Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କେଜରିୱାଲ ! ମୋଦି-ଶାହଙ୍କ ଯୋଡ଼ି ଗଣତନ୍ତ୍ର ପାଇଁ ବିପଦ
ଆଜିର ଖବର

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କେଜରିୱାଲ ! ମୋଦି-ଶାହଙ୍କ ଯୋଡ଼ି ଗଣତନ୍ତ୍ର ପାଇଁ ବିପଦ

February 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Modi-Shah are threat to democracy: Kejriwal
Modi-Shah are threat to democracy: Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଅନଶନ ଆରମ୍ଭ କରିବା ପାଇଁ ଯାଉଛନ୍ତି । ଅନଶନ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି  କହିଛନ୍ତି ଯେ, ୭୦ ବର୍ଷରେ ଯେଉଁ କାମ ପାକିସ୍ତାନ କରିପାରିଲା ନାହିଁ ସେହି କାମକୁ ମାତ୍ର ୫ ବର୍ଷରେ ମୋଦି-ଶାହ ଯୋଡ଼ି କରିଦେଖାଇଛନ୍ତି । ଦେଶରେ ଶାନ୍ତି ଭଙ୍ଗ କରିଛନ୍ତି ମୋଦି ସରକାର । ଦେଶରେ ଶାନ୍ତି ବଜାୟ ନ ରହିଲେ ଦେଶର ବିକାଶ ହେବନାହିଁ । ଦେଶ ଭିତରେ ଏବେ ଭୟର ବାତାବରଣ । ସାଧାରଣ ଲୋକେ ଭୟରେ ଜୀବନ ବ୍ୟତିତ କରୁଛନ୍ତି । ଯାଂଚ ଏଜେନ୍ସି ଗୁଡ଼ିକର ଦୂରପୋଯୋଗ କରାଯାଉଛି ବୋଲି କହିଛନ୍ତି ଅରବିନ୍ଦ । ଏବେ ଜନତାଙ୍କ ସମୟ ଆସିଛି ଏବଂ ମୋଦି-ଶାହଙ୍କ ଯୋଡ଼ିକୁ ମୁକାବିଲା କେବଳ ଜନତା ହିଁ କରିପାରିବେ ବୋଲି କହିଛନ୍ତି କେଜ୍‌ରୀଓ୍ବାଲ ।  ନିର୍ବାଚନକୁ ଆଖିଆଗରେ ରଖି ମୋଦି ଶାହାଙ୍କ ଯୋଡ଼ିଙ୍କୁ ଗାଦିରୁ ହଟାଇବା ପାଇଁ ସେ ଜନତାଙ୍କୁ ଆହ୍ବାନ କରିଛନ୍ତି ।ଦେଶରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛନ୍ତି ମୋଦି ଶାହା । ପୁଣିଥରେ ମୋଦି ସରକାର ଗାଦି ଅକ୍ତିଆର କଲେ ନିର୍ବାଚନ ହେବା ମଧ୍ୟ ବନ୍ଦ ହୋଇଯିବ । ମୋଦି ସରକାରକୁ ହିଟଲର୍‌ଙ୍କ ଶାସନ କହିବା ସହିତ ଏହା ବଦଳିବା ନିହାତି ଦରକାର ବୋଲି କହିଛନ୍ତି ।  ସେହିପରି ମହାଗଠବନ୍ଧନକୁ ନା କହିବା ସହିତ ଏକା ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି ଅରବିନ୍ଦ ।

kejriwal odishanews thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଭାରୋତ୍ତୋଳନ: ୫୮ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଲେ ଆମେଠିର ସୁନିତା ବର୍ମା

September 22, 2026

ପବନ-ପାଣିକୁ ଦେଖି ସତର୍କ ଚାଳକ: ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

September 22, 2026

ଟ୍ରକ୍‌କୁ ପଛରୁ ପିଟିଲା ବ୍ୟାଣ୍ଡପାର୍ଟି ଗାଡ଼ି, ଜଣେ ମୃତ, ୭ ଗୁରୁତର

September 22, 2026

ମୌସୁମୀ ଅଧିବେଶନରେ ଗରମ ହେବ ଓଡ଼ିଶା ରାଜନୀତି: ଜାଣନ୍ତୁ କେଉଁ ପ୍ରସଙ୍ଗ ରହିବ ଫୋକସ୍‌ରେ

September 22, 2026
Latest News

ଭାରୋତ୍ତୋଳନ: ୫୮ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଲେ ଆମେଠିର ସୁନିତା ବର୍ମା

September 22, 2026

୧୧ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା: ଜାଣନ୍ତୁ ଭୋଟ୍ କେବେ?

September 22, 2026

ଆଜି ଏସୀୟ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବ ଭାରତ?: ଦେଖନ୍ତୁ ପଦକ ତାଲିକା

September 22, 2026

Smoking Cessation Benefits: ଧୂମପାନ ଛାଡ଼ିବା ପରେ ଫୁସଫୁସ କେବେ ସୁସ୍ଥ ହୁଏ? ଜାଣନ୍ତୁ ବିଶେଷଜ୍ଞଙ୍କ ତଥ୍ୟ

September 22, 2026

୨ ଆସନରେ ଉପନିର୍ବାଚନ: ମମତା ଗୋଷ୍ଠୀଙ୍କ ନୂଆ ଚିହ୍ନ ‘ଫୁଟବଲ୍ ଖେଳାଳି’ ଉନ୍ମୋଚିତ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.