Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାରବାଟୀରେ ଆଜି ଅନ୍ତିମ ଦିନିକିଆ : ସିରିଜ୍‌ ବିଜୟ ଲକ୍ଷ୍ୟରେ ଉଭୟ ଦଳ
ଆଜିର ଖବର

ବାରବାଟୀରେ ଆଜି ଅନ୍ତିମ ଦିନିକିଆ : ସିରିଜ୍‌ ବିଜୟ ଲକ୍ଷ୍ୟରେ ଉଭୟ ଦଳ

December 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ,
କଟକ,22/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡ଼ିୟମରେ ରବିବାର ଖେଳାଯିବ । ସିରିଜ୍‌ 1-1ରେ ରହିଥିବାରୁ ଏହି ମ୍ୟାଚ୍‌ରେ ବିଜୟୀ ହୋଇ ଉଭୟ ଦଳ ସିରିଜ୍‌ କବ୍‌ଜା କରିବାର ଉଦ୍ୟମ କରିବେ । ଅପରାହ୍ନ 1.30 ମିନିଟରେ ଏହି ବହୁ ପ୍ରତୀକ୍ଷିତ ଏହି ମ୍ୟାଚ ଆରମ୍ଭ ହେବ । ମ୍ୟାଚ୍‌ ପାଇଁ ଉଭୟ ଦଳର ଖେଳାଳି ଦିନ 11ଟା ସୁଦ୍ଧା ଷ୍ଟାଡିୟମ୍‌ରେ ପହଞ୍ଚିବେ । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ଶନିବାର ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଟିମ ବାରବାଟୀରେ ଅଭ୍ୟାସ କରିଛନ୍ତି । ଭାରତ ପାଇଁ ନବଦୀପ୍‌ ସାଇନି ଏହି ମ୍ୟାଚ୍‌ରେ ପଦାର୍ପଣ କରିବାର ସମ୍ଭାବନା ରହିଛି । ସେହିପରି ସିରିଜ୍‌ ବିଜୟୀ ହେବାକୁ ହେଲେ ପୁନର୍ବାର ଦଳର ଟପ୍‌ ଅର୍ଡର ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ ।

barabatti india windies
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରାଜସ୍ଥାନ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ପାଣିପାଗ ରିପୋର୍ଟ, ସମ୍ଭାବ୍ୟ ଏକାଦଶ

May 1, 2026

ଜିତୁ ମୁଣ୍ଡାଙ୍କୁ ମିଳିଲା ସରକାରୀ ସହାୟତା

May 1, 2026

UAE ର ବଡ଼ କାର୍ଯ୍ୟାନୁଷ୍ଠାନ: ୪୮ ଘଣ୍ଟା ମଧ୍ୟରେ ୧୫ ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ

May 1, 2026

ଶ୍ରମିକ ଦିବସରେ ବିଜେପିକୁ ଟାର୍ଗେଟ କଲେ ନବୀନ

May 1, 2026
Latest News

ଆଜି ରାଜସ୍ଥାନ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ପାଣିପାଗ ରିପୋର୍ଟ, ସମ୍ଭାବ୍ୟ ଏକାଦଶ

May 1, 2026

ଜିତୁ ମୁଣ୍ଡାଙ୍କୁ ମିଳିଲା ସରକାରୀ ସହାୟତା

May 1, 2026

UAE ର ବଡ଼ କାର୍ଯ୍ୟାନୁଷ୍ଠାନ: ୪୮ ଘଣ୍ଟା ମଧ୍ୟରେ ୧୫ ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ

May 1, 2026

ଶ୍ରମିକ ଦିବସରେ ବିଜେପିକୁ ଟାର୍ଗେଟ କଲେ ନବୀନ

May 1, 2026

ମେ’ ତୃତୀୟ ସପ୍ତାହରେ +୨ ରେଜଲ୍ଟ

May 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.