ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା :  ମୁକେଶର ରାଜକ୍ଷମା ଖାରଜ

Published: Jan 17, 2020, 1:03 pm IST

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦେଶେୀ ମୁକେଶଙ୍କ ଦୟା ଯାଚିକାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଛନ୍ତି। ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କୁ ଦୋଷୀ ମୁକେଶର ଫାଶୀ ଦଣ୍ଡାଦେଶକୁ ଅପରିବର୍ତ୍ତିତ ରଖିବା ନେଇ ସୁପାରିଶ୍‌ କରିଥିଲେ। ଗୃହ ମନ୍ତ୍ରାଳୟ ଏହି ଯାଚିକା ରାଷ୍ଟ୍ରପତିଙ୍କ ନିକଟରକୁ ପଠାଇଥିଲେ। ଆଜି ଡେଥ୍‌ ଓ୍ବାରେଣ୍ଟ ଉପରେ କୋର୍ଟରେ ଶୁଣାଣି ହେବ। ସୂଚନାଯୋଗ୍ୟ, ଦିଲ୍ଲୀ ପଟିଆଲା ହାଉସ୍‌ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅପରାଧୀଙ୍କୁ ଜାନୁଆରୀ 22 ତାରିଖରେ ଫାଶୀ ଦଣ୍ଡ ଦେବା ପାଇଁ ଡେଥ ଓ୍ବାରେଣ୍ଟି ଜାରି କରିଥିଲେ। କିନ୍ତୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲେ ।

Related posts