Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଟ୍‌ 4067 କରୋନା ସଂକ୍ରମିତଙ୍କ ମଧ୍ୟରୁ ତବଲିଗି ଜମାତ ସହ ସମ୍ପର୍କରେ ଆସିଛନ୍ତି 1,445 ଜଣ  : ସ୍ବାସ୍ଥ୍ୟ ମନ୍ତ୍ରାଳୟ
ଆଜିର ଖବର

ମୋଟ୍‌ 4067 କରୋନା ସଂକ୍ରମିତଙ୍କ ମଧ୍ୟରୁ ତବଲିଗି ଜମାତ ସହ ସମ୍ପର୍କରେ ଆସିଛନ୍ତି 1,445 ଜଣ  : ସ୍ବାସ୍ଥ୍ୟ ମନ୍ତ୍ରାଳୟ

April 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 76% ଆକ୍ରାନ୍ତ ପୁରୁଷ ରହିଥିବାବେଳେ 24% ମହିଳା ରହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ସେହିପରି 63 ପ୍ରତିଶତ ରୋଗୀ 60 ବର୍ଷ ବା ଏହାଠାରୁ ଉର୍ଦ୍ଧ୍ବ ବୟସ ବର୍ଗର ରହିଥିବାବେଳେ 40 ବର୍ଷର କମ୍‌ ବୟସର ଆକ୍ରାନ୍ତ 47 ପ୍ରତିଶତ ରହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ 24 ଘଣ୍ଟାରେ 693 କୋଭିଡ୍‌-19 ଆକ୍ରାନ୍ତଙ୍କୁ ଠାବ କରାଯାଇଛି। ‍କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4067ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 109 ରହିଛି । ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ 1,445ଜଣଙ୍କର ତବଲିଗି ଜମାତ ସହ ସମ୍ପର୍କ ରହିଛି । ରବିବାର ଦିନ କରୋନା ଜନିତ 30 ଜଣକର ମୃତ୍ୟୁ ହୋଇଥିଲା । ଏଥିରୁ 63 ପ୍ରତିଶତ 60 ବର୍ଷ ବୟସ ବା ତା’ଠାରୁ ଉର୍ଦ୍ଧ୍ବର ରହିଥିବାବେଳେ 30 ପ୍ରତିଶତ ଲୋକଙ୍କ ଚାଳିଶ ରୁ ଷାଠିଏ ବର୍ଷ ବୟସ ମଧ୍ୟରେ ରହିଥିଲା । ସେହିପରି ସାତ ପ୍ରତିଶତ ଲୋକ ଚାଳିଶ ବର୍ଷ କମ୍‌ରୁ ରହିଥିଲେ ।

ସେହିପରି ହରିୟାଣାର ଯେଉଁ ପାଞ୍ଚଟି ଗ୍ରାମକୁ ତବଲିଗି ଜମାତର ଲୋକ ଯାଇଥିଲେ ସେହି ସମସ୍ତ ଗ୍ରାମକୁ ସିଲ୍‌ କରି ଦିଆଯାଇଛି ବୋଲି କହିଛନ୍ତି ଗୃହ ମନ୍ତ୍ରଣାଳୟ ଅଧିକାରୀ । (ଏଜେନ୍ସି)

covid-19 tabligizamat
Share. Facebook Twitter LinkedIn Email WhatsApp Copy Link

Related Posts

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026
Latest News

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.