Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଇଦ୍ରାବାଦ ଦିନିକିଆରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ଶୃଙ୍ଖଳକୁ ୧-୦ରେ ଆଗୁଆକଲା।
ଆଜିର ଖବର

ହାଇଦ୍ରାବାଦ ଦିନିକିଆରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ଶୃଙ୍ଖଳକୁ ୧-୦ରେ ଆଗୁଆକଲା।

March 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
india won by 6 wickets from austrelia in the first odi
india won by 6 wickets from austrelia in the first odi

ହାଇଦ୍ରାବାଦ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଭାରତୀୟ ଦଳ ବିଜୟ ଲାଭ କରିଛି।  ଉକ୍ତ ୫ମ୍ୟାଚ ବିଶିଷ୍ଠ ଦିନିକିଆ ଶୃଙ୍ଖଳକୁ ଘରୋଇ ଦଳ ୧-୦ ରେ  ଆଗୁଆ କରିନେଇଛି । ପୂର୍ବରୁ ଭ୍ରମଣକାରୀ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା। କିନ୍ତୁ ଅଧିନାୟକ ଫିଞ୍ଚଙ୍କ ନିଷ୍ପତି ଅନୁସାରେ ଦଳ ପ୍ରଥମ ବ୍ୟାଟିଂର ଲାଭ ନେଇପାରିନଥିଲା। ଅଷ୍ଟ୍ରେଲିଆ ଦଳ କେବଳ ୭ ୱିକେଟ ହରାଇ ୨୩୬ରନ କରିବାରେ ସକ୍ଷମ ହୋଇଥିଲା। ୨୩୭ରନର ଏକ ଛୋଟ ସ୍କୋରକୁ ପିଛା କରିବାକୁଯାଇ ଭାରତୀୟ ଦଳ ତାର ପ୍ରାରମ୍ଭିକ ୱିକେଟ ଶିଖର ଧୱନଙ୍କୁ ଶସ୍ତାରେ ହରେଇ ଅଡୁଆରେ ପଡିଥିଲା, କିନ୍ତୁ ଅଧିନାୟକ କୋହଲୀ ଆଉ ରୋହିତଙ୍କ ଯୋଡି ପିଚରେ କିଛି ସମୟ ପାଇଁ ଜମିରହି ଦଳୀୟ ସ୍କୋରକୁ ୮୦ ରନରେ ପହଞ୍ଚାଇଥିବା ବେଳେ ଜାମ୍ପାଙ୍କ ଦ୍ଵାରା କୋହଲୀ ୪୪ରନ କରି ଏଲବିଡବ୍ଲୁ ଆଉଟ ହୋଇ ପାବିଲିଅନ ଫେରିଥିଲେ। ତାପରେ ଦଳୀୟ ସ୍କୋର ୯୯ ରନ ଥିବାବେଳେ ରୋହିତ ଏବଂ ରାୟୁଡୁ ଆଉଟ ହୋଇ ସମସ୍ୟାରେ ପଡ଼ିଥିବାବେଳେ, ଧୋନୀ ଏବଂ କେଦାର ଯାଦବଙ୍କ ଯୋଡି ଖେଳ ଶେଷ ପର୍ଯନ୍ତ ରହି ଦଳକୁ ଜିତେଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।  ଧୋନୀ ୭୨ବଲରେ ୫୯ରନ ଏବଂ କେଦାର ୮୭ ବଲରେ ୮୧ରନ କରି ନଟଆଉଟ ରହିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଏନ ନିଲେ ଏବଂ ଏ ଜାମ୍ପା ୨-୨ ୱିକେଟ ନେଇଥିଲେ।  ଏହି ମ୍ୟାଚରେ ମହମ୍ମଦ ସମିଙ୍କୁ ସ୍ଵୀଗୀ ଅଫ ଦି ପ୍ଲେୟାର, କୁଲଦୀପ ଯାଦବଙ୍କୁ ଜନା ବ୍ୟାଙ୍କେବଲ ଅଫ ପ୍ଲେୟାର ଏବଂ କେଦାର ଯାଦବଙ୍କୁ ମ୍ୟାନ ଅଫ ଦି ମ୍ୟାଚ ରୂପେ ପୁରଷ୍କୃତ କରାଗଲା।

 

 

 

indiawon thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.