Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ଭୟା ଗଣଦୁଷ୍କର୍ମ ମାମଲା : 4 ଦୋଷୀଙ୍କୁ ମାର୍ଚ୍ଚ 3 ତାରିଖରେ ଫାଶୀ
ଆଜିର ଖବର

ନିର୍ଭୟା ଗଣଦୁଷ୍କର୍ମ ମାମଲା : 4 ଦୋଷୀଙ୍କୁ ମାର୍ଚ୍ଚ 3 ତାରିଖରେ ଫାଶୀ

February 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ 4 ଦୋଷୀଙ୍କ ପାଇଁ ନୂତନ ଫାଶୀ ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ 3 ତାରିଖରେ 4 ଦୋଷୀଙ୍କୁ ଫାଶୀ ଦେବା ପାଇଁ ସୋମବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ 3 ତାରିଖ ଭୋର 6ଟାରେ ଫାଶୀ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି । 2012 ମସିହାରେ ଘଟିଥିବା ଏହି ଜଘନ୍ୟ କାଣ୍ଡର ଅଭିଯୁକ୍ତଙ୍କ ପାଇଁ ପୂର୍ବରୁ ଦୁଇ ଦୁଇ ଥର ଡେଥ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ତାହା ବିରୋଧରେ ଆବେଦନ କରାଯିବାରୁ ତାହାକୁ ଖାରଜ କରାଯାଇଥିଲା । ସୋମବାରର ରାୟ ବିରୋଧରେ ଆବେଦନ କରିବା ନେଇ ଅଭିଯୁକ୍ତଙ୍କ ଓକିଲ ଏ ପି ସିଂ ସୂଚନା ଦେଇଛନ୍ତି । ରାଜନୈତିକ ଚାପ କାରଣରୁ ତରବରିଆ ଭାବରେ ଦୋଷୀଙ୍କ ଦଣ୍ଡ ଘୋଷଣା କରାଯାଇଛି । ଏହା ବିରୋଧରେ ଅପିଲ୍‌ କରିବା ନେଇ ସିଂ ସୂଚନା ଦେଇଛନ୍ତି । (ଏଜେନ୍ସି)

nirbhaya sc
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ଏକ୍ସପ୍ରେସୱେରୁ ୧୫.୩୯ କୋଟି ମୂଲ୍ୟର ୧୦ କିଲୋ ସୁନା ଜବତ

August 23, 2026

ୟୁପି ନିର୍ବାଚନରେ ​​ଆପ-ସପା ମଧ୍ୟରେ ମେଣ୍ଟ ହେବ କି?: ଅଖିଳେଶ ଯାଦବଙ୍କୁ ଭେଟିଲେ ସଂଜୟ ସିଂହ 

August 23, 2026

ପୁଣି ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କଲେ ପାଡିକ୍କଲ୍: ରଚିଲେ ଇତିହାସ

August 23, 2026

‘ସରକାର ବିଶ୍ୱାସଘାତକ କରୁଛନ୍ତି’: CJP ର ଗମ୍ଭୀର ଅଭିଯୋଗ, ପ୍ରତିବାଦ ପାଇଁ ଦେଲା ଚେତାବନୀ

August 23, 2026
Latest News

ଉତ୍ତରପ୍ରଦେଶ ଏକ୍ସପ୍ରେସୱେରୁ ୧୫.୩୯ କୋଟି ମୂଲ୍ୟର ୧୦ କିଲୋ ସୁନା ଜବତ

August 23, 2026

ୟୁପି ନିର୍ବାଚନରେ ​​ଆପ-ସପା ମଧ୍ୟରେ ମେଣ୍ଟ ହେବ କି?: ଅଖିଳେଶ ଯାଦବଙ୍କୁ ଭେଟିଲେ ସଂଜୟ ସିଂହ 

August 23, 2026

ପୁଣି ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କଲେ ପାଡିକ୍କଲ୍: ରଚିଲେ ଇତିହାସ

August 23, 2026

‘ସରକାର ବିଶ୍ୱାସଘାତକ କରୁଛନ୍ତି’: CJP ର ଗମ୍ଭୀର ଅଭିଯୋଗ, ପ୍ରତିବାଦ ପାଇଁ ଦେଲା ଚେତାବନୀ

August 23, 2026

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.