Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ : ଦ. ଆଫ୍ରିକା 129/6
ଆଜିର ଖବର

ଭାରତ ଦକ୍ଷିଣ ଆଫ୍ରିକା ତୃତୀୟ ଟେଷ୍ଟ : ଦ. ଆଫ୍ରିକା 129/6

October 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍‌ର ତୃତୀୟ ଦିବସର ପ୍ରଥମ ସେସନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା 6 ଓ୍ବିକେଟ୍‌ ହରାଇ 129 ରନ୍‌ ସଂଗ୍ରହ କରିଛି । ଲଞ୍ଚ ସୁଦ୍ଧା ଆଫ୍ରିକା 129 ରନ୍‌ରେ ଅଧା ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇ ସାରିଥିବା ବେଳେ 368 ରନ୍‌ ପଛରେ ରହିଛି । ଦ ଆଫ୍ରିକା ପକ୍ଷରୁ ଜୁବେର୍‌ ହାମ୍‌ଜା ସର୍ବାଧିକ 62 ରନ୍‌ ସଂଗ୍ରହ କରିଥିବା ବେଳେ ତେମ୍ବା ବାଭୁମା 32 ରନ୍‌ ସଂଗ୍ରହ କରିଛନ୍ତି । ଉଭୟ ଲଗାତାର ଓଭରରେ ଜାଡେଜା ଏବଂ ନଦୀମ୍‌ଙ୍କ ଦ୍ବାରା ଆଉଟ୍‌ ହେବା ପରେ ଦଳ ବ୍ୟାକ୍‌ଫୁଟ୍‌କୁ ଯାଇଥିଲା । ଭାରତ ପକ୍ଷରୁ ଉମେଶ ଯାଦବ ଏବଂ ଜାଡେଜା 2ଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ସାମି ଏବଂ ନଦୀମ୍‌ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କୁ ଝଟକା!: ଆମେରିକାର ଅଣଦେଖା ପରେ ଭାରତୀୟଙ୍କ ପ୍ରେମରେ ଜର୍ମାନୀ, ଦେଲା ଚାକିରି ପ୍ରତିଶୃତି

September 24, 2025

ନବରାତ୍ରୀର ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 24, 2025

ନବରାତ୍ରିରେ ଲଗାତାର ତୃତୀୟ ଦିନ ପାଇଁ ଚମକୁଛି ସୁନା: ଜାଣନ୍ତୁ ଆଜିର ମୂଲ୍ୟ

September 24, 2025

ଏହି ଦଳ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ: କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କଲା ICC

September 24, 2025
Latest News

ଏହି ଦିନ ଜମ୍ମୁ କାଶ୍ମୀର ଏବଂ ପଞ୍ଜାବରେ ରାଜ୍ୟସଭା ନିର୍ବାଚନ: ପଢନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

September 24, 2025

ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ପୋଲିସ ସହ ସଂଘର୍ଷ, CRPF ଗାଡି ପୋଡ଼ିଲେ GEN-Z ଛାତ୍ର

September 24, 2025

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖବର: ଆଗୁଆ ଦରମା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

September 24, 2025

ଟ୍ରମ୍ପଙ୍କୁ ଝଟକା!: ଆମେରିକାର ଅଣଦେଖା ପରେ ଭାରତୀୟଙ୍କ ପ୍ରେମରେ ଜର୍ମାନୀ, ଦେଲା ଚାକିରି ପ୍ରତିଶୃତି

September 24, 2025

ନବରାତ୍ରୀର ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.