Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍ ଡାଉନ୍‌ ସମୟରେ ବୃଦ୍ଧଙ୍କ ପାଖରେ ଔଷଧ ପହଞ୍ଚାଇଲା ଦିଲ୍ଲୀ ପୋଲିସ୍‌
ଆଜିର ଖବର

ଲକ୍ ଡାଉନ୍‌ ସମୟରେ ବୃଦ୍ଧଙ୍କ ପାଖରେ ଔଷଧ ପହଞ୍ଚାଇଲା ଦିଲ୍ଲୀ ପୋଲିସ୍‌

April 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ ଲଢେଇ ପାଇଁ ସାରା ଦେଶରେ ଏବେ ଲକ୍ ଡାଉନ୍‌ ଜାରି ରହିଛି । ଏହି ଲକ୍ ଡାଉନ୍‌ ସମୟରେ ଦିଲ୍ଲୀ ପୋଲିସ୍‌ ମାନବତା ଉଦାହରଣ ନିଦର୍ଶନ ପ୍ରସ୍ତୁତ କରିଛନ୍ତି । ପୋଲିସ୍‌କୁ ସାହାଯ୍ୟ ମାଗିବାରୁ ଜଣେ କନେଷ୍ଟବଳ ଜଣେ ବୃଦ୍ଧଙ୍କୁ ଘରେ ଔଷଧ ପହଞ୍ଚାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପୁଷ୍ପାଞ୍ଜଳି ଏନକ୍ଲେବରେ ରହୁଥିବା ବାଲ ସିଂହ ରାଣା ସୋମବାର ଦିନ ଭୟଙ୍କର ପୀଡ଼ାରେ ରହିଥିଲେ । ସେ ଫୋନ୍‌ କରି ପୋଲିସ୍‌କୁ ଏହି ସମ୍ପର୍କରେ ରହିଥିଲେ । ଡାଏବେଟିସ୍‌ର ରୋଗୀ ହୋଇଥିବାରୁ ସେ ବହୁ କଷ୍ଟ ଅନୁଭବ କରୁଥିଲେ । ଲକ୍ ଡାଉନ୍‌ ଯୋଗୁଁ ନିକଟସ୍ଥ ସମସ୍ତ ଔଷଧାଳୟର ନିର୍ଦ୍ଦିଷ୍ଟ ମେଡିସିନ୍‌ ମଳୁନଥିଲା । ଏହାପରେ ବୃଦ୍ଧ ଜଣକ ଏନେଇ ଦିଲ୍ଲୀ ପୋଲିସଙ୍କ ସହାୟତା ଭିକ୍ଷା କରିଥିଲେ। ଏହାପରେ ଦିଲ୍ଲୀ ପୋଲିସ୍‌ ମେଡ଼ିସିନ୍‌ କିଣି କନେଷ୍ଟବଳଙ୍କ ସାହାଯ୍ୟରେ ରାଣାଙ୍କ ଘରକୁ ପଠାଇଥିଲେ । ଏହାପରେ ରାଣା ସୁସ୍ଥ ହୋଇଥିଲେ । ଲକ୍ ଡାଉନ୍‌ ସମୟରେ ପୋଲିସ୍‌ ଏପରି ସାହାଯ୍ୟ କରିଥିବାରୁ ରାଣା ସେମାନଙ୍କୁ ଆଶୀର୍ବାଦ ଦେବା ସହ ଦିଲ୍ଲୀ ପୋଲିସ୍‌ର ଏପରି କର୍ତ୍ତବ୍ୟନିଷ୍ଠତାକୁ ପ୍ରଶଂସା କରିଛନ୍ତି । (ଏଜେନ୍ସି)

 

delhipolice Lockdown medicine
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Latest News

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.