Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀ ହିଂସା : ମୃତକଙ୍କ ସଂଖ୍ୟା 34କୁ ବୃଦ୍ଧି
ଆଜିର ଖବର

ଦିଲ୍ଲୀ ହିଂସା : ମୃତକଙ୍କ ସଂଖ୍ୟା 34କୁ ବୃଦ୍ଧି

February 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :  ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ ମୃତକଙ୍କ ସଂଖ୍ୟା 34କୁ ବୃଦ୍ଧି ପାଇଛି । ଆଜି ସକାଳ ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା 27 ରହିଥିବାବେଳେ ହିଂସାରେ ଗମ୍ଭୀର ରୂପେ ଆହତ ହୋଇଥିବା ଆଉ ସାତଜଣକଙ୍କ ମୃତ୍ୟୁଘଟିଛି । ଏହି ହିଂସାରେ 50ରୁ ଅଧିକ ପୋଲିସ୍‌ କର୍ମୀଙ୍କ ସମେତ ପ୍ରାୟ 200 ଲୋକ ଆହତ ହୋଇଛନ୍ତି ।

ମଙ୍ଗଳବାର ଦିନ ଉତ୍ତରପୂର୍ବ ଦିଲ୍ଲୀର ଚାନ୍ଦବାଗ୍‌, ଭଜନାପୁରା, ଗୋକଲପୁରୀ, ମୌଜପୁର, କର୍ଦ୍ଦମପୁରୀ ଓ ଜାଫରବାଦରେ ଭୀଷଣ ହିଂସା ହୋଇଥିଲା । ପୂର୍ବରୁ ରବିବାର ଓ ସୋମବାର ଦିନ ମଧ୍ୟ ଏହି ଅଞ୍ଚଳଗୁଡିକରେ ପ୍ରବଳ ହିଂସା ଅନୁଭୂତ ହୋଇଥିଲା । ପଥର, ଗୁଳି ଓ ଅନ୍ୟ ହତିଆର ଜରିଆରେ  ଲୋକମାନେ ଆହତ ହୋଇଥିବାର ସୂଚନା ରହିଛି । ହିଂସା ମାମଲାରେ ପୋଲିସ୍‌ ଏପର୍ଯ୍ୟନ୍ତ 18ଟି ଏଫଆଇଆର୍‌ ଭିନ୍ନ ଭିନ୍ନ ଥାନାରେ ରୁଜୁ କରିଛି। ହିଂସା ଘଟଣାରେ 106ଜଣକୁ ଗିରଫ କରାଯାଇଛି । ସିସିଟିଭି କ୍ୟାମେରା ଜରିଆରେ ଚିହ୍ନିତ କରାଯାଇ ଅଭିଯୁକ୍ତଙ୍କୁ ଧରିବା ଲାଗି ଚେଷ୍ଟା ଜାରି ରହିଛି ।

ହିଂସା ଉପରେ ଅଙ୍କୁଶ ଲଗାଇବା ପାଇଁ ଉତ୍ତର ପୂର୍ବ ଦିଲ୍ଲୀରେ  ବଡ ସଂଖ୍ୟାରେ ସୁରକ୍ଷା ବଳକୁ ନିୟୋଜିତ କରାଯାଇଛି । ରାଜଧାନୀରେ ସ୍ଥିତି ନିୟନ୍ତ୍ରିତ କରିବା ପାଇଁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ଙ୍କୁ ଦାୟିତ୍ବ ଦିଆଯାଇଛି ।

delhiviolence
Share. Facebook Twitter LinkedIn Email WhatsApp Copy Link

Related Posts

ଢେଙ୍କାନାଳ ଆଦିବାସୀ ଯୁବତୀଙ୍କୁ ଚାଲାଣ ମାମଲା: ତଦନ୍ତ ଆରମ୍ଭ କଲା ଜାତୀୟ ମାନବାଧିକାର କମିଶନ

June 4, 2026

ଟି-୨୦ ଅଧିନାୟକ ପଦରୁ ହଟିଲେ ସୂର୍ଯ୍ୟକୁମାର ଯାଦବ!

June 4, 2026

ମାଲବ୍ୟ ନଗର ଅଗ୍ନିକାଣ୍ଡ ଘଟଣା: ହୋଟେଲ ମାଲିକ ଲାଭକେଶ ବଜାଜ ଗିରଫ

June 3, 2026

ସିବିଆଇ ଜାଲରେ ଆୟକର ଅଧିକାରୀ

June 3, 2026
Latest News

ଢେଙ୍କାନାଳ ଆଦିବାସୀ ଯୁବତୀଙ୍କୁ ଚାଲାଣ ମାମଲା: ତଦନ୍ତ ଆରମ୍ଭ କଲା ଜାତୀୟ ମାନବାଧିକାର କମିଶନ

June 4, 2026

ଟି-୨୦ ଅଧିନାୟକ ପଦରୁ ହଟିଲେ ସୂର୍ଯ୍ୟକୁମାର ଯାଦବ!

June 4, 2026

ଆଜି ଜୁନ ୪ ତାରିଖ ଗୁରୁବାର, କଣ ରହିଛି ଆପଣଙ୍କ ରାଶିରେ ଜାଣି ନିଅନ୍ତୁ

June 4, 2026

ମାଲବ୍ୟ ନଗର ଅଗ୍ନିକାଣ୍ଡ ଘଟଣା: ହୋଟେଲ ମାଲିକ ଲାଭକେଶ ବଜାଜ ଗିରଫ

June 3, 2026

ସିବିଆଇ ଜାଲରେ ଆୟକର ଅଧିକାରୀ

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.