛି ।  ମୋବସ୍‌, ବିଏମ୍‌ସି ଗାଡ଼ି ଓ ପୋଲିସ୍‌ ଗାଡ଼ି ଅଟକାଇ କାଗଜପତ୍ର ଯାଞ୍ଚ କରିଛନ୍ତି ଲୋକେ । ମୋ ବସ୍‌ ଓଭରଲୋଡିଂ କରିଥିବାବେଳେ ସିଟ୍‌ ବେଲ୍ଟ ବାନ୍ଧିନଥିବାର ଅଭିଯୋଗ ହୋଇଛି । ସେହିପରି  ପୋଲିସ୍‌ ଗାଡ଼ି ସହ ୩ଟି ଗାଡ଼ିର କାଗଜପତ୍ର ଠିକ୍‌ ନଥିବାର ଅଭିଯୋଗ କରିଛନ୍ତି ।  ବିଏମ୍‌ସି ଗାଡ଼ି ଓ ପୋଲିସ୍‌ ଭ୍ୟାନର କାଗଜପତ୍ର ନଥିବା ଅଭିଯୋଗ । ଲୋକଙ୍କ ଆକ୍ରୋଶ ଦେଖି ବିଏମସି ଗାଡ଼ି ଛାଡ଼ି ଡ୍ରାଇଭର ଚମ୍ପଟ ମାରିଛି । ରାସ୍ତାଉପରେ ଗାଡ଼ି ଅଟକ ରହିବା ସହିତ ଲୋକମାନଙ୍କର ହୋହଲ୍ଲାରେ ଯାତାୟତ ପ୍ରଭାବିତ ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଲୱାମା ଆକ୍ରମଣକୁ ବ୍ଲାକ୍ ଡେ ଭାବେ ପାଳନ

February 14, 2026

ମଙ୍ଗଳାଜୋଡି ଜଳାଶୟରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

February 14, 2026

ଓଡିଆ ଚଳଚ୍ଚିତ୍ର “ବରବଧୂ” ରେ ସମ୍ବଲପୁର ପୁଅ ହାସ୍ୟାଭିନେତା ରିତେନ୍ ପଟ୍ଟନାୟକଙ୍କ କମାଲ୍

February 14, 2026

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ଆରୋହୀ ମୃତ

February 14, 2026
Latest News

ପୁଲୱାମା ଆକ୍ରମଣକୁ ବ୍ଲାକ୍ ଡେ ଭାବେ ପାଳନ

February 14, 2026

ମଙ୍ଗଳାଜୋଡି ଜଳାଶୟରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

February 14, 2026

ଓଡିଆ ଚଳଚ୍ଚିତ୍ର “ବରବଧୂ” ରେ ସମ୍ବଲପୁର ପୁଅ ହାସ୍ୟାଭିନେତା ରିତେନ୍ ପଟ୍ଟନାୟକଙ୍କ କମାଲ୍

February 14, 2026

ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ଆରୋହୀ ମୃତ

February 14, 2026

ଶିଶୁକୁ ଯୌନ ନିର୍ଯାତନା ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.