Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାମମନ୍ଦିର ପାଇଁ ଅଷ୍ଟଧାତୁର ପ୍ରାଚୀନ ମୁଦ୍ରା ଦାନ ଦେଲେ ମୁସଲିମ ଶ୍ରଦ୍ଧାଳୁ
ଆଜିର ଖବର

ରାମମନ୍ଦିର ପାଇଁ ଅଷ୍ଟଧାତୁର ପ୍ରାଚୀନ ମୁଦ୍ରା ଦାନ ଦେଲେ ମୁସଲିମ ଶ୍ରଦ୍ଧାଳୁ

March 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜମଗଡ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜନୈକ ମୁସଲିମ ଶ୍ରଦ୍ଧାଳୁ ଏକ ପ୍ରାଚୀନ ମୁଦ୍ରା ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ଆଜମଗଡର ସୟଦ୍‌ ମହମ୍ମଦ ଇସଲାମ ଅଷ୍ଟଧାତୁରେ ନିର୍ମିତ ଏକ ପ୍ରାଚୀନ ମୁଦ୍ରା ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ଏହି ମୁଦ୍ରାରେ ରାମ, ସୀତା ଏବଂ ହନୁମାନଙ୍କ ଚିତ୍ର ରହିଥିବା ବେଳେ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଆଜମଗଡର ସୀତାରାମ ଅଞ୍ଚଳରେ ବାସ କରୁଥିବା ସୟଦ୍‌ ନିଜ ପୁରୁଣା ଘରୁ ଏହି ମୁଦ୍ରାଟିକୁ ପାଇଥିଲେ । ନଭେମ୍ବର 30, 2019ରେ ନିଜ ଗ୍ରାମର ଘରୁ ଏହି ମୁଦ୍ରାଟିକୁ ପାଇଥିଲେ । ଖୁବ୍‌ ଶୀଘ୍ର ଅଯୋଧ୍ୟା ଯାତ୍ରା କରି ରାମ ତୀର୍ଥ କ୍ଷେତ୍ରର ଚେୟାରମ୍ୟାନ୍‌ ନୃତ୍ୟ ଗୋପାଳ ଦାସଙ୍କୁ ଏହି ମୁଦ୍ରା ପ୍ରଦାନ କରିବେ ବୋଲି ଜଣାଇଛନ୍ତି । ଏହି ଉପହାର ଦେଶର ଅନ୍ୟ ମୁସଲିମଙ୍କୁ ରାମନ୍ଦିର ପାଇଁ ଦାନ କରିବାକୁ ଉତ୍ସାହିତ କରିବ ଏବଂ ଏହାଦ୍ବାରା ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବନା ଜାରି ରହିବ ବୋଲି ସୟଦ୍‌ ପ୍ରକାଶ କରିଛନ୍ତି । (ଏଜେନ୍ସି)

ayodhya RAMTEMPLE
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଏବଂ ଲୋକମାନ୍ୟ ତିଲକ ମଧ୍ୟରେ ସ୍ପେଶାଲ୍ ଟ୍ରେନ୍ ଚଳାଇବ ପୂର୍ବତଟ ରେଳପଥ

June 25, 2026

ରାମ ମନ୍ଦିର ଦାନ ଚୋରି ମାମଲା: ୬ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ

June 25, 2026

ଜିଓ ସାୱନ ପକ୍ଷରୁ ‘ମ୍ୟୁଜିକ୍ ପ୍ରୋଫାଇଲ୍‌’ ଶୁଭାରମ୍ଭ

June 25, 2026

୩ଟି ଫର୍ମାଟରେ ନମ୍ବର-୧ ଅଲରାଉଣ୍ଡର କିଏ?: ଦେଖନ୍ତୁ ICC ରାଙ୍କିଙ୍ଗ

June 25, 2026
Latest News

ଭୁବନେଶ୍ୱର ଏବଂ ଲୋକମାନ୍ୟ ତିଲକ ମଧ୍ୟରେ ସ୍ପେଶାଲ୍ ଟ୍ରେନ୍ ଚଳାଇବ ପୂର୍ବତଟ ରେଳପଥ

June 25, 2026

ରାମ ମନ୍ଦିର ଦାନ ଚୋରି ମାମଲା: ୬ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ

June 25, 2026

ଜିଓ ସାୱନ ପକ୍ଷରୁ ‘ମ୍ୟୁଜିକ୍ ପ୍ରୋଫାଇଲ୍‌’ ଶୁଭାରମ୍ଭ

June 25, 2026

୩ଟି ଫର୍ମାଟରେ ନମ୍ବର-୧ ଅଲରାଉଣ୍ଡର କିଏ?: ଦେଖନ୍ତୁ ICC ରାଙ୍କିଙ୍ଗ

June 25, 2026

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଉଠାଇଲେ ସମସ୍ତ ଏଲପିଜି କଟକଣା

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.