Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବାନୀପାଟଣାର ପୂର୍ବତ୍ତନ ବିଧାୟକ ଅନାମ ନାଏକଙ୍କୁ ଗିରଫ କଲା ଭିଜିଲାନସ ଟିମ, 3 କୋଟିରୁ ଉର୍ଦ୍ଦ ସଂପତି ହେଲା ଠାବ
ଆଜିର ଖବର

ଭବାନୀପାଟଣାର ପୂର୍ବତ୍ତନ ବିଧାୟକ ଅନାମ ନାଏକଙ୍କୁ ଗିରଫ କଲା ଭିଜିଲାନସ ଟିମ, 3 କୋଟିରୁ ଉର୍ଦ୍ଦ ସଂପତି ହେଲା ଠାବ

January 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭବାନୀପାଟଣାର ପୂର୍ବତ୍ତନ ବିଧାୟକ ଅନାମ ନାଏକଙ୍କୁ ଗିରଫ କଲା ଭିଜିଲାନସ ଟିମ, 3 କୋଟିରୁ ଉର୍ଦ୍ଦ ସଂପତି ହେଲା ଠାବ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର- ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କୁ ଆଜି ଭବନୀପାଟଣାରୁ ଭିଜିଲାନସ ଟିମ୍ ଗିରଫ କରିଛି। ପୂର୍ବରୁ ଜୟପୁର ଭିଜିଲାନସ ଟିମ ତାଙ୍କର ସମସ୍ତ ରେକର୍ଡ ପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟ ଗୁପ୍ତ ଭାବେ ଯାଞ୍ଚ କରୁଥିଲେ। ପରବର୍ତ୍ତି ସମୟରେ ସେସବୁ ଆୟ ବର୍ହିଭୂତ ସଂପତ୍ତି ବୋଲି ଜାଣିବା ପରେ ଆଜି ତାଙ୍କ ଘରେ ଚଢାଉ କରିଥିଲେ। ଏହି ଚଢାଉ ବେଳେ ସେସବୁର ପ୍ରମାଣ ମିଳିବା ପରେ ତାଙ୍କୁ ଭିଜିଲାନସ ଟିମ ଗିରଫ କରି କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ତାଙ୍କ ପାଖରେ ପ୍ରାୟ 3 କୋଟିରୁ ଅଧିକ ସଂପତ୍ତି ରହିଛି ବୋଲି ଜଣାପଡିଛି। ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ଏକକାଳୀନ 45 ଲକ୍ଷ ଟଙ୍କା ଜମା ହେବା ପରେ ଭିଜିଲାନସ ଟିମର ସନ୍ଦେହ ଦେଖାଦେଇଥିଲା। ତାଙ୍କୁ ଗିରଫ କରିବା ପରେ ମଧ୍ୟ ଏହି ଟଙ୍କାର ସେ କୌଣସି ହିସାବ ଦେଇପାରୁ ନାହାଁନ୍ତି। ଗତ 17 ତାରିଖରେ ଅନାମଙ୍କ ଘର ଏବଂ ହୋଟେଲ ଉପରେ ଭିଜିଲାନସ ଚଢାଉ କରି କେତେକ କାଗଜ ପତ୍ର ଜବତ କରିଥିଲା। ଏଥିରେ ଅନାମଙ୍କ କେତେକ ପ୍ଲଟ, ଗାଡି ପ୍ରଭୁତି ଥିବାର ଜଣାପଡିଥିଲେ। ହେଲେ ସେତେବେଳେ ତାଙ୍କୁ ଗିରଫ କରାଯାଇ ନ ଥିଲା। ପରବର୍ତ୍ତି ସମୟରେ ସେସବୁ ଯାଞ୍ଚ ପରେ ଭିଜିଲାନସ ଟିମ ଆଜି ତାଙ୍କୁ ଗିରଫ କରିଛି।  ଅନାମ 2014 ମସିହାରେ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ। ହେଲେ ଗତ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଇ ନ ଥିଲା।

VIGILANCE
Share. Facebook Twitter LinkedIn Email WhatsApp Copy Link

Related Posts

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026
Latest News

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.