Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଇଲଟ୍ ଦେଶର ରକ୍ଷା କରୁଛନ୍ତି, ଆଉ ଚୌକିଦାର ତାଙ୍କ ଟଙ୍କା ଚୋରି କରି ଅମ୍ବାନୀଙ୍କୁ ଦେଉଛନ୍ତି : ରାହୁଲ୍‌ ଗାନ୍ଧି
ଆଜିର ଖବର

ପାଇଲଟ୍ ଦେଶର ରକ୍ଷା କରୁଛନ୍ତି, ଆଉ ଚୌକିଦାର ତାଙ୍କ ଟଙ୍କା ଚୋରି କରି ଅମ୍ବାନୀଙ୍କୁ ଦେଉଛନ୍ତି : ରାହୁଲ୍‌ ଗାନ୍ଧି

March 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Chowikdar stole 30,000 cr from indian air force and gave it to ambani : Rahul Gandhi
Chowikdar stole 30,000 cr from indian air force and gave it to ambani : Rahul Gandhi

ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଫେଲ୍ ପ୍ରସଙ୍ଗ ଉଠାଇବା ସହ ଚୌକିଦାର ଚୋର୍‌ ହୈ କହିଥିଲେ । ତେବେ ମୋଦିଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି ଯେ, ଚୌକିଦାର ଚୋର ଅଟନ୍ତି ଏହାର ଅର୍ଥ ହେଉଛି, ନରେନ୍ଦ୍ର ମୋଦି ଚୋର ଅଟନ୍ତି । ସାଢେ ୪ ବର୍ଷରେ ନରେନ୍ଦ୍ର ମୋଦି ସରକାରଙ୍କ ପତନ ଘଟିଛି । ପୂର୍ବରୁ ଲୋକମାନେ ମୋଦି ସରକାରଙ୍କ ପାଇଁ ‘ଅଚ୍ଛେଦିନ ଆୟେଙ୍ଗେ’ର ନାରା ଦେଉଥିଲେ କିନ୍ତୁ ଏବେ ସେହି ନାରା ‘ଚୌକିଦାର ଚୋର ହେ’ ରେ ପରିବର୍ତ୍ତନ ହୋଇଛି । ନିକଟରେ ପାକିସ୍ତାନରେ ହୋଇଥିବା ସେନାର ଅପରେସନର କଥା ଉଠାଇ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ, ବାୟୁସେନା ହିନ୍ଦୁସ୍ତାନର ରକ୍ଷା କରିଛି । ଏବଂ ଦେଶର ଚୌକିଦାର ସେହି ବାୟୁସେନାର ୩୦ ହଜାର କୋଟି ଟଙ୍କା ଚୋରି ଅନିଲ ଅମ୍ବାନିଙ୍କୁ ଦେଇଛନ୍ତି । ଏହା ଠାରୁ ଲଜ୍ୟାଜନକ ଘଟଣା ଆଉ କିଛି ନହୋଇପାରେ ବୋଲି ରାହୁଲ କହିଛନ୍ତି । ରାହୁଲ କହିଛନ୍ତି, ଯଦି ଆଗାମୀ ଦିନରେ ଦେଶରେ କଂଗ୍ରେସ ସରକାର ଆସେ, ତେବେ ଦେଶର ସମସ୍ତ ଗରିବଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ଦିଆଯିବ ।

 

rahulgandhi thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026
Latest News

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.