Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫୁଲ୍‌ଓ୍ବାମା ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି: ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ  କ୍ୟାଣ୍ଡେଲ୍‌ ଶୋଭାଯାତ୍ରା
ଆଜିର ଖବର

ଫୁଲ୍‌ଓ୍ବାମା ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି: ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ  କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

February 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ରାଉଳ

ଗଞ୍ଜାମ: ଫେବୃଆରୀ ୧୪ ତାରିଖ ଶୁକ୍ରବାର ଦିନ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ତରଫରୁ ଯୁବ ମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବଙ୍କ ନେତୃତ୍ବରେ ଗତବର୍ଷ ଫୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ ହୋଇଥିବା ଯବାନ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପ୍ରକାଶଥାଉ କି ଗତ ବର୍ଷ ଆଜିର ଦିନରେ ଜମ୍ମୁକାଶ୍ମୀରର ଫୁଲ୍‌ଓ୍ବାମାଠାରେ ଏକ ହୃଦୟବିଦାରକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ଆମ୍ଭର ପ୍ରାୟ ୪୦ ଜଣ ଯବାନ ଶହୀଦ୍‌ ହୋଇଥିଲେ। ଆଜି ଏହି ଘଟଣଶକୁ ଏକ ବର୍ଷ ପୂରଣ ହେବା ଅବସରରେ ଶହୀଦ୍‌ ଯବାନମାନଙ୍କୁ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଯୁବମୋର୍ଚ୍ଚା କର୍ମୀମାନେ ସ୍ଥାନୀୟ ଗାନ୍ଧିନଗର ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାମଲିଙ୍ଗମ ଟ୍ୟାଙ୍କ୍‌ ରୋଡସ୍ଥିତ ହନୁମାନ ପ୍ରତିମାଠାରେ ଏକତ୍ରିତ ହୋଇଥିଲେ। ’ବୀର ଯବାନ ଅମର ରହେ’ ନାରାରେ ପୂରା ସ୍ଥାନ ପ୍ରକମ୍ପିତ ହୋଇଥିଲା। ଉକ୍ତ ଶୋଭାଯାତ୍ରାରେ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତି, ରାମ କୁମାର ପାତ୍ର, ସୁନୀଲ୍‌ କୁମାର ସାହୁ, ପ୍ରଭାତ ଷଡଙ୍ଗୀ, ରାଜେନ୍ଦ୍ର କୁମାର, ବିକାଶ ପାଣଗ୍ରାହୀ, ଶରଣ କୁମାର ସାହୁ, ସଞ୍ଜୟ ଚୌଧୁରୀ, ମଦନ ପାତ୍ର, ପ୍ରବୀର ପାତ୍ର, ଝୁଲୁ ମହାରଣା, କମଲ ପାତ୍ର, ଉମାଶଙ୍କର ପଣ୍ଡା, ଚିତ୍ତରଂଜନ ପଣ୍ଡା, ବି.ରାଣୀ, ଶ୍ରୀନିବାସ ରାଓ, ଗୋପୀନାଥ ପଣ୍ଡା, କରୁଣାକର, ରିଙ୍କୁ ସାମଲ, ଶରତ ନାୟକ, ସମୀର ନାୟକ, ନରସିମା ନାୟକ, ନିର୍ମଳ ଘଡେଇ, ଜିତୁ ସେଠି, ଅମର ଦାଶ, ସଂଗ୍ରାମ ପଟ୍ଟନାୟକ, ଶୁଭମ ପଣ୍ଡା, ହରି ସାହୁ, ଶିବ ଅଧିକାରୀ, ଗୁରୁ ଦାସ, ଶିବଶଙ୍କର ଶତପଥୀ, ସୋମେନ୍ଦ୍ର ଦାଶ, ତୁତୁନ୍‌ ପାତ୍ର, କାଳିକ୍ରିଷ୍ଣ ସାମନ୍ତରା, ଓ ଅମୂଲ୍ୟ ଚୌଧୁରୀ, ବିରଣ ନାୟକ, ରାଧାଚରଣ ନାୟକ, କିରଣ ସେଠୀ, ସତୀଶ୍‌ ଆଚାରୀ, ପ୍ରବୀଣ କୁମାର, ପ୍ରସନ୍ନ ସ୍ବାଇଁ, ରାମ ସାମଲ, ଭଗବାନ ଭୂୟାଁ, ଶ୍ରୀମତୀ କୁନି ଦାଶ, ଲିପି ବେହେରା, ନୀଳକଣ୍ଠ ସାହୁ, ଶିବପ୍ରସାଦ ପାତ୍ର, ମନୋଜ ମହାରଣା, ଜଗଦୀଶ୍‌ ପ୍ରଧାନ, ରାଜୀବ ମିଶ୍ର, ବିଘ୍ନରାଜ ନାୟକ ସମେତ ବହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025

ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା

September 10, 2025

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

September 10, 2025
Latest News

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଉଦୀୟମାନ ଧାବକ ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା, କହିଲେ… 

September 10, 2025

ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା

September 10, 2025

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.