Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର – ହରିୟାଣା ବିଧାନସଭା ନିର୍ବାଚନ : ବିଶିଷ୍ଟ ରାଜନୈତିକ ବ୍ୟକ୍ତିଙ୍କ ମତଦାନ
ଆଜିର ଖବର

ମହାରାଷ୍ଟ୍ର – ହରିୟାଣା ବିଧାନସଭା ନିର୍ବାଚନ : ବିଶିଷ୍ଟ ରାଜନୈତିକ ବ୍ୟକ୍ତିଙ୍କ ମତଦାନ

October 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମହାରାଷ୍ଟ୍ରର ୨୮୮ ଓ ହରିୟାଣାର ୯୦ ବିଧାନସଭା ଆସନ ପାଇଁ ଆଜି ଭୋଟଗ୍ରହଣ ଅନୁଷ୍ଠିତ ହେଉଛି । ସକାଳୁ ସକାଳୁ ପୋଲିଂ ବୁଥ୍‌ ଆଗରେ ଲମ୍ବା ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ରାଜନୀତି, ମନୋରଞ୍ଜନ, ଓ ଖେଳର କିଛି ଲୋକପ୍ରିୟ ତଥା ବରିଷ୍ଠ ଆଜି ସକାଳୁ ନିଜ ନିଜ ବୁଥ୍‌ରେ ପହଞ୍ଚି ମତଦାନ କରିଛନ୍ତି । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ ନାଗପୁରଠାରେ ଭୋଟ ଦେଇଛନ୍ତି । ସେହିପରି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିଜ ପତ୍ନଙ୍କ ସହିତ ଭୋଟ ଦେଇଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌ ମହାରାଷ୍ଟ୍ରରେ ଭୋଟ ଦେଇଛନ୍ତି । ହରିୟାଣାର ଆଦାମପୁରରେ ବିଜେପିର ପ୍ରାର୍ଥୀ ତଥା ଟିକ୍‌ଟକ ଷ୍ଟାର ସୋନାଲି ଫାଗୋଟ ନିଜ ଭୋଟ ଦେଇଛନ୍ତି । ହରିୟାଣା କଂଗ୍ରେସର ଅଧ୍ୟକ୍ଷ କୁମାରୀ ଶୈଲଜା ଭୋଟ ଦେଇଛନ୍ତ । ସେହିପରି ମହାରାଷ୍ଟ୍ରରେ ଏନସିପି ନେତା ସୁପ୍ରିୟା ସୁଲେ, ହରିୟାଣାର ବରୋଦାରେ ବିଜେପି ପ୍ରାର୍ଥୀ ତଥା କୁସ୍ତି ଯୋଦ୍ଧଶ ଯୋଗେଶ୍ବର ଦତ୍ତ ଭୋଟ ଦେଇଛନ୍ତି । ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଶୋଭା ଖୋଟେ ମୁମ୍ବାର ଅନ୍ଧେରୀ ଓ୍ବେଷ୍ଟରେ ଭୋଟ ଦେଇଛନ୍ତି । ସେହିପରି ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଜୁଲିୟୋ ରେବରିୟୋ ବର୍ଲି ବିଧାନସଭାରେ ମତଦାନ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ନବରାତ୍ରୀର ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 24, 2025

ନବରାତ୍ରିରେ ଲଗାତାର ତୃତୀୟ ଦିନ ପାଇଁ ଚମକୁଛି ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 24, 2025

ଏହି ଦଳ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ: କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କଲା ICC

September 24, 2025

ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଉତ୍କର୍ଷ କେନ୍ଦ୍ର ଉଦଘାଟିତ ଓ ଉତ୍ତୀର୍ଣ୍ଣ ଉତ୍ସବ ଅନୁଷ୍ଠିତ

September 24, 2025
Latest News

ନବରାତ୍ରୀର ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 24, 2025

ନବରାତ୍ରିରେ ଲଗାତାର ତୃତୀୟ ଦିନ ପାଇଁ ଚମକୁଛି ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 24, 2025

୧୫ ଛାତ୍ରୀଙ୍କୁ ଅସାଦଚରଣ ଅଭିଯୁକ୍ତ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଫେରାର୍

September 24, 2025

ଏହି ଦଳ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ: କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କଲା ICC

September 24, 2025

‘କାଶ୍ମୀରକୁ ଭୁଲିଯାଅ, ଖାଲି କର ପିଓକେ’: ପାକିସ୍ତାନକୁ UNHRCରେ ଭାରତର କଡା ଜବାବ

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.