Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରାଇର ଗ୍ରାହକଙ୍କୁ ନବବର୍ଷ ଉପହାର :ଏବେ ମାତ୍ର 130ଟଙ୍କାରେ ପାଇପାରିବେ 200ଟି ଚ୍ୟାନେଲ୍‌
ଆଜିର ଖବର

ଟ୍ରାଇର ଗ୍ରାହକଙ୍କୁ ନବବର୍ଷ ଉପହାର :ଏବେ ମାତ୍ର 130ଟଙ୍କାରେ ପାଇପାରିବେ 200ଟି ଚ୍ୟାନେଲ୍‌

January 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, 2/1: ମହଙ୍ଗା କେବୁଲ୍‌ ଓ ଡିଟିଏଚ୍‌ର କନ୍‌କେସନ୍‌କୁ ନେଇ ବ୍ୟସ୍ତ ବିବ୍ରତ ଥିବା ଗ୍ରହକଙ୍କୁ ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକକରଣ  (ଟ୍ରାଇ) ଅଫର ଦେଇଛି । ଏବେ ଆପଣ ମାତ୍ର 130ଟଙ୍କାରେ 200ଟି ଚ୍ୟାନେଲ୍‌ ଦେଖିପାରିବେ । ଏହି ନୂତନ ନିୟମ ଅନୁସାରେ  ଜାନୁଆରୀ 15 ଭିତରେ ଆପଣ ଆପଣଙ୍କ ଚ୍ୟାନେଲର ରେଟ୍‌ ପରିବର୍ତ୍ତନ ହେବ । 30 ଜାନୁଆରୀ ଭିତରେ  ସମସ୍ତ ଚ୍ୟାନେଲ୍‌ର ରେଟ୍‌ ନୂତନ ରେଟ୍‌ ଦିଆଯିବ । ଏହା ପରେ ମାର୍ଚ୍ଚ 1 ତାରିଖରୁ ନୂତନ ଦରରେ ଆପଣମାନେ ଚ୍ୟାନେଲ୍‌ ଦେଖିପାରିବେ ।

160 ଟଙ୍କାରେ ସମସ୍ତଙ୍କୁ ‘ଫ୍ରି ଟୁ ଏୟାର ଚ୍ୟାନେଲ୍‌’

ଟ୍ରାଇର ସୂଚନା ଅନୁସାରେ ଏହି ନିୟମ ଅନୁସାରେ ସବୁ ବର୍ଗର ଗ୍ରାହକଙ୍କୁ ରିହାତି ମିଳିବ । ଟ୍ରାଇ ବୁଧବାର ଦିନ କେବଲ ଓ ପ୍ରସାରଣ ସେବାର ନୂତନ ନିୟାମକ ରୂପରେଖ ପ୍ରସ୍ତୁତ କରୁଛି । ଏହି ଦ୍ବାରା କେବଲ ଟିଭି ଗ୍ରାହକଙ୍କୁ କମ୍‌ ପଇସାରେ ଅଧିକ ଚ୍ୟାନେଲ୍‌ ଦେଖିପାରିବେ । ଏହି ନିୟମାକ ଦ୍ବାରା ଉପଭୋକ୍ତା ସମସ୍ତ ‘ଫ୍ରି ଟୁ ଏୟାର୍‌’ ଚ୍ୟାନେଲ୍‌ର ଦେଉଥିବା ସମସ୍ତ ଶୁଳ୍କ ମାତ୍ର 160ଟଙ୍କା ରହିବ ।

ସେହିପରି ଅଫିସ୍‌ରେ ଏକ କିମ୍ବା ଏକରୁ ଅଧିକ ସଂଯୋଗ ନେବା ଦ୍ବାରା 40 ପ୍ରତିଶତ ରିହାତି ମିଳିବ । କେବଲ୍‌ କମ୍ପାନୀଗୁଡ଼ିକ ଏହି ସଂଯାଗ ଦରର ମୂଲ୍ୟକୁ କମ୍‌ କରିବେ । ଏହି ସଂଯୋଗ ଉପରେ ଏନ୍‌ସିଏଫ୍‌ର ପ୍ରଥମ ସଂଯୋଗ ମଧ୍ୟ ସମାନ ରହିବ ।

ବିଭିନ୍ନ ପ୍ରାବଧାନର ସମୀକ୍ଷା କରିବା ପରେ ଟ୍ରାଇ 200 ଚ୍ୟାନେଲ୍‌ ପାଇଁ ଅଧିକତମ ଏନ୍‌ସିଏଫ୍‌ ଶୁଳ୍କ (ଟ୍ୟାକ୍ସ ବିନା) 130ଟଙ୍କା କରାଯାଇଛି । ଏତଦ୍‌ବ୍ୟତୀତ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ବାରା ଘୋଷିତ ଅନିବାର୍ଯ୍ୟ ଚ୍ୟାନେଲ୍‌ଗୁଡ଼ିକ ଏନ୍‌ସିଏଫ୍‌ ଚ୍ୟାନେଲ୍‌ ସଂଖ୍ୟାରେ ଗଣାଯିବ ନାହିଁ ।

ଏବେ କେବୁଲ୍‌ ଟିଭି ଗ୍ରାହକଙ୍କୁ 130ଟଙ୍କାରେ 100ଟି ଫ୍ରି ଚ୍ୟାନେଲ୍‌ ମିଳୁଛି । ଏଥିରେ 26ଟି ପ୍ରସାର ଭାରତୀର ରହିଛି । ନୂତନ ନିୟମ ଅନୁସାରେ 12ଟଙ୍କାର କମ୍‌ ମୂଲ୍ୟରେ ଚ୍ୟାନେଲ୍‌ ମିଳିପାରିବ । ଏତଦ୍‌ବ୍ୟତୀତ ଡିପିଓର ଅବଧିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏଥିପାଇଁ ଦୁଇପ୍ରକାରର ବିଲ୍‌ ଦେୟ କରିବାକୁ ପଡ଼ିବ । ଯେଉଁଥିରେ ଏନ୍‌ସିଏଫ୍‌ ଓ କଣ୍ଟେଣ୍ଟ ଶୁଳ୍କ ସାମିଲ୍‌ ରହିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.