Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋରୋନା ଆତଙ୍କ : ବେଲଜିୟମ୍‌ ଗସ୍ତ ବାତିଲ କଲେ ମୋଦି
ଆଜିର ଖବର

କୋରୋନା ଆତଙ୍କ : ବେଲଜିୟମ୍‌ ଗସ୍ତ ବାତିଲ କଲେ ମୋଦି

March 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ଆତଙ୍କ କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବେଲିଜିୟମ୍‌ ଗସ୍ତ ବାତିଲ କରିଛନ୍ତି । ବେଲଜିୟମ୍‌ର ରାଜଧାନୀ ବ୍ରସେଲ୍ସରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡୋ-ୟୁରୋପିଆନ୍‌ ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦି ଯାଇଥାନ୍ତେ । ମାତ୍ର ଗୁରୁବାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମୋଦିଙ୍କ ଗସ୍ତ ବାତିଲ ହୋଇଥିବା ନେଇ ସୂଚନା ମିଳିଛି । ବିଭିନ୍ନ ଦେଶକୁ କୋରୋନା ଭାଇରସ୍‌ ବ୍ୟାପୁଥିବାରୁ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ସୂଚନା ଦେଇଛନ୍ତି । ଇଣ୍ଡୋ-ୟୁରୋପିଆନ୍‌ ସମ୍ମିଳନୀକୁ କିଛି ଦିନ ଘୁଞ୍ଚାଇ ଦିଆଯାଇପାରେ ବୋଲି କୁହାଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସରପଞ୍ଚଙ୍କ ସ୍ୱାମୀଙ୍କୁ ଛୁରି ଭୁସି ହତ୍ୟା

August 6, 2026

ଆଜିଠୁ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

August 6, 2026

କଣ୍ଟେନର ଟ୍ରେନ୍ ପରିଚାଳନାରେ ବଡ଼ ସଂସ୍କାର: ଗୋଟିଏ ଲାଇସେନ୍ସରେ ସମଗ୍ର ଦେଶରେ ଚଳାଚଳର ସୁଯୋଗ

August 6, 2026

୨୨ ବର୍ଷର କାରାବାସ ପରେ ନ୍ୟାୟ: ତଦନ୍ତ ବ୍ୟବସ୍ଥାକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

August 6, 2026
Latest News

ସରପଞ୍ଚଙ୍କ ସ୍ୱାମୀଙ୍କୁ ଛୁରି ଭୁସି ହତ୍ୟା

August 6, 2026

ଆଜିଠୁ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

August 6, 2026

କଣ୍ଟେନର ଟ୍ରେନ୍ ପରିଚାଳନାରେ ବଡ଼ ସଂସ୍କାର: ଗୋଟିଏ ଲାଇସେନ୍ସରେ ସମଗ୍ର ଦେଶରେ ଚଳାଚଳର ସୁଯୋଗ

August 6, 2026

୨୨ ବର୍ଷର କାରାବାସ ପରେ ନ୍ୟାୟ: ତଦନ୍ତ ବ୍ୟବସ୍ଥାକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

August 6, 2026

କୋଠା ଭୁଷୁଡି ଚାଲିଗଲା ୬ ଜୀବନ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.