Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀ କଂଗ୍ରେସ ଭବନରେ ଗୋଷ୍ଠୀ ସଂଘର୍ଷ : 3 ଗୁରୁତର
ଆଜିର ଖବର

ପୁରୀ କଂଗ୍ରେସ ଭବନରେ ଗୋଷ୍ଠୀ ସଂଘର୍ଷ : 3 ଗୁରୁତର

February 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ପୁରୀ କଂଗ୍ରସ ଭବନରେ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏହି ସଂଘର୍ଷରେ 3 ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶ୍ରୀମନ୍ଦିର ଦର୍ଶନ ସାରି ଓଡ଼ିଶା ପ୍ରଭାରୀଙ୍କ ସହ ନେତାମାନେ ଫେରିବା ବେଳେ ପିସିସି ସଭାପତି ଏବଂ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିଲା ।

Congress pcc Puri
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଆମେରିକା ସମ୍ପର୍କରେ ନୂଆ ମୋଡ଼! ପ୍ରତିରକ୍ଷାଠାରୁ ଔଷଧ ପର୍ଯ୍ୟନ୍ତ ବଢ଼ିବ ସହଯୋଗ, ଟ୍ରମ୍ପ-ମୋଦୀ ଆଲୋଚନା ପରେ ବଡ଼ ସଙ୍କେତ

October 13, 2026

ଦିଲ୍ଲୀରେ CJP ର ପ୍ରତିବାଦ: ଆଶୁତୋଷ ରାଙ୍କା ଓ ସୌରଭ ଦାସ ଅଟକ

October 13, 2026

ନୂଆପଡ଼ାରେ ଚାଞ୍ଚଲ୍ୟ! ଗୋଟିଏ ଘରୁ ମିଳିଲା ନବଦମ୍ପତିଙ୍କ ମୃତଦେହ

October 13, 2026

ଚିନ୍ତା ବଢ଼ାଇଲା ଦରବୃଦ୍ଧି, ୫.୫୪%କୁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

October 13, 2026
Latest News

ଭାରତ-ଆମେରିକା ସମ୍ପର୍କରେ ନୂଆ ମୋଡ଼! ପ୍ରତିରକ୍ଷାଠାରୁ ଔଷଧ ପର୍ଯ୍ୟନ୍ତ ବଢ଼ିବ ସହଯୋଗ, ଟ୍ରମ୍ପ-ମୋଦୀ ଆଲୋଚନା ପରେ ବଡ଼ ସଙ୍କେତ

October 13, 2026

ଦିଲ୍ଲୀରେ CJP ର ପ୍ରତିବାଦ: ଆଶୁତୋଷ ରାଙ୍କା ଓ ସୌରଭ ଦାସ ଅଟକ

October 13, 2026

ନୂଆପଡ଼ାରେ ଚାଞ୍ଚଲ୍ୟ! ଗୋଟିଏ ଘରୁ ମିଳିଲା ନବଦମ୍ପତିଙ୍କ ମୃତଦେହ

October 13, 2026

ଚିନ୍ତା ବଢ଼ାଇଲା ଦରବୃଦ୍ଧି, ୫.୫୪%କୁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

October 13, 2026

SC-ST ସଂରକ୍ଷଣକୁ ନେଇ ବଡ଼ ରାୟ! ୫୬% କୋଟା ରଦ୍ଦ କଲେ ହାଇକୋର୍ଟ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.