Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଏଏକୁ ନେଇ ମତ ରଖିଲେ ମାଇକ୍ରୋସପ୍ଟ ସିଇଓ : ଭାରତ ପାଇଁ ଏହା ଖରାପ
ଆଜିର ଖବର

ସିଏଏକୁ ନେଇ ମତ ରଖିଲେ ମାଇକ୍ରୋସପ୍ଟ ସିଇଓ : ଭାରତ ପାଇଁ ଏହା ଖରାପ

January 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ମାଇକ୍ରୋସପ୍ଟ ସିଇଓ ସତ୍ୟ ନଡେଲା ବଡ଼ ବୟାନ ଦେଇଛନ୍ତି । ଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଦୁଃଖ ଜାହିର କରିଛନ୍ତି ସତ୍ୟ ନଡେଲା । ତାଙ୍କ ମତରେ ଶରଣାର୍ଥୀଙ୍କୁ ସୁଯୋଗ ମିଳିଲେ ଭାରତୀୟ ସମାଜ ଓ ଅର୍ଥବ୍ୟବସ୍ଥାକୁ ଲାଭ ମିଳିବ । ଭାରତ ପରି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ସିଏଏ ଭଲ ନୁହେଁ ବୋଲି ମତ ରଖିଛନ୍ତି ସତ୍ୟ ନଡେଲା । ସତ୍ୟ ନଡେଲା କହିଛନ୍ତି ଯେ,  ସିଏଏ, ଭାରତ ପାଇଁ ଅନୁକୂଳ ନୁହେଁ । ମୋତେ ଜଣେ ବଙ୍ଗଳାଦେଶୀ ଶରଣାର୍ଥୀଙ୍କୁ ଦେଖିବାର ଅଛି ଯେ, ଯିଏ ଭାରତ ଆସି ନିଜର ସକ୍ରିୟ ଯୋଗଦାନ ଦ୍ବାରା ଇନ୍‌ଫୋସିସ୍‌ର ଆଗାମୀ ସିଇଓ ହେଉଛନ୍ତି । ସତ୍ୟ ନଡେଲା ଭାରତର ସାଂସ୍କୃତିକ ଚଳଣିର ପ୍ରଶଂସା କରିବା ସହିତ କହିଛନ୍ତି ଯେ, ଭାରତରେ ଷ୍ଟାର୍ଟ-ଅର୍ପ ଆରମ୍ଭ କରାଯାଇ ଏକ ଏମ୍‌ଏନସିର ନେତୃତ୍ବ ନେଇହେବ। ଯାହା ଦ୍ୱାରା ଭାରତୀୟ ସମାଜ ଓ ଅର୍ଥବ୍ୟବସ୍ଥାକୁ ବଡ଼ ଲାଭ ପହଞ୍ଚାଇବ ।

caa ceo Microsoft
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ କାର୍ଯ୍ୟାନୁଷ୍ଠାନ ପରେ ହାର ମାନିଲା ମେଟା!: ହଟାଗଲା ଶିଶୁ ଯୌନ ନିର୍ଯାତନା ସାମଗ୍ରୀ

August 18, 2026

ଶ୍ରୀମୟୀ ମିଶ୍ରଙ୍କ ଅଭିନିତ ଚଳଚ୍ଚିତ୍ର “ପଶାପାଲି-ଖେଳ ରାଜନୀତିର” ପୋଷ୍ଟର ଉନ୍ମୋଚନ

August 18, 2026

“ହରମୁଜ୍ ଉପରେ ଆମର ସମ୍ପୂର୍ଣ୍ଣ ନିୟନ୍ତ୍ରଣ”: ଦାବି କଲେ ଟ୍ରମ୍ପ୍

August 18, 2026

“ମତେ ଫାଶୀ ଦିଅ ନଚେତ୍ ଜେଲ୍ ପଠାଅ”: “ବନ୍ଦେ ମାତରମ୍” ପ୍ରସଙ୍ଗରେ କଂଗ୍ରେସ ନେତାଙ୍କ ବିବୃତ୍ତି

August 18, 2026
Latest News

ସରକାରୀ କାର୍ଯ୍ୟାନୁଷ୍ଠାନ ପରେ ହାର ମାନିଲା ମେଟା!: ହଟାଗଲା ଶିଶୁ ଯୌନ ନିର୍ଯାତନା ସାମଗ୍ରୀ

August 18, 2026

ଶ୍ରୀମୟୀ ମିଶ୍ରଙ୍କ ଅଭିନିତ ଚଳଚ୍ଚିତ୍ର “ପଶାପାଲି-ଖେଳ ରାଜନୀତିର” ପୋଷ୍ଟର ଉନ୍ମୋଚନ

August 18, 2026

“ହରମୁଜ୍ ଉପରେ ଆମର ସମ୍ପୂର୍ଣ୍ଣ ନିୟନ୍ତ୍ରଣ”: ଦାବି କଲେ ଟ୍ରମ୍ପ୍

August 18, 2026

“ମତେ ଫାଶୀ ଦିଅ ନଚେତ୍ ଜେଲ୍ ପଠାଅ”: “ବନ୍ଦେ ମାତରମ୍” ପ୍ରସଙ୍ଗରେ କଂଗ୍ରେସ ନେତାଙ୍କ ବିବୃତ୍ତି

August 18, 2026

CJP ପ୍ରତିବାଦ ମାମଲା: ଜାଣନ୍ତୁ FIR ରଦ୍ଦ କରିବା ଦାବି ଉପରେ କ’ଣ କହିଲେ CJI?

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.