Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାରରେ ଏନ୍‌ଆରସି ଲାଗୁ କରିବାର ପ୍ରଶ୍ନ ହିଁ ଉଠୁନାହିଁ : ନୀତିଶ୍‌ କୁମାର
ଆଜିର ଖବର

ବିହାରରେ ଏନ୍‌ଆରସି ଲାଗୁ କରିବାର ପ୍ରଶ୍ନ ହିଁ ଉଠୁନାହିଁ : ନୀତିଶ୍‌ କୁମାର

January 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିହାର : ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାର ଏନ୍‌ଆରସିକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ନୀତିଶ୍‌ କୁମାର ବିହାର ବିଧାନସଭାରେ କହିଛନ୍ତି ଯେ, ବିହାରରେ ଏନ୍‌ଆରସି ଲାଗୁ କରିବାର କୌଣସି ପ୍ରଶ୍ନ ଉଠୁନାହିଁ। ଏହି ଚର୍ଚ୍ଚା କେବଳ ଆସାମ ପାଇଁ। ଆଜି ବିହାର ବିଧାନସଭାରେ ଏନ୍‌ଆରସି ଓ ସିଏଏ ଓ ଏନ୍‌ପିଆରକୁ ନେଇ ଚର୍ଚ୍ଚା ହୋଇଥିଲା।

ନୀତିଶ୍‌ କହିଛନ୍ତି ଯେ, ବିହାରରେ ଏନ୍‌ଆରସିକର କିଛି ପ୍ରଶ୍ନ ନାହିଁ। ଏନ୍‌ଆରସିର କିଛି ଆବଶ୍ୟକତା ନାହିଁ। ନରେନ୍ଦ୍ର ମୋଦି ମଧ୍ୟ ଏନ୍‌ଆରସିକୁ ନେଇ ସ୍ପଷ୍ଟ କରିଛନ୍ତି। ଏନ୍‌ପିଆରକୁ ନେଇ ନୀତିଶ୍‌ କହିଛନ୍ତି ଯେ, ଚଳିତ ଥର ଜାତିଗତ ଜନଗଣନା ହେଉ। ଜନଗଣନା କାଷ୍ଟ ଆଧାରିତ ହେବା ଆବଶ୍ୟକ । 1930 ପରେ ପୁଣିଥରେ ଜାତିଗତ ଜନଗଣନା ହେବା ଆବଶ୍ୟକ ।

ତେବେ ଚର୍ଚ୍ଚାର ବିଷୟ ହେଉଛି ଯେ, ଏନ୍‌ଆରସିର ବିରୋଧ କରୁଥିବା ନୀତିଶ୍‌କୁମାର ସିଏଏକୁ ନେଇ ମୋଦି ସରକାରଙ୍କୁ ସମର୍ଥନ କରିଥିଲେ। ସଂସଦର ଦୁଇ ଗୃହରେ ଜେଡେୟୁ ସାଂସଦ ନାଗରିକତା ସଂଶୋଧନ ବିଲ୍‌ ସମର୍ଥନରେ ଭୋଟ ଦେଇଥିଲେ । ନୀତିଶ୍‌ ସରକାର ବିହାରରେ ଏନ୍‌ପିଆର ଆରମ୍ଭ କରିବା ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଥିଲେ। ନିୟମ ଅନୁସାରେ ଏନ୍‌ପିଆର, ଏନ୍‌ଆରସିର ପ୍ରଥମ ପାହାଚ, ଏଥିରେ କିଛି ତଥ୍ୟ ଏନ୍‌ଆରସିରେ ବ୍ୟବହାର କରାଯିବ। ସାରାଦେଶରେ ସିଏଏ, ଏନ୍‌ଆରସିକୁ ନେଇ ତର୍କ ଜାରି ରହିଛି। ବିରୋଧୀ ଏହାର ଜୋର୍‌ସୋରରେ ବିରୋଧ କରୁଛନ୍ତି। (ଏଜେନ୍ସି)

caa nitishkumar NRC
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.