
ଭୁବନେଶ୍ବର : ଆଜି ଗଞ୍ଜାମରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ସରକାର। ଗଞ୍ଜାମରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ହେଉଛି 18 ବର୍ଷ। ସେ ସୁରତ ଫେରନ୍ତା ବୋଲି ଜଣାପଡିଛନ୍ତି। ସରକାରୀ କ୍ବାରେଣ୍ଟିନ୍ରେ ଥିଲେ। ନମୁନା ପରୀକ୍ଷା ପରେ ପଜିଟିଭ୍ ଜଣାପଡିଥିଲା। ଯୁବକ କାହା ସଂସ୍ପର୍ଶରେ ଆସିଥିଲେ, କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।