Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଆ ହେବେ ନାଗିନ୍‌ !
ଆଜିର ଖବର

ନିଆ ହେବେ ନାଗିନ୍‌ !

October 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଏକତା କପୁର ଲୋକପ୍ରିୟ ଅଲୌକିକ ଶୋ’ ନାଗିନ୍‌’ର ସିଜିନ୍‌ ୪କୁ ଦର୍ଶକେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ପ୍ରଥମ ଦୁଇ ସିଜିନ୍‌ରେ ମୌନୀ ରାୟ ନାଗିନ୍‌ ହୋଇଥିବାବେଳେ ତୃତୀୟ ସିଜିନ୍‌ରେ ଅଭିନେତ୍ରୀ ସୁରଭି ଜ୍ୟୋତି ନାଗିନ୍‌ ହୋଇ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲେ । କିନ୍ତୁ ନାଗିନ୍‌ ୪ରେ ଲିଡ୍‌ ନାୟିକା କିଏ ହେବ, ସେନେଇ ବହୁ ଦିନରୁ ଚର୍ଚ୍ଚା ଲାଗି ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ ଏକତାଙ୍କ ନାଗିନ୍‌ ଭାବେ ଏଥର ଦର୍ଶକଙ୍କ ସାମ୍ନାକୁ ଆସିବେ ଅଭିନେତ୍ରୀ ନିଆ ଶର୍ମା ।  ନିଆଙ୍କ କ୍ୟାରିଅରର ପ୍ରଥମ ସୁପରନାଚୁରାଲ୍‌ ଶୋ’ ଏହି ସିଜିନ୍‌ଟି ହେବ । ପୂର୍ବରୁ ଅନେକ ଲୋକପ୍ରିୟ ଧାରାବାହିକରେ ନିଆଙ୍କୁ ଦର୍ଶକେ ଦେଖିଛନ୍ତି ।  ଇଶ୍କ ମେ ମରଜାଓ୍ବାରେ ଲିଡ୍‌ ନାୟିକା ରହିଥିଲେ ନିଆ । ସୂଚନା ଅନୁସାରେ ଦିଓ୍ବାଲୀ ପରେ ପରେ ନିଆ ନାଗିନ୍‌ ୪ ପାଇଁ ଶୁଟିଂ ଆରମ୍ଭ କରିବେ ନିଆ ।  ନିଆ ‘କାଲୀ’ ଧାରାବାହିକ ଜରିଆରେ ଛୋଟପରଦାରେ ପାଦ ଥାପିଥିଲେ । କିନ୍ତୁ ‘ଏକ୍‌ ହଜାରେ ମେ ମେରୀ ବହନ୍‌ ହୈ’ରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ପରେ ପରେ ‘ଜମାଇ ରାଜା’ ପରି ଲୋକପ୍ରିୟ ଧାରାବାହିକରେ ନଜର ଆସିଛନ୍ତି । ନିଆଙ୍କ ପୂର୍ବରୁ ଟେଲି ଅଭିନେତ୍ରୀ କ୍ରିଷ୍ଟାଲ୍‌ ଡି’ସୁଜା ଏହି ସିଜିନ୍‌ର ନୂଆ ନାଗିନ୍‌ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା । ତେବେ ଦେଖାଯାଉ ‘ନାଗିନ୍‌’୪ରେ  ନାଗିନୀ ରୂପେ କିଏ ନଜର ଆସୁଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026
Latest News

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026

ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥା: ଆନ୍ତର୍ଜାତୀୟ ରାଜନୀତିର ନୂଆ ପରିଦୃଶ୍ୟ

March 10, 2026

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.