Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»2014ରେ ମଧ୍ୟ ଶିବସେନା କଂଗ୍ରେସର ସହାୟତା ମାଗିଥିଲା : ପୃଥ୍ବୀରାଜ
ଆଜିର ଖବର

2014ରେ ମଧ୍ୟ ଶିବସେନା କଂଗ୍ରେସର ସହାୟତା ମାଗିଥିଲା : ପୃଥ୍ବୀରାଜ

January 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଇନ୍ଦିରା ଗାନ୍ଧୀ ମନ୍ତବ୍ୟ ପରେ ମହା ବିକାଶ ଅଘାଡିର ବିବାଦ ସାମ୍‌ନାକୁ ଆସିଛି । ମହା ବିକାଶ ଅଘାଡିର ସହଯୋଗୀ ଦଳ କଂଗ୍ରେସ ଏବଂ ଶିବସେନା ପରସ୍ପରକୁ ଦୋଷାରୋପ କରୁଛନ୍ତି । 2014ରେ ମଧ୍ୟ ସରକାର ଗଠନ ପାଇଁ ଶିବସେନା ପକ୍ଷରୁ କଂଗ୍ରେସର ସହାୟତା ମଗା ଯାଇଥିଲା ବୋଲି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚଭନ କହିଛନ୍ତି । 2014ରେ ବିଜେପିକୁ କ୍ଷମତାରୁ ଦୂରେଇବା ପାଇଁ ଶିବସେନା ଏନ୍‌ସିପି ଜରିଆରେ ପ୍ରସ୍ତାବ ଦେଇଥିଲା ମାତ୍ର ମୁଁ ତୁରନ୍ତ ଉକ୍ତ ପ୍ରସ୍ତାବକୁ ଖାରଜ କରି ଦେଇଥିଲି ବୋଲି ଚଭନ କହିଛନ୍ତି । ଅତୀତରେ ମଧ୍ୟ କଂଗ୍ରେସ ନିର୍ବାଚନ ହାରିଥିଲା ଏବଂ ବିରୋଧୀ ଆସନରେ ବସିଥିଲା ମାତ୍ର ଦେବେନ୍ଦ୍ର ଫଡନବିସ୍‌ ଗଣତନ୍ତ୍ରର ହତ୍ୟା କରିବାକୁ ଚେଷ୍ଟା କରୁଥିବାରୁ ଶିବସେନା ସହାୟତାରେ ସରକାର ଗଠନର ନିଷ୍ପତ୍ତି ନେଇଥିଲେ କଂଗ୍ରେସ ଏବଂ ଏନ୍‌ସିପି । (ଏଜେନ୍ସୀ)

Congress devendrafadnavis sanjayraut shivsena
Share. Facebook Twitter LinkedIn Email WhatsApp Copy Link

Related Posts

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ଆଜି ବିଶେଷ ଦିନ!: ଏକା ସାଙ୍ଗରେ ପଡୁଛି ଅନେକ ବଡ଼ ପର୍ବ, ବ୍ରତ ଏବଂ ଦୁର୍ଲଭ ସଂଯୋଗ

March 19, 2026
Latest News

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ଆଜି ବିଶେଷ ଦିନ!: ଏକା ସାଙ୍ଗରେ ପଡୁଛି ଅନେକ ବଡ଼ ପର୍ବ, ବ୍ରତ ଏବଂ ଦୁର୍ଲଭ ସଂଯୋଗ

March 19, 2026

ଆଜି ମାର୍ଚ୍ଚ ୧୯ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.