Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରମିକଙ୍କ ପାଇଁ କେନ୍ଦ୍ରର ଏସ୍‌ଓପି : କାଲିଠୁ ରାଜ୍ୟ ଭିତରେ ସାମାଜିକ ଦୂରତ୍ବରେ ରହି କରିପାରିବେ କାମ
ଆଜିର ଖବର

ଶ୍ରମିକଙ୍କ ପାଇଁ କେନ୍ଦ୍ରର ଏସ୍‌ଓପି : କାଲିଠୁ ରାଜ୍ୟ ଭିତରେ ସାମାଜିକ ଦୂରତ୍ବରେ ରହି କରିପାରିବେ କାମ

April 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ରେ ଫସିଥିବା ଶ୍ରମିକମାନେ କାଲିଠାରୁ କାମ କରିପାରିବେ । ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଏସ୍‌ଓପି । କାଲିଠୁ ରାଜ୍ୟ ଭିତରେ ସାମାଜିକ ଦୂରତ୍ବ ରଖି କାମ କରିପାରିବେ ଶ୍ରମିକ । ତେବେ ବାହାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯାଇପାରିବେନି ଶ୍ରମିକ । ଯିଏ ଯେଉଁ ରାଜ୍ୟରେ ଅଛନ୍ତି, ସେହି ରାଜ୍ୟର କାମ କରିପାରିବେ ଶ୍ରମିକ । ଶିଳ୍ପ, ନିର୍ମାଣ, ଚାଷ ଓ ମନରେଗା କାମ ଆଦି କରିପାରିବେ ଶ୍ରମିକ । ଶ୍ରମିକଙ୍କୁ ଆଶ୍ରୟସ୍ଥଳ ଓ ରିଲିଫ୍‌ କ୍ୟାମ୍ପ୍‌ରେ ରହିବା ବ୍ୟବସ୍ଥା କରାଯିବ । ଶ୍ରମିକମାନେ ଯିବା ଆସିବା କରୁଥିବା ବସ୍‌ଗୁଡିକ ସାନିଟାଇଜ୍‌ କରାଯିବ । ସ୍ଥାନୀୟ ପ୍ରଶାସନ ଶ୍ରମିକଙ୍କ ପାଇଁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

center labour sop
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ ବନାମ ଇଂଲଣ୍ଡ ପଞ୍ଚମ ଟି-୨୦: ଜାଣନ୍ତୁ ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

July 11, 2026

ବୃଦ୍ଧାବସ୍ଥାରେ ଆପଣଙ୍କୁ ମିଳିବ ନିଶ୍ଚିତ ମାସିକ ପେନସନ: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 11, 2026

କର୍କଟ ରୋଗର ବିପଦ ବୃଦ୍ଧି କରେ ଲଗାତାର ବସି ରହିବା: ଜାଣନ୍ତୁ କାହିଁକି?

July 11, 2026

ବେପରୁଆ ଗାଡ଼ି ଚାଳକ ସାବଧାନ!: ମୌସୁମୀ ଅଧିବେଶନରେ ଆସୁଛି ନୂତନ ଟ୍ରାଫିକ୍ ଆଇନ

July 11, 2026
Latest News

ଆଜି ଭାରତ ବନାମ ଇଂଲଣ୍ଡ ପଞ୍ଚମ ଟି-୨୦: ଜାଣନ୍ତୁ ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

July 11, 2026

ବୃଦ୍ଧାବସ୍ଥାରେ ଆପଣଙ୍କୁ ମିଳିବ ନିଶ୍ଚିତ ମାସିକ ପେନସନ: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 11, 2026

କର୍କଟ ରୋଗର ବିପଦ ବୃଦ୍ଧି କରେ ଲଗାତାର ବସି ରହିବା: ଜାଣନ୍ତୁ କାହିଁକି?

July 11, 2026

ବେପରୁଆ ଗାଡ଼ି ଚାଳକ ସାବଧାନ!: ମୌସୁମୀ ଅଧିବେଶନରେ ଆସୁଛି ନୂତନ ଟ୍ରାଫିକ୍ ଆଇନ

July 11, 2026

ପୂର୍ବତନ ସେନା କର୍ମଚାରୀଙ୍କ ପେନ୍‍ସନ୍‍ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଗୁରୁ୍ତ୍ୱ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.