Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନାକୁ ନେଇ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଗୁଜବ : ଜାଣନ୍ତୁ ସତ୍ୟତା
ଆଜିର ଖବର

କରୋନାକୁ ନେଇ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଗୁଜବ : ଜାଣନ୍ତୁ ସତ୍ୟତା

March 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ୧) ଇଟାଲୀର ସହରରେ ଅନେକ ଶବର ଦୃଶ୍ୟ ।
ସତ୍ୟତା-ଏହା ଏକ ଫିଲ୍ମ କଣ୍ଟାଜିଆନର ଦୃଶ୍ୟ ଅଟେ ।

୨) ଜିଓ ର 498/- ଟଙ୍କା ର ଫ୍ରି ରିଚାର୍ଜ ।
ସତ୍ୟତା-କମ୍ପାନୀ ଏଭଳି କିଛି ଘୋଷଣା କରିନାହିଁ ।

୩)ଅନେକ ଲୋକ ଭୂମିରେ ପଡି ଚିତ୍କାର କରି ସହାୟତା ମାଗିବାର ଦୃଶ୍ୟ
ସତ୍ୟତା-ଏହା 2014 ମସିହାର ଏକ ଚିତ୍ର ପ୍ରଦର୍ଶନୀର ଦୃଶ୍ୟ ଅଟେ ।

୪)ଡକ୍ଟର ରମେଶ ଗୁପ୍ତାଙ୍କ ଜନ୍ତୁ ବିଜ୍ଞାନ ବହିରେ କରୋନା ର ଚିକିତ୍ସା ଅଛି ।
ସତ୍ୟତା-ନାହିଁ

୫)ମେଦାନ୍ତା ହସ୍ପିଟାଲର ଡକ୍ଟର ନରେଶ ତ୍ରେହାନ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣାର ଅପିଲ କରିବା ।
ସତ୍ୟତା-ଡକ୍ଟର ତ୍ରେହାନ କୋୖଣସି ଅପିଲ ସେମିତି କୌଣସି ଅପିଲ କରିନାହାନ୍ତି ।

୬)ଏକ ଦମ୍ପତ୍ତି ଯେଉଁମାନେ 134 ଲୋକଙ୍କ ଚିକିତ୍ସା କରି ନିଜେ ସଂକ୍ରମଣର ଶିକାର ହେଲେ ।
ସତ୍ୟତା-ଏହା କୌଣସି ଡକ୍ଟର ଯୋଡ଼ିର ନୁହେଁ ବରଂ ଏୟାରପୋର୍ଟର ଏକ ଯୋଡ଼ିର ଅଟେ ।

୭)କୋଭିଡ 19 ର ଔଷଧ ।
ସତ୍ୟତା-ଏହା ଔଷଧ ନୁହେଁ ପରୀକ୍ଷା କରିବା ସାମଗ୍ରୀ ଅଟେ ।

୮)କରୋନା ଭାଇରସର ଜୀବନ 12 ଘଣ୍ଟା ପର୍ଯ୍ୟନ୍ତ ।
ସତ୍ୟତା-3 ଘଣ୍ଟା ରୁ 9 ଦିନ ପର୍ଯ୍ୟନ୍ତ ।

୯)ରୁଷ ରେ ରାସ୍ତାରେ 500 ସିଂହ ବୁଲିବା ।
ସତ୍ୟତା-ଏହା ଏକ ଚଳଚ୍ଚିତ୍ରର ଦୃଶ୍ୟ ଅଟେ ।

୧୦)ଇଟାଲୀର କବର ଵାଲା ଦୃଶ୍ୟ ।
ସତ୍ୟତା-ଏହା ୭ ବର୍ଷ ପୁରୁଣା ଏକ ଦୁର୍ଘଟଣାର ଦୃଶ୍ୟ ଅଟେ ଓ ଏହାର କରୋନା ସହିତ କିଛି ସମ୍ବନ୍ଧ ନାହିଁ ।

ବନ୍ଧୁଗଣ ମିଥ୍ୟା ଗୁଜବ ବିଶ୍ୱାସ କରି ଧର୍ଯ୍ୟ ହରାନ୍ତୁ ନାହିଁ ।ଏହି ପୋଷ୍ଟ କୁ ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ । ଆପଣଙ୍କ ବିବେକ ଓ ଧର୍ଯ୍ୟ ହିଁ ଆପଣଙ୍କ ସାଥୀ ଅଟେ ।ଭଗବାନ,ସରକାର, ପ୍ରଶାସନ ଉପରେ ଭରସା ରଖନ୍ତୁ । ଘରେ ରୁହନ୍ତୁ,ସୁରକ୍ଷିତ ରୁହନ୍ତୁ ।

covid19
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା ଓ ସୁଭଦ୍ରା ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ

January 18, 2026

କୋହଲିଙ୍କ ବିରାଟ ପାଳି ସତ୍ତ୍ୱେ ଭାରତର ପରାଜୟ: ୨-୧ରେ ସିରିଜ ଜିତି ଇତିହାସ ରଚିଲା ନ୍ୟୁଜିଲାଣ୍ଡ

January 18, 2026

କଳିଙ୍ଗ ଷ୍ଟାଡିୟମଠାରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓସଜାର ନବମ ବାର୍ଷିକ ପୁରସ୍କାର ସମାରୋହ

January 18, 2026

ଓଡିଶାରେ ହେବ ସର୍ବଭାରତ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତା: ବିଜେତାଙ୍କୁ ମିଳିବ ୭ ଲକ୍ଷ

January 18, 2026
Latest News

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା ଓ ସୁଭଦ୍ରା ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ

January 18, 2026

କୋହଲିଙ୍କ ବିରାଟ ପାଳି ସତ୍ତ୍ୱେ ଭାରତର ପରାଜୟ: ୨-୧ରେ ସିରିଜ ଜିତି ଇତିହାସ ରଚିଲା ନ୍ୟୁଜିଲାଣ୍ଡ

January 18, 2026

କଳିଙ୍ଗ ଷ୍ଟାଡିୟମଠାରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓସଜାର ନବମ ବାର୍ଷିକ ପୁରସ୍କାର ସମାରୋହ

January 18, 2026

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ମୁଖପତ୍ର ‘ପ୍ରଗତି ପ୍ରବାହ’ ଉନ୍ମୋଚିତ

January 18, 2026

ଓଡିଶାରେ ହେବ ସର୍ବଭାରତ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତା: ବିଜେତାଙ୍କୁ ମିଳିବ ୭ ଲକ୍ଷ

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.