Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନାକୁ ନେଇ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଗୁଜବ : ଜାଣନ୍ତୁ ସତ୍ୟତା
ଆଜିର ଖବର

କରୋନାକୁ ନେଇ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଗୁଜବ : ଜାଣନ୍ତୁ ସତ୍ୟତା

March 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ୧) ଇଟାଲୀର ସହରରେ ଅନେକ ଶବର ଦୃଶ୍ୟ ।
ସତ୍ୟତା-ଏହା ଏକ ଫିଲ୍ମ କଣ୍ଟାଜିଆନର ଦୃଶ୍ୟ ଅଟେ ।

୨) ଜିଓ ର 498/- ଟଙ୍କା ର ଫ୍ରି ରିଚାର୍ଜ ।
ସତ୍ୟତା-କମ୍ପାନୀ ଏଭଳି କିଛି ଘୋଷଣା କରିନାହିଁ ।

୩)ଅନେକ ଲୋକ ଭୂମିରେ ପଡି ଚିତ୍କାର କରି ସହାୟତା ମାଗିବାର ଦୃଶ୍ୟ
ସତ୍ୟତା-ଏହା 2014 ମସିହାର ଏକ ଚିତ୍ର ପ୍ରଦର୍ଶନୀର ଦୃଶ୍ୟ ଅଟେ ।

୪)ଡକ୍ଟର ରମେଶ ଗୁପ୍ତାଙ୍କ ଜନ୍ତୁ ବିଜ୍ଞାନ ବହିରେ କରୋନା ର ଚିକିତ୍ସା ଅଛି ।
ସତ୍ୟତା-ନାହିଁ

୫)ମେଦାନ୍ତା ହସ୍ପିଟାଲର ଡକ୍ଟର ନରେଶ ତ୍ରେହାନ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣାର ଅପିଲ କରିବା ।
ସତ୍ୟତା-ଡକ୍ଟର ତ୍ରେହାନ କୋୖଣସି ଅପିଲ ସେମିତି କୌଣସି ଅପିଲ କରିନାହାନ୍ତି ।

୬)ଏକ ଦମ୍ପତ୍ତି ଯେଉଁମାନେ 134 ଲୋକଙ୍କ ଚିକିତ୍ସା କରି ନିଜେ ସଂକ୍ରମଣର ଶିକାର ହେଲେ ।
ସତ୍ୟତା-ଏହା କୌଣସି ଡକ୍ଟର ଯୋଡ଼ିର ନୁହେଁ ବରଂ ଏୟାରପୋର୍ଟର ଏକ ଯୋଡ଼ିର ଅଟେ ।

୭)କୋଭିଡ 19 ର ଔଷଧ ।
ସତ୍ୟତା-ଏହା ଔଷଧ ନୁହେଁ ପରୀକ୍ଷା କରିବା ସାମଗ୍ରୀ ଅଟେ ।

୮)କରୋନା ଭାଇରସର ଜୀବନ 12 ଘଣ୍ଟା ପର୍ଯ୍ୟନ୍ତ ।
ସତ୍ୟତା-3 ଘଣ୍ଟା ରୁ 9 ଦିନ ପର୍ଯ୍ୟନ୍ତ ।

୯)ରୁଷ ରେ ରାସ୍ତାରେ 500 ସିଂହ ବୁଲିବା ।
ସତ୍ୟତା-ଏହା ଏକ ଚଳଚ୍ଚିତ୍ରର ଦୃଶ୍ୟ ଅଟେ ।

୧୦)ଇଟାଲୀର କବର ଵାଲା ଦୃଶ୍ୟ ।
ସତ୍ୟତା-ଏହା ୭ ବର୍ଷ ପୁରୁଣା ଏକ ଦୁର୍ଘଟଣାର ଦୃଶ୍ୟ ଅଟେ ଓ ଏହାର କରୋନା ସହିତ କିଛି ସମ୍ବନ୍ଧ ନାହିଁ ।

ବନ୍ଧୁଗଣ ମିଥ୍ୟା ଗୁଜବ ବିଶ୍ୱାସ କରି ଧର୍ଯ୍ୟ ହରାନ୍ତୁ ନାହିଁ ।ଏହି ପୋଷ୍ଟ କୁ ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ । ଆପଣଙ୍କ ବିବେକ ଓ ଧର୍ଯ୍ୟ ହିଁ ଆପଣଙ୍କ ସାଥୀ ଅଟେ ।ଭଗବାନ,ସରକାର, ପ୍ରଶାସନ ଉପରେ ଭରସା ରଖନ୍ତୁ । ଘରେ ରୁହନ୍ତୁ,ସୁରକ୍ଷିତ ରୁହନ୍ତୁ ।

covid19
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.