Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁର୍ଗାପୂଜା ଉପଲକ୍ଷେ ନୁସରତ୍‌ ଓ ମିମିଙ୍କ ନୂଆ ଡ୍ୟାନ୍ସ ଭିଡିଓ
ଆଜିର ଖବର

ଦୁର୍ଗାପୂଜା ଉପଲକ୍ଷେ ନୁସରତ୍‌ ଓ ମିମିଙ୍କ ନୂଆ ଡ୍ୟାନ୍ସ ଭିଡିଓ

September 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପଶ୍ଚିମବଙ୍ଗର ସବୁଠୁ ବଡ଼ ପର୍ବ ତଥା ଗଣପର୍ବ ହେଉଛି ଦୁର୍ଗା ପୂଜା । ଏଥିପାଇଁ ପ୍ରସ୍ତୁତି ପୂରା ଜୋର୍‌ସୋର୍‌ରେ ଚାଲିଛି । ଏହି ପ୍ରସ୍ତୁତି ଭିତରେ ପଶ୍ଚିମବଙ୍ଗର ଦୁଇ ଲୋକସଭା ସାଂସଦଙ୍କ ଦୁର୍ଗାପୂଜା ଉପଲକ୍ଷେ ଗୋଟେ ସୁନ୍ଦର ଗୀତର ଭିଡିଓ ଭାଇରାଲ୍‌ ହୋଇଛି । ନବନିଯୁକ୍ତ ତୃଣମୂଳ କଂଗ୍ରେସର ସାଂସଦ ନୁସରତ୍‌ ଜହାଁ ଓ ମିମି ଚକ୍ରବର୍ତ୍ତୀଙ୍କ ସହ ଲୋକପ୍ରିୟ ତାରକା ଶୁଭଶ୍ରୀ ଗାଙ୍ଗୁଲିଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧.୫ ମିଲିୟନ୍‌ରୁ ଅଧିକ ଥର ଦେଖିସାରିଲେଣି । ସୂଚନାଯୋଗ୍ୟ, ନୁସରତ୍‌ ବଶୀରହାଟ୍‌ ନିର୍ବାଚନ କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିବାବେଳେ ମିମି ଯାଧବପୁରରୁ ସାଂସଦ ହୋଇଛନ୍ତି । ଦୁର୍ଗାପୂଜା ଅକ୍ଟୋବର ୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଗୀତକୁ ଇନ୍ଦ୍ରଦୀପ୍‌ ଦାସ ଗୁପ୍ତା ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ବାବା ଯାଦବ ଏହାର କୋରିଓଗ୍ରାଫି କରିଛନ୍ତି । ଏହି ଡ୍ୟାନ୍ସ ଭିଡିଓଧରେ ବଙ୍ଗଳାର ପାରମ୍ପରିକ ଛଉ ନୃତ୍ୟ ମଧ୍ୟ ଦେଖିବାକୁ ମିଳିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଗୌହାଟିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

January 25, 2026

ଆଜି ବଢିଲା ନା କମିଲା?: ଜାଣନ୍ତୁ ଜାନୁଆରୀ 25 ତାରିଖର ସୁନାର ମୂଲ୍ୟ

January 25, 2026

JioBlackRock Fund: ଜିଓ-ବ୍ଲାକରକ୍ ପକ୍ଷରୁ ‘ଜିଓ-ବ୍ଲାକରକ୍ ସେକ୍ଟର ରୋଟେସନ୍ ଫଣ୍ଡ’ ଶୁଭାରମ୍ଭ

January 25, 2026

BCCI ବିରୋଧରେ ବିଷ ଓଗାଳିଲେ ପୂର୍ବତନ PCB ମୁଖ୍ୟ: ICCକୁ କହିଲେ, “ଭାରତୀୟ କ୍ରିକେଟ ପରିଷଦ”

January 25, 2026
Latest News

ଆଜି ଗୌହାଟିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

January 25, 2026

ଆଜି ବଢିଲା ନା କମିଲା?: ଜାଣନ୍ତୁ ଜାନୁଆରୀ 25 ତାରିଖର ସୁନାର ମୂଲ୍ୟ

January 25, 2026

JioBlackRock Fund: ଜିଓ-ବ୍ଲାକରକ୍ ପକ୍ଷରୁ ‘ଜିଓ-ବ୍ଲାକରକ୍ ସେକ୍ଟର ରୋଟେସନ୍ ଫଣ୍ଡ’ ଶୁଭାରମ୍ଭ

January 25, 2026

BCCI ବିରୋଧରେ ବିଷ ଓଗାଳିଲେ ପୂର୍ବତନ PCB ମୁଖ୍ୟ: ICCକୁ କହିଲେ, “ଭାରତୀୟ କ୍ରିକେଟ ପରିଷଦ”

January 25, 2026

ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଶୋକ

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.