Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁର୍ଗାପୂଜା ଉପଲକ୍ଷେ ନୁସରତ୍‌ ଓ ମିମିଙ୍କ ନୂଆ ଡ୍ୟାନ୍ସ ଭିଡିଓ
ଆଜିର ଖବର

ଦୁର୍ଗାପୂଜା ଉପଲକ୍ଷେ ନୁସରତ୍‌ ଓ ମିମିଙ୍କ ନୂଆ ଡ୍ୟାନ୍ସ ଭିଡିଓ

September 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପଶ୍ଚିମବଙ୍ଗର ସବୁଠୁ ବଡ଼ ପର୍ବ ତଥା ଗଣପର୍ବ ହେଉଛି ଦୁର୍ଗା ପୂଜା । ଏଥିପାଇଁ ପ୍ରସ୍ତୁତି ପୂରା ଜୋର୍‌ସୋର୍‌ରେ ଚାଲିଛି । ଏହି ପ୍ରସ୍ତୁତି ଭିତରେ ପଶ୍ଚିମବଙ୍ଗର ଦୁଇ ଲୋକସଭା ସାଂସଦଙ୍କ ଦୁର୍ଗାପୂଜା ଉପଲକ୍ଷେ ଗୋଟେ ସୁନ୍ଦର ଗୀତର ଭିଡିଓ ଭାଇରାଲ୍‌ ହୋଇଛି । ନବନିଯୁକ୍ତ ତୃଣମୂଳ କଂଗ୍ରେସର ସାଂସଦ ନୁସରତ୍‌ ଜହାଁ ଓ ମିମି ଚକ୍ରବର୍ତ୍ତୀଙ୍କ ସହ ଲୋକପ୍ରିୟ ତାରକା ଶୁଭଶ୍ରୀ ଗାଙ୍ଗୁଲିଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧.୫ ମିଲିୟନ୍‌ରୁ ଅଧିକ ଥର ଦେଖିସାରିଲେଣି । ସୂଚନାଯୋଗ୍ୟ, ନୁସରତ୍‌ ବଶୀରହାଟ୍‌ ନିର୍ବାଚନ କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିବାବେଳେ ମିମି ଯାଧବପୁରରୁ ସାଂସଦ ହୋଇଛନ୍ତି । ଦୁର୍ଗାପୂଜା ଅକ୍ଟୋବର ୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଗୀତକୁ ଇନ୍ଦ୍ରଦୀପ୍‌ ଦାସ ଗୁପ୍ତା ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ବାବା ଯାଦବ ଏହାର କୋରିଓଗ୍ରାଫି କରିଛନ୍ତି । ଏହି ଡ୍ୟାନ୍ସ ଭିଡିଓଧରେ ବଙ୍ଗଳାର ପାରମ୍ପରିକ ଛଉ ନୃତ୍ୟ ମଧ୍ୟ ଦେଖିବାକୁ ମିଳିଛି।

Share. Facebook Twitter LinkedIn Email WhatsApp Copy Link

Related Posts

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026

୨୦୨୬ରେ ଟିମ୍ ଇଣ୍ଡିଆ ଆଉ କେତେ ଟେଷ୍ଟ ଖେଳିବ?: WTC ଫାଇନାଲ୍ ପାଇଁ କେତେ ବିଜୟ ଆବଶ୍ୟକ?

July 31, 2026
Latest News

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.