Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପିରେ ସିନ୍ଧିଆଙ୍କ ସାମିଲକୁ ନେଇ, ଦଳରେ ଅସନ୍ତୋଷ
ଆଜିର ଖବର

ବିଜେପିରେ ସିନ୍ଧିଆଙ୍କ ସାମିଲକୁ ନେଇ, ଦଳରେ ଅସନ୍ତୋଷ

March 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କଂଗ୍ରେସର ବଡ ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ଦିନ ଭାରତୀୟ ଜନତା ପାର୍ଟିରେ ସାମିଲ୍‌ ହେଉଛନ୍ତି। ସିନ୍ଧିଆ ବିଜେପିରେ ସାମିଲ୍‌ ହେବା ନେଇ କଂଗ୍ରେସରେ ହଲଚଲ୍‌ ହେବା ସହିତ ବିଜେପି ଶିବିରରେ ମଧ୍ୟ ଟିକେ ମତଭେଦ ସୃଷ୍ଟି ହୋଇଥିବାର ଖବର ଶୁଣିବାକୁ ମିଳିଛି। ମିଳିଥିବା ଖବର ଅନୁସାରେ ମଧ୍ୟପ୍ରଦେଶର ବିଜେପିର ବଡ ନେତା ପ୍ରଭାତ ଝା ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ରହିଛନ୍ତି। ଏହା ବିଷୟରେ ସେ ବିଜେପି ହାଇକମାଣ୍ଡଙ୍କୁ ମଧ୍ୟ ଜଣାଇଛନ୍ତି।

ପ୍ରଭାତ ଝା ଭାରତୀୟ ଜନତା ପାର୍ଟିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ରହିଥିଲେ । କିନ୍ତୁ ଗତ କିଛି ଦିନ ଧରି ସେ ଦଳରେ ଅଣଦେଖା ରହିଛନ୍ତି। ଏହି କାରଣରୁ ଗତ କିଛି ଦିନ ଧରି ଏହି ସମ୍ପର୍କିତ ଖବର ଶୁଣିବାକୁ ମିଳିଥିଲା।

ଗତ ଲୋକସଭା ନିର୍ବାଚନରେ ପ୍ରଭାତ ଝା ଦଳଠୁ ଅଲଗା ରାସ୍ତାରେ ପ୍ରଚାର ପ୍ରସାର କରୁଥିଲେ । ନିର୍ବାଚନ ପରେ ପ୍ରଭାତ ଝା ଟୁଇଟ୍‌ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ।  (ଏଜେନ୍ସି)

scindia
Share. Facebook Twitter LinkedIn Email WhatsApp Copy Link

Related Posts

ଗରିବ କଲ୍ୟାଣ ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା: ଅମିତ ଶାହ

June 9, 2026

ଜିରାଙ୍ଗ ବୌଦ୍ଧ ମଠ ପରିଦର୍ଶନ ଓ ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ ରାଜ୍ୟପାଳ

June 9, 2026

୧୦ଟି ପ୍ରସ୍ତାବକୁ ଅନୁମୋଦନ ଦେଲା କ୍ୟାବିନେଟ

June 8, 2026

ଉଜ୍ଜଳା ହିତାଧିକାରୀଙ୍କୁ ଝଟକା

June 8, 2026
Latest News

ବିଜେଡିରେ ଯୋଗ ଦେବେ ସୁଜାତା କାର୍ତ୍ତିକେୟନ ରାଉତ !! ଜାଣନ୍ତୁ ସେ ଦଳରେ କଣ ହେବେ

June 9, 2026

ଗରିବ କଲ୍ୟାଣ ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା: ଅମିତ ଶାହ

June 9, 2026

ଜିରାଙ୍ଗ ବୌଦ୍ଧ ମଠ ପରିଦର୍ଶନ ଓ ମହେନ୍ଦ୍ରଗିରି ମେଳାରେ ଯୋଗ ଦେଲେ ରାଜ୍ୟପାଳ

June 9, 2026

ବିସ୍ତୃତ ରାଶିଫଳ: ଜୁନ ୯ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଧନ ଯୋଗ

June 9, 2026

୧୦ଟି ପ୍ରସ୍ତାବକୁ ଅନୁମୋଦନ ଦେଲା କ୍ୟାବିନେଟ

June 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.