Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଜୀବାଣୁ ନେଲା ଆଉ ଏକ ଜୀବନ
ଆଜିର ଖବର

କରୋନା ଜୀବାଣୁ ନେଲା ଆଉ ଏକ ଜୀବନ

March 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କରୋନା ଜୀବାଣୁ ନେଲା ଆଉ ଏକ ଜୀବନ। ପଞ୍ଜାବର ୭୦ ବର୍ଷୀୟ ଜଣେ ବୃଦ୍ଧ ଏହି ଜୀବାଣୁ ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ଭାରତରେ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ଚାରିଜଣଙ୍କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭାରତରେ କାରୋନାରେ ୨୫ ବିଦେଶୀ ନାଗରିକଙ୍କ ସମେତ ୧୭୩ ଜଣ ଆକ୍ରାନ୍ତ ଅଛନ୍ତି।

ବୁହାନ ସହରରୁ ବ୍ୟାପିଥିବା ଏହି ଜୀବାଣୁ ସାରା ବିଶ୍ବରେ ବଢିଚାଲିଥିବା ବେଳେ ଚୀନରେ କିନ୍ତୁ ସ୍ଥିତି ସାମାନ୍ୟ ହେବାକୁ ଯାଉଛି। ଏନେଇ ଭାରତ ସରକାର ଏବଂ ରାଜ୍ୟସରକାର କରୋନା ଜୀବାଣୁର ମୁକାବିଲା ପାଇଁ ବହୁ ପଦକ୍ଷେପମାନ ନେଉଛନ୍ତି। ଦେଶରେ ବହୁକଟକଣା ଲଗାଇବା ସହ ଲୋକମାନକୁ ସଚେତନ କରିବାପାଇଁ ବ୍ୟାପକ କାର୍ଯ୍ଯକ୍ରମ କରୁଛନ୍ତି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଗଣେଶ ପୂଜା ପରେ ସେୟାର ମାର୍କେଟରେ ଲାଗିଲା ନିଆଁ, ଘଟିଲା ବଡ ହ୍ରାସ

August 28, 2025

ଗଣେଶ ପୂଜାରେ ମୁକ୍ତିଲାଭ କଲା ମ୍ୟୁଜିକ୍ ଭିଡିଓ “ରେ ମନ”

August 28, 2025

ଗଣପର୍ବ ନୂଆଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

August 28, 2025

ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀଙ୍କ ପୀଠରେ ପହଞ୍ଚିଲା ପାହୁର ଯାତ୍ରା

August 28, 2025
Latest News

ଗଣେଶ ପୂଜା ପରେ ସେୟାର ମାର୍କେଟରେ ଲାଗିଲା ନିଆଁ, ଘଟିଲା ବଡ ହ୍ରାସ

August 28, 2025

ଗଣେଶ ପୂଜାରେ ମୁକ୍ତିଲାଭ କଲା ମ୍ୟୁଜିକ୍ ଭିଡିଓ “ରେ ମନ”

August 28, 2025

ଗଣପର୍ବ ନୂଆଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

August 28, 2025

ଦେବଗଡ଼ରେ ଗଣେଶ ପୂଜା ମଣ୍ଡପ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 28, 2025

ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀଙ୍କ ପୀଠରେ ପହଞ୍ଚିଲା ପାହୁର ଯାତ୍ରା

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.