Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରିୟଙ୍କା ଚୋପ୍ରାଙ୍କୁ ୟୁନିସେଫ୍‌ର ସଦ୍‌ଭାବନା ରାଜଦୂତ ପଦରୁ ହଟାଇବା ପାଇଁ ଦାବି କରି ଯାଚିକା ଦାଏର
ଆଜିର ଖବର

ପ୍ରିୟଙ୍କା ଚୋପ୍ରାଙ୍କୁ ୟୁନିସେଫ୍‌ର ସଦ୍‌ଭାବନା ରାଜଦୂତ ପଦରୁ ହଟାଇବା ପାଇଁ ଦାବି କରି ଯାଚିକା ଦାଏର

March 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Petition filed by people in Pakistan seeks Priyanka Chopra's removal as UNICEF Goodwill Ambassador
Petition filed by people in Pakistan seeks Priyanka Chopra's removal as UNICEF Goodwill Ambassador

ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦମୟ ପରିସ୍ଥିତିରେ ପାକିସ୍ତାନୀ ପ୍ରଶଂସକମାନେ ଏବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ୟୁନିସେଫ୍‌ର ସଦ୍‌ଭାବନା ରାଜଦୂତର ପଦରୁ ହଟାଇବାକ ପାଇଁ ଦାବି କରିଛନ୍ତି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ନିକଟରେ ଭାରତ ତରଫରୁ ଏୟାର୍‌ ଷ୍ଟ୍ରାଇକ୍‌ କରାଯାଇଥିବା ସମୟରେ ‘ଜୟ ହିନ୍ଦ # ଭାରତୀୟ ଅଭିଯାନ’ରେ ‘ଯୁଦ୍ଧ ପାଇଁ ଖୁସି’ ବୋଲି ଏକ ଟ୍ଵିଟ୍‌ କରିଥିଲେ । ଏହି ଟ୍ଵିଟ୍‌କୁ ନେଇ ପାକିସ୍ତାନୀ ପ୍ରଶଂସକମାନେ ପ୍ରିୟଙ୍କାଙ୍କୁ ଏହି ପଦରୁ ହଟାଇବା ପାଇଁ ଯାଚିକା ଦାଏର କରିଛନ୍ତି । ପାକିସ୍ତାନୀ ପ୍ରଶଂସକଙ୍କ ମତରେ ସଂଯୁକ୍ତ ରାଷ୍ଟ୍ର ଓ ୟୁନିସେଫ୍‌କୁ ଟ୍ୟାଗ୍‌ କରିବା ସହ ଏକ ଅନ୍‌ଲାଇନ୍‌ରେ ଯାଚିକାରେ ବିଶ୍ଵର ଆଇକନ୍‌ ପ୍ରିୟଙ୍କା ଚୋପ୍ରାଙ୍କୁ ୟୁନିସେଫ୍‌ରୁ ଏହି ପଦବୀରୁ ହଟାଇବା ପାଇଁ ଦାବି କରିଛନ୍ତି । ତେବେ ଏହି ଦଲିଲ୍‌ରେ ପ୍ରିୟଙ୍କା ୟୁନିସେଫ୍‌ର ସଦ୍‌ଭାବନା ଦୂତ ହେବା ପରେ ମଧ୍ୟ ତାଙ୍କର ଦ୍ଵାରା ଏପରି ଟ୍ଵିଟ୍‌କୁ ବିରୋଧ କରାଯାଇଛି । ପ୍ରିୟଙ୍କା ଚୋପ୍ରା ଡିସେମ୍ବର ୨୦୧୬ରେ ୟୁନିସେଫ୍‌ର ସଦ୍‌ଭାବନା ରାଜଦୂତ ରୂପେ ଅବସ୍ଥାପିତ ହୋଇଥିଲେ ।

 

priyankachopra thesamikhsya unicef
Share. Facebook Twitter LinkedIn Email WhatsApp Copy Link

Related Posts

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସମ୍ବନ୍ଧରେ ପ୍ରକୃତ ସ୍ଥିତି

April 6, 2026

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

April 6, 2026

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ଗଞ୍ଜେଇ ସହ କାର୍ ଜବତ

April 6, 2026

ମା’ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ

April 6, 2026
Latest News

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସମ୍ବନ୍ଧରେ ପ୍ରକୃତ ସ୍ଥିତି

April 6, 2026

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

April 6, 2026

ବଙ୍ଗୋପସାଗର ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଡ଼ା ନଜର

April 6, 2026

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ଗଞ୍ଜେଇ ସହ କାର୍ ଜବତ

April 6, 2026

ମା’ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.