Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫେସ୍‌ବୁକ୍‌ରେ ଫଲୋଅର୍ସ ବଢିବା ହେଲା କାଳ : ଚାଲିଗଲା ଜୀବନ
ଆଜିର ଖବର

ଫେସ୍‌ବୁକ୍‌ରେ ଫଲୋଅର୍ସ ବଢିବା ହେଲା କାଳ : ଚାଲିଗଲା ଜୀବନ

January 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜୟପୁର : ଜୟପୁରରେ ଜଣେ ମହିଳାଙ୍କୁ ସୋସିଆଲ୍‌ ମିଡିଆରେ ଫଟୋ ଓ ଭିଡିଓ ସେୟାର କରିବା ବେଶ୍‌ ମହଙ୍ଗା ପଡିଛି। ଫେସ୍‌ବୁକ୍‌ରେ ଫଲୋଅର୍ସଙ୍କ ସଂଖ୍ୟା ବଢିବା ଯୋଗୁଁ ତାଙ୍କ ଜୀବନ ଚାଲିଯାଇଛି । ମିଳିଥିବା ସୂଚନା ଅନୁସାରେ ଫେସ୍‌ବୁକ୍‌ରେ ମହିଳାଙ୍କର 6000ରୁ ଅଧିକ ଫଲୋଅର୍ସ ରହିଥିବାବେଳେ ସେ ଅଧିକାଂଶ ସମୟ ମୋବାଇଲ୍‌ରେ ବ୍ୟସ୍ତ ରହୁଥିଲେ । ମହିଳାଙ୍କ ଏହି ଅଭ୍ୟାସରେ ସ୍ବାମୀଜଣକ ଅତିଷ୍ଠ ହୋଇ ତାଙ୍କର ହତ୍ୟା କରିଛନ୍ତି ।

ଏହି ଘଟଣାଟି ଜୟପୁରର ଆମେର ଥାନା ଅଞ୍ଚଳରେ ଘଟିଛି । ଘଟଣାସ୍ଥଳରୁ ମହିଳାଙ୍କ ରକ୍ତ ଭିଜା ଶବ ମିଳିଛି । ପୋଲିସ୍‌ ଏହି ଘଟଣାରେ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛନ୍ତି । ମହିଳାଙ୍କୁ ହତ୍ୟା କରିବା ପରେ ତା’ଙ୍କ ପରିଚୟ ଲୁଚାଇବା ପାଇଁ ଇଟାରେ ତାଙ୍କ ମୁହଁ ଓ ମୁଣ୍ଡକୁ ବିଭତ୍ସ କରିଦେଇଥିଲେ । ଦୁଇ ବର୍ଷ ପୂର୍ବେ ଏହି ଦୁଇଜଣ ଗାଜିଆବାଦରେ ଆର୍ଯ୍ୟସମାଜରେ ବିବାହ କରିଥିବାବେଳେ ତିନି ମାସର ଏକ ପୁତ୍ର ମଧ୍ୟ ରହିଛି । ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀଜଣକ ଏପରି ବିଭତ୍ସ କାଣ୍ଡ ଘଟାଇଛନ୍ତି । ସୋସିଆଲ ମିଡିଆରେ ମହିଳାଜଣକ ନିଜର ଫଟୋ ଓ ଭିଡିଓ ସେୟାର କରୁଥିବାବେଳେ ତାଙ୍କର ଅତ୍ୟଧିକ ଫୋଲଅର୍ସ ରହିଥିଲେ । ଏହାକୁ ନେଇ ମହିଳାଙ୍କ ସ୍ବାମୀଜଣକ ତାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ । ଯାହାର ଫଳ ସ୍ବରୂପ ସେ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ । (ଏଜେନ୍ସି)

facebook murdercase
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଓ ବାଣପୁର ସମେତ ୨୪ଟି ସ୍ଥାନର ନାମ ହେବ ସଂଶୋଧନ, ରାଜସ୍ବ ବିଭାଗରୁ ବାହାରିଲା ବିଜ୍ଞପ୍ତି

February 5, 2026

ଇଡି ପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ: ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଗିରଫ

February 5, 2026

ଗୋଟିଏ ଝଟକାରେ 20,000 ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଦେଖନ୍ତୁ ଆଜିର ଦର

February 5, 2026

ଯାଜପୁର ନିକଟରେ ନିୟୁ ଜଲପାଇଗୁଡି ଏକ୍ସପ୍ରେସ ଲାଇନଚ୍ୟୁତ, କୌଣସି କ୍ଷତି ରିପୋର୍ଟ ନାହିଁ

February 5, 2026
Latest News

ଖୋର୍ଦ୍ଧା ଓ ବାଣପୁର ସମେତ ୨୪ଟି ସ୍ଥାନର ନାମ ହେବ ସଂଶୋଧନ, ରାଜସ୍ବ ବିଭାଗରୁ ବାହାରିଲା ବିଜ୍ଞପ୍ତି

February 5, 2026

ଇଡି ପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ: ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଗିରଫ

February 5, 2026

ଗୋଟିଏ ଝଟକାରେ 20,000 ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଦେଖନ୍ତୁ ଆଜିର ଦର

February 5, 2026

ଯାଜପୁର ନିକଟରେ ନିୟୁ ଜଲପାଇଗୁଡି ଏକ୍ସପ୍ରେସ ଲାଇନଚ୍ୟୁତ, କୌଣସି କ୍ଷତି ରିପୋର୍ଟ ନାହିଁ

February 5, 2026

PCB ପାଇଁ ବଢିଲା ସମସ୍ୟା!: ପାକିସ୍ତାନର ଅଭ୍ୟାସ ମ୍ୟାଚ୍ ବାତିଲ କଲା ICC, ଜାଣନ୍ତୁ କାରଣ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.