Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଲୱାମା ଆତଙ୍କୀ ଆକ୍ରମଣ : ଇମ୍ରାନ୍‌ଙ୍କ ମୌନ ରହିବା ଉପରେ ଅମିତ୍‌ ଲଗାଇଲେ ପ୍ରଶ୍ନବାଚୀ
ଆଜିର ଖବର

ପୁଲୱାମା ଆତଙ୍କୀ ଆକ୍ରମଣ : ଇମ୍ରାନ୍‌ଙ୍କ ମୌନ ରହିବା ଉପରେ ଅମିତ୍‌ ଲଗାଇଲେ ପ୍ରଶ୍ନବାଚୀ

March 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ୍‌ ଶାହା ପୁଲୱାମା ଆକ୍ରମଣରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ମୌନ ରହିବା ଘଟଣାକୁ ନେଇ ପ୍ରଶ୍ନ କରିଛନ୍ତି । ଅମିତ୍‌ ଶାହା ଇମ୍ରାନ୍‌ ଖାନ୍‌ଙ୍କୁ ସମାଲୋଚନା କରି କହିଛନ୍ତି ଯେ, କେଉଁ ପରିସ୍ଥିତିରେ ଇମ୍ରାନ୍‌ ଏହି ଘଟଣାରେ ଚୁପ୍‌ ରହିଲେ ଏହିଭଳି ଏକ ଜଘନ୍ୟ ଘଟଣାର ଥରେ ମାତ୍ର ନିନ୍ଦା କରିଲେ ନାହିଁ ।  ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅମିତ୍‌ ଶାହା ୧୪ ଫେବୃଆରୀର ପାକିସ୍ତାନର ଜୈଶ୍‌-ଏ- ମହମ୍ମଦ ଦ୍ଵାରା ଆତ୍ମଘାତୀ ଆକ୍ରମଣରେ ଭାରତୀୟ ୪୦ ଯବାନଙ୍କ ଶହୀଦ ହେବା ଘଟଣା ବିଷୟରେ ଚର୍ଚ୍ଚା କରି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଘେରିଛନ୍ତି । ଏହି ସମୟରେ ଭାରତ ଇମ୍ରାନ୍‌ ଖାନ୍‌ଙ୍କୁ କିପରି ବିଶ୍ଵାସ କରିବ, ସେ କେବଳ କହିବେ, ଆମେ କ’ଣ ଶୁଣିବା । ଆମେ ଜାଣିଛୁ ଯେ, ପାକିସ୍ତାନ ସରକାର ତାଙ୍କ ହାତରେ ନାହିଁ । କିନ୍ତୁ ଆତଙ୍କବାଦ ବିରୋଧରେ ପଦୁଟିଏ କହିବା ନିହାତି ଦରକାର ଥିଲା ।  ଯଦି ପାକିସ୍ତାନ ଆତଙ୍କବାଦର ବିନାଶ ଚାହୁଁଛି, ତେବେ ଆଗକୁ ଆସି ଏହି ଉପରେ ପଦକ୍ଷେପ ନେବା ଦରକାର ।  ଆଜି ପାକିସ୍ତାନ ସମ୍ପୂର୍ଣ୍ଣ ଦୁନିଆରେ ଅଲଗା ହୋଇଯାଇଛି । ଏହା ଭାରତର ବହୁତ ବଡ କୂଟନୈତିକ ବିଜୟ । ପ୍ରଥମେ ଆମେ ଶାନ୍ତି ପାଇଁ ପାକିସ୍ତାନ ସହ କଥା ହୋଇଥିଲୁ । କିନ୍ତୁ ସେ ସୁଧୁରି ନଥିଲା । ତେଣୁ ମୋଦୀ ଏବଂ ଆମ ବୀର ଯବାନ ଆତଙ୍କବାଦର କଡା ଜବାବ ଦେଇଛନ୍ତି ।

 

amitsaha thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପାରିବାରିକ ଗଣ୍ଡଗୋଳରୁ ବୋମାମାଡ଼: ଭାଇର ବୋମାରେ ଭାଇ ମୃତ, ଜଣେ ଗୁରୁତର

September 16, 2026

ସାହି ବିବାଦରୁ ରକ୍ତପାତ: ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

September 16, 2026

ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

September 16, 2026

UPI ପେମେଣ୍ଟରେ ଲାଗିବ ₹୫! କେଉଁଠି କେତେ ଚାର୍ଜ, ଜାଣନ୍ତୁ ପୂରା ହିସାବ

September 16, 2026
Latest News

UPI ସହ ଲିଙ୍କ୍ କ୍ରେଡିଟ୍ କାର୍ଡରେ MDR ଲାଗିବ କି? ଜାଣନ୍ତୁ କଣ କହୁଛି ନୂଆ ନିୟମ

September 16, 2026

ପାରିବାରିକ ଗଣ୍ଡଗୋଳରୁ ବୋମାମାଡ଼: ଭାଇର ବୋମାରେ ଭାଇ ମୃତ, ଜଣେ ଗୁରୁତର

September 16, 2026

ପରିବାର ସହ Bali Trip ପ୍ଲାନ୍‌ କରୁଛନ୍ତି କି? IRCTCର ଏହି ପ୍ୟାକେଜ୍‌ ଥରେ ଦେଖନ୍ତୁ

September 16, 2026

ସାହି ବିବାଦରୁ ରକ୍ତପାତ: ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

September 16, 2026

ଫେଷ୍ଟିଭାଲ୍‌ରେ ଲାଉଡ୍ ସାଉଣ୍ଡ! କାନ ସହ ହୃଦୟ ଉପରେ ବି ପଡ଼ିପାରେ ପ୍ରଭାବ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.