Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୋ ପଲିଟିକ୍ସ: ଭାଙ୍ଗିଲା କଲେଜ ପରିଚାଳନା କମିଟ, ବିଧାୟକ ନୁହେଁ, ଉପଜିଲ୍ଲାପାଳ ହେବ କମିଟର ସଭାପତି
ଆଜିର ଖବର

ନୋ ପଲିଟିକ୍ସ: ଭାଙ୍ଗିଲା କଲେଜ ପରିଚାଳନା କମିଟ, ବିଧାୟକ ନୁହେଁ, ଉପଜିଲ୍ଲାପାଳ ହେବ କମିଟର ସଭାପତି

January 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୋ ପଲିଟିକ୍ସ: ଭାଙ୍ଗିଲା କଲେଜ ପରିଚାଳନା କମିଟ, ବିଧାୟକ ନୁହେଁ, ଉପଜିଲ୍ଲାପାଳ ହେବ କମିଟର ସଭାପତି

ଭୁବନେଶ୍ବର- ଶେଷରେ କଲେଜର ପରିଚାଳନା କମିଟକୁ ଆଜି ଉଚ୍ଚଶିକ୍ଷା ବିଭାଗ ଭାଙ୍ଗି ଦେଇଛନ୍ତି। ଏ ନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ନୂଆ ନିୟମ ଅନୁସାରେ ଏଣିକି ପରିଚାଳନା କମିଟର ସଭାପତି ଭାବେ ରହିବେ ସେହି ଜିଲ୍ଲାର ଉପଜିଲ୍ଲାପାଳ। ଯେଉଁ ଜିଲ୍ଲାରେ ଦୁଇ ଜଣ ଉପଜିଲ୍ଲାପାଳ ଥିବେ, ସେଠାରେ ସେହି ଜିଲ୍ଲା କଲେଜରେ କିଏ ସଭାପତି ହେବେ ତାହା ଜିଲ୍ଲାପାଳ ନିଷ୍ପତି ନେବେ। ପରବର୍ତ୍ତି ବିଜ୍ଞପ୍ତି ପର୍ଯ୍ୟନ୍ତ ଏହାକୁ ଲାଗୁ କରିବା ପାଇଁ ବିଭାଗ ତରଫରୁ କଡା ନିର୍ଦ୍ଦେଶ ଦିଆଯାଇଛି। ଗତ ଗୁରୁବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କଲେଜ ପରିଚାଳନା କମିଟରେ ବିଧାୟକ ରହିବେ ନାହିଁ ବୋଲି ଘୋଷଣା କରିଥିଲେ। କଲେଜ ପରିଚାଳନା କମିଟରେ ସେହି ଜିଲ୍ଲାର ଶିକ୍ଷାବିତ ଏବଂ ଅଭିଭାବକଙ୍କୁ ନେଇ କରାଯିବ ବୋଲି କହିଥିଲେ। ସେହି ଅନୁସାରେ ଆଜି ବିଭାଗ ଆଜି ଏହି ବିଜ୍ଞପ୍ତି ପ୍ରକାଶ କରି ପୁରୁଣା କମିଟକୁ ଭାଙ୍ଗି ଦେଇଛନ୍ତି। ତେବେ ଏହାକୁ ନେଇ ମନ୍ତ୍ରୀ ସୁଶାନ୍ତ ସିଂ ଏକ ମନ୍ତବ୍ୟ ପ୍ରସଂଗକୁ ବିବାଦୀୟ କରିଦେଇଥିଲା। ସୁଶାନ୍ତ କହିଥିଲେ ଯେ, ବିଧାୟକମାନେ କମିଟର ସଭାପତି ନ ହେଲେ ମଧ୍ୟ ସଦସ୍ୟ ହେବା ଆବଶ୍ୟକ। ହେଲେ ଏହାକୁ ନେଇ ବିଭାଗ ତରଫରୁ କୌଣସି ପ୍ରତିକ୍ରିୟା ରଖା ଯାଇ ନ ତିଲା। ବରଂ ପୁରୁଣା କମିଟକୁ ଭାଙ୍ଗି ଦିଆଗଲା। କଲେଜଗୁଡିକୁ ରାଜନୈତିକ ମୁକ୍ତ କରିବା ପାଇଁ ନବୀନ ସରକାରଙ୍କ ଏହା ଏକ ବଡ ପଦକ୍ଷେପ ବୋଲି ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026

‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

April 13, 2026
Latest News

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.