Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣଜୀ ଟ୍ରଫି : 400 ଓ୍ବିକେଟ କ୍ଲବ୍‌ରେ ଆର. ବିନୟ କୁମାର
ଆଜିର ଖବର

ରଣଜୀ ଟ୍ରଫି : 400 ଓ୍ବିକେଟ କ୍ଲବ୍‌ରେ ଆର. ବିନୟ କୁମାର

December 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାଟନା,13/12 : ପୂର୍ବତନ କର୍ଣ୍ଣାଟକ ଅଧିନାୟକ ତଥା ଦ୍ରୁତ ବୋଲର ଆର ବିନୟ କୁମାର ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ଦଶମ ଖେଳାଳି ଭାବରେ ରଣଜୀ ଟ୍ରଫିରେ 400 ଓ୍ବିକେଟ ହାସଲ କରିବାର କୃତିତ୍ବ ହାସଲ କରିଛନ୍ତି ବିନୟ କୁମାର । ପୁଡୁଚେରୀ ଏବଂ ପାଟନା ମ୍ୟାଚ୍‌ରେ ବିନୟ କୁମାର 57 ରନ୍‌ରେ 4 ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ପୁଡୁଚେରୀ 10 ଓ୍ବିକେଟ୍‌ରେ ବିଜୟୀ ହୋଇଥଲା । ଏହି ମ୍ୟାଚ୍‌ ପୂର୍ବରୁ ବିନୟ କର୍ଣ୍ଣାଟକ ପାଇଁ 397 ଓ୍ବିକେଟ ଅକ୍ତିଆର କରିଥିଲେ । ପଶ୍ଚିମବଙ୍ଗର ବାମହାତୀ ସ୍ପିନର ଉତ୍ପଳ ଚାଟାର୍ଜୀଙ୍କୁ ଅତିକ୍ରମ କରି ବିନୟ 10ମ ସ୍ଥାନରେ ପହଞ୍ଚିଛନ୍ତି । 637 ଓ୍ବିକେଟ ସହିତ ରାଜିନ୍ଦର ଗୋଏଲ ଏହି ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବିନୟ କୁମାର ଗୋଟିଏ ଟେଷ୍ଟ, 31ଟି ଦିନିକିଆ ଏବଂ 9ଟି ଟି20 ମୁକାବିଲାରେ ଭାରତୀୟ ଜର୍ସିରେ ନଜର ଆସିଛନ୍ତି । (ଏଜେନ୍ସୀ)

puduchery ranjitrophy
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା

June 7, 2026

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026
Latest News

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା

June 7, 2026

ବିସ୍ତୃତ ରାଶିଫଳ: ଜୁନ ୭ ତାରିଖ ରବିବାରରେ ୭ଟି ରାଶି ଉପରେ ମା’ ଲକ୍ଷ୍ମୀଙ୍କ ରହିଛି ଆର୍ଶିବାଦ

June 7, 2026

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.