Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରକାଶ ପାଇଲା ବାଣପୁର ବ୍ଲକ ଓ ଏନ୍‌ଏସିର ବିଜେଡି ସଭାପତି ତାଲିକା
ଆଜିର ଖବର

ପ୍ରକାଶ ପାଇଲା ବାଣପୁର ବ୍ଲକ ଓ ଏନ୍‌ଏସିର ବିଜେଡି ସଭାପତି ତାଲିକା

March 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବାଣପୁର ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ଓ ବାଣପୁର ଏନ୍‌ଏସି ସମସ୍ତ 15ଟି ଓ୍ବାର୍ଡର ବିଜେଡି ସଭାପତି ଚୟନ ହୋଇଛନ୍ତି । ବାଣପୁର ବ୍ଲକର ସଭାପତି ଭାବେ ଭବାନୀ ଶଙ୍କର ବଳିୟାର ସିଂହ ଓ ବାଣପୁର ଏନ୍‌ଏସିର ବିଜେଡିର ଅଶ୍ବିନୀ କୁମାର ଷଡ଼ଙ୍ଗୀ ନିର୍ବାଚିତ ହୋଇଛନ୍ତି ।

ବାଣପୁର ବ୍ଲକ ଅଧୀନର ରହିଥିବା ସମସ୍ତ 17ଟି ପଞ୍ଚାୟତର ବିଜେଡି ସଭାପତିଙ୍କ ନାମ ନିମ୍ନରେ ପ୍ରଦତ୍ତ

ବାଣପୁର ବ୍ଲକ ଅଧୀନରେ ରହିଥିବା ପଞ୍ଚାୟତ ସଭାପତି :

1. ଗମ୍ଭାରୀମୁଣ୍ଡା – ଦାଶରଥୀ ସେଠୀ

2. ଭବାନୀପୁର – ଶରତ ଚନ୍ଦ୍ର ନାୟକ

3. ମୋରାମୋରି – ଧ୍ରୁବଚରଣ ଛତ୍ର

4. ଦେଓଗାଁ – ସୁରେଶ ଚନ୍ଦ୍ର ସାମନ୍ତାରାୟ

5. ତୋରସିଂ – ଗୁରୁ ସାହୁ

6. କୁଲେଇ – ଶୁଭେନ୍ଦୁ କୁମାର ଚମ୍ପତିରାୟ

7. ନାଚୁଣି – ନିର୍ମଳ କୁମାର ମହାପାତ୍ର

8. ଆୟତପୁର – ଅରୁଣ କୁମାର ପ୍ରଧାନ

9. ବିଷ୍ଣୁଡିହ – ସୂର୍ଯ୍ୟକାନ୍ତ ରଣସିଂ

10. ନରେନ୍ଦ୍ରପୁର – ଗାନ୍ଧୀ ବିସୋଇ

11. କୁମାରାଙ୍ଗ ଶାସନ – ନବ କିଶୋର ସ୍ବାଇଁ

12. ଗାଲୁଆ – ସତ୍ୟ ନାରାୟଣ ପ୍ରଧାନ

13. ଭେଟେଶ୍ବର – ମୋଚିରାମ ଦଳାଇ

14. ନନ୍ଦପୁର – କାମେଶ୍ବର ବସ୍ତି

15. ନୀଳାଦ୍ରି ପ୍ରସାଦ – ନୀଳକଣ୍ଠ ପାତ୍ର

16. ତୁମୁରାପୁଟ ଶାସନ – ତ୍ରିଲୋଚନ ବେହେରା

17. ଦାମିଆ ବରବରା – ଅର୍ଜୁନ୍‌ ମହାକୁଡ

ବାଣପୁର ଏନ୍‌ଏସିର ସମସ୍ତ 15ଟି ଓ୍ବାର୍ଡର ବିଜେଡି ସଭାପତିଙ୍କ ନାମ ନିମ୍ନରେ ପ୍ରଦତ୍ତ :

ବାଣପୁର ଏନ୍ଏସି ସଭାପତି ସୂଚୀ

1. ଓ୍ବାର୍ଡ ନଂ -1 – ରଘୁନାଥ ମିଶ୍ର

2.ଓ୍ବାର୍ଡ ନଂ -2 – ମନୋଜ କୁମାର ନାୟକ

3.ଓ୍ବାର୍ଡ ନଂ -3 – କାଶୀନାଥ ସ୍ବାଇଁ

4. ଓ୍ବାର୍ଡ ନଂ -4 – ସଞ୍ଜୟ କୁମାର ଜେନା

5. ଓ୍ବାର୍ଡ ନଂ -5 – ତୋଫାନ ସାହୁ

6. ଓ୍ବାର୍ଡ ନଂ -6 – ଗାନୁ ପ୍ରଧାନ

7. ଓ୍ବାର୍ଡ ନଂ – 7 – ନଗେନ୍ଦ୍ର ସାହୁ

8. ଓ୍ବାର୍ଡ ନଂ – 8 – ଗୋବିନ୍ଦ ଚନ୍ଦ୍ର ପାତ୍ର

9. ଓ୍ବାର୍ଡ ନଂ – 9 – ସମୀନଉଦ୍ଦିନ ଖାନ୍‌

10. ଓ୍ବାର୍ଡ ନଂ – 10 – ଶଙ୍କର ପ୍ରଧାନ

11. ଓ୍ବାର୍ଡ ନଂ – 11 – ନକୁଳ ପ୍ରଧାନ

12. ଓ୍ବାର୍ଡ ନଂ -12 – ହୃଷୀକେଶ ନାୟକ

13. ଓ୍ବାର୍ଡ ନଂ – 13 – ଆଶିଷ କୁମାର ଦାଶ

14. ଓ୍ବାର୍ଡ ନଂ – 14- ଯୋଗେନ୍ଦ୍ର ବାରିକ୍‌

15. ଓ୍ବାର୍ଡ ନଂ – 15 – ଭିକାରୀ ଚନ୍ଦ୍ର ନନ୍ଦ

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026
Latest News

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.