Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ବିଭାଗ ଆବଣ୍ଟନ: ଏନ୍‌ସିପିକୁ ମିଳିଲା ଗୃହ ଓ ଅର୍ଥ ବିଭାଗ
ଆଜିର ଖବର

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ବିଭାଗ ଆବଣ୍ଟନ: ଏନ୍‌ସିପିକୁ ମିଳିଲା ଗୃହ ଓ ଅର୍ଥ ବିଭାଗ

January 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ, 5/1: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ କରାଯାଇଛି।  ରାଜ୍ୟପାଳ ଭଗତ୍‌ ସିଂ କୋଶିୟାରୀଙ୍କ ପଠାଯାଇଥିବା ଲିଷ୍ଟ୍‌ରେ ମୋହର ବାଜିସାରିଛି। ମିଳିଥିବା ସୂଚନା ଅନୁଯାୟୀ ଏନ୍‌ସିପିକୁ ଗୃହ ଓ ଅର୍ଥ ବିଭାଗ ମିଳିଛି।  ନେତା ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାରଙ୍କୁ ଅର୍ଥ ମନ୍ତ୍ରଣାଳୟ ମିଳିବାକୁ ଥିବାବେଳେ ଅନିଲ ଦେଶମୁଖଙ୍କୁ ଗୃହ ମନ୍ତ୍ରଣାଳୟ ମିଳିଛି । ଶିବସେନା ମୁଖ୍ୟମନ୍ତ୍ରୀ ପଦ ସହ ନଗର ଉନ୍ନୟନ ମନ୍ତ୍ରଣାଳୟ ରଖିଛି। ଆଦିତ୍ୟ ଠାକ୍‌ରେଙ୍କୁ ପରିବେଶ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ମିଳିଛି। କଂଗ୍ରେସକୁ ରାଜସ୍ବ, ପୂର୍ତ୍ତ ଓ ଶକ୍ତି ମନ୍ତ୍ରଣାଳୟ ମିଳିଛି।

ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ମେଣ୍ଟ ତରଫରୁ ହୋଇଥିବା ମେଣ୍ଟ ସରକାରର ବିଭାଗୀୟ ମନ୍ତ୍ରୀଙ୍କ ବିଭାଗ ସୂଚୀ

ଶିବସେନାର ବିଭାଗ

ଉଦ୍ଧବ ଠାକ୍‌ରେ – ମୁଖ୍ୟମନ୍ତ୍ରୀ

ଆଦିତ୍ୟ ଠାକ୍‌ରେ – ପର୍ଯ୍ୟଟନ, ପରିବେଶ

ଏକନାଥ ସିନ୍ଧେ – ନଗର ଉନ୍ନୟନ

ସୁବାସ ଦେଶାଇ – ଉଦ୍ୟୋଗ

ଉଦୟ ସାମନ୍ତ : ଉଚ୍ଚ ଶିକ୍ଷା

ଅନିଲ୍‌ ପରବ – ପରିବହନ, ସଂସଦୀୟ ବ୍ୟାପାର

ଶଙ୍ଖାରାବ ଗଡାଖେ – ଜଳ ସଂରକ୍ଷଣ

ସନ୍ଦିପାନ ଭୁମରେ – ରୋଜଗାର

ଗୁଲାବରାବ ପାଟିଲ୍‌ – ଜଳ

ଦାଦା ଭୁସେ – କୃଷି

ସଂଜୟ ରାଠୋର୍‌ – ପରିବେଶ ମନ୍ତ୍ରାଳୟ

ଏନ୍‌ସିପିର ବିଭାଗ

ଅଜିତ ପାଓ୍ବାର – ଅର୍ଥ

ଅନିଲ୍‌ ଦେଶମୁଖ – ଗୃହମନ୍ତ୍ରୀ

ଛଗନ୍‌ ଭୁଜବଳ – ଖାଦ୍ୟ ଓ ସହର

ଦିଲ୍ଲୀପ ବଲସେ ପାଟିଲ୍‌ – ରାଜ୍ୟ ଉତ୍ପାଦନ ଶୁଳ୍କ

ବାଲାସାହେବ ପାଟିଲ୍‌ – ସହକାର

ରାଜେଶ ଟୋପେ – ସ୍ବାସ୍ଥ୍ୟ

ଜିତେନ୍ଦ୍ର ଆହ୍ବାଡେ – ଗୃହନିର୍ମାଣ

ଧନଞ୍ଜୟ ମୁଣ୍ଡେ – ସାମାଜିକ ନ୍ୟାୟ

ରାଜେନ୍ଦ୍ର ଶିଗେଙ୍ଗ – ଖାଦ୍ୟ ଓ ଔଷଧ ମନ୍ତ୍ରାଳୟ

ହସନ ମୁଶ୍ରୀଫ୍‌  – ଗ୍ରାମ ବିକାଶ

କଂଗ୍ରେସର ବିଭାଗ

ବାଲାସାହେବ ଥୋରାଟ – ରାଜସ୍ବ

ଅଶୋକ ଚୌହାଣ – ପିଡବ୍ଲ୍ୟୁ ଡି ପବ୍ଲିକ ଓ୍ବାର୍କସ୍‌

ନିତନ୍‌ ରାଉତ୍‌ – ଶକ୍ତି

ବିଜୟ ବଡ୍ଡେଟିଓ୍ବାର – ପଛୁଆ ବର୍ଗ, ଜମି, ସାହାଯ୍ୟ, ପୁନର୍ବସନ

କେସପାଣ୍ଡବୀ – ଆଦିବାସୀ ବିକାଶ

ଯଶୋମତୀ ଠାକୁର – ମହିଲା ଏବଂ ବାଲକଲ୍ୟାଣ

ଅମିତ୍‌ ଦେଶମୁଖ – ବୈଦିକ ଶିକ୍ଷା ଓ ସାଂସ୍କୃତିକ

ସୁନୀଲ୍‌ କେଦାର – ଦୁଗ୍ଧ ବିକାଶ ଓ ପଶୁ ସମ୍ପଦ

ବର୍ଷା ଗାଏକଓ୍ବାଡ – ସ୍କୁଲ ଶିକ୍ଷା

ଅସଲମ୍‌ ଶେଖ – ବସ୍ତ୍ର ଓ ମତ୍ସ୍ୟ ବ୍ୟବସାୟ

ଉଦ୍ଧବ ସରକାରରେ ରାଜ୍ୟମନ୍ତ୍ରୀ ପଦବୀ ପାଇଥିବା ମନ୍ତ୍ରୀମାନେ ହେଲେ

ଶମ୍ଭୁରାଜ ଦେଶାଇ – ଗୃହ ରାଜ୍ୟମନ୍ତ୍ରୀ (ଗ୍ରାମୀଣ)

ଅବ୍ଦୁଲ ସତ୍ତାର – ରାଜସ୍ବ, ଗ୍ରାମବିକାଶ

ବଚ୍ଚୁ କଡୁ – ଜଳ,

ସତେଜ ପାଟିଲ୍‌ – ଗୃହ ରାଜ୍ୟମନ୍ତ୍ରୀ (ସହର)

ବିଶ୍ବଜିତ୍‌ କଦମ – କୃଷି ଓ ସହକାରୀ ରାଜ୍ୟମନ୍ତ୍ରୀ

ରାଜେନ୍ଦ୍ର ୟଡ୍ରାବକର୍‌ – ସ୍ବାସ୍ଥ୍ୟ, ସାଂସ୍କୃତିକ, ଔଷଧ ପ୍ରଶାସନ

ଅଦିତି ତଟକରେ – ଉଦ୍ୟୋଗ, ପର୍ଯ୍ୟଟନ, କ୍ରୀଡା ରାଜ୍ୟମନ୍ତ୍ରୀ

ଦତ୍ତା ଭରଣେ – ଜଳସଂରକ୍ଷଣ, ସାମାନ୍ୟ ପ୍ରଶାସନ

ସଞ୍ଜୟ ଓ୍ବନସୋଡେ – ପରିବେଶ, ସର୍ବଜନିକ ବାନ୍ଧକାର୍ଯ୍ୟ

ପ୍ରାଜୁ୍ତ ତନପୁରେ – ନଗରବିକାଶ, ଶକ୍ତି, ଉଚ୍ଚ ତନ୍ତ୍ର ଶିକ୍ଷଣ (ରାଜ୍ୟମନ୍ତ୍ରୀ)

ସୂଚନାଯୋଗ୍ୟ, ନଭେମ୍ବର 28 ତାରିଖରେ ମୁଖମନ୍ତ୍ରୀ ପଦର ଶପଥ ନେଇଥିଲେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ । (ଏଜେନ୍ସି)

 

ajit pawar maharastragovt udhavthakery
Share. Facebook Twitter LinkedIn Email WhatsApp Copy Link

Related Posts

PSL 2026 ରୁ ବିଦେଶୀ ଖେଳାଳି ଓହରିବା ସତ୍ତ୍ୱେ BCB ନେଲା ବଡ ନିଷ୍ପତ୍ତି

March 24, 2026

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026
Latest News

PSL 2026 ରୁ ବିଦେଶୀ ଖେଳାଳି ଓହରିବା ସତ୍ତ୍ୱେ BCB ନେଲା ବଡ ନିଷ୍ପତ୍ତି

March 24, 2026

ଧର୍ମ ପରିବର୍ତ୍ତନ କଲେ ହରାଇବେ SC/ST ମାନ୍ୟତା: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

March 24, 2026

ଏମିତି କାହାଣି କେବେ ଶୁଣିନି

March 24, 2026

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.