Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାକିସ୍ତାନ ଯାଇ ଏୟାରଷ୍ଟ୍ରାଇକ ମୃତକଙ୍କ ସଂଖ୍ୟା ଗଣୁ କଂଗ୍ରେସ: ରାଜନାଥ
ଆଜିର ଖବର

ପାକିସ୍ତାନ ଯାଇ ଏୟାରଷ୍ଟ୍ରାଇକ ମୃତକଙ୍କ ସଂଖ୍ୟା ଗଣୁ କଂଗ୍ରେସ: ରାଜନାଥ

March 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
congress should have to go to count terrorists dead body, says rajanath
congress should have to go to count terrorists dead body, says rajanath

ବାଲାକୋଟ ଏୟାର ଷ୍ଟ୍ରାଇକରେ ଆତଙ୍କୀଙ୍କ ମୃତ ସଂଖ୍ୟାକୁ ନେଇ ଉଭୟ ବିରୋଧୀ ଓ ଶାସକ ଭିତରେ ଟଣାଓଟରା ଚାଲିଛି । ବିରୋଧୀ ଏହି ଏୟାର୍‌ ଷ୍ଟ୍ରାଇକ୍‌ରେ କେତେଜଣ ଆତଙ୍କବାଦୀ ମୃତ୍ୟୁ ଘଟିଛି ବୋଲି ପଚାରୁଥିବାବେଳେ ଶାସକଙ୍କ ତରଫରୁ ଭିନ୍ନ ଭିନ୍ନ ଉତ୍ତର ଆସୁଛି । ଅମିତ୍‌ ଶାହା ୨୫୦ ଜଣ କହୁଥିବାବେଳେ ଯୋଗୀ ୪୦୦ ଜଣ ଓ ସିହ୍ନା ୩୦୦ ଜଣ ବୋଲି କହୁଛନ୍ତି । ତେବେ ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ରାଜନାଥ ସିଂହ ଜବାବ୍‌ ଦେଇ କହିଛନ୍ତି ଯେ, ଯଦି କଂଗ୍ରେସ ନେତା କେତେ ଆତଙ୍କୀ ମରିଛନ୍ତି ଜାଣିବାକୁ ଚାହୁଁଛନ୍ତି, ତେବେ ସେମାନେ ପାକିସ୍ତାନ ଯାଇ ଏକଥା ପଚାରନ୍ତୁ ନ ହେଲେ ମୃତ ଦେହ ଗଣନ୍ତୁ । ତେବେ ଏହା ଉପରେ ଏୟାର୍‌ ଚିଫ୍‌ ଏକ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଇଥିଲେ ଯେ ସେମାନଙ୍କ କାମ ହେଉଛି ଲକ୍ଷ୍ୟ ଭେଦ କରିବା, ମୃତ ସଂଖ୍ୟ ଗଣିବା ନୁହେଁ । ଏହା ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଥିଲା ବୋଲି ଯୁକ୍ତି କରିଛନ୍ତି ଏୟାର୍‌ ଚିଫ୍‌ । ସେହିପରି ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତରମଣ ଏହି ବିବାଦରେ ରାଜନୀତିନ କରାଯାଉ ବୋଲି କହିବା ସହିତ ଏହି ଆକ୍ରମଣରେ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା, ଏହା କେବଳ ଏୟାର୍‌ ଷ୍ଟ୍ରାଇକ୍‌ ଥିଲା ବୋଲି ଯୁକ୍ତି ବାଢିଛନ୍ତି । ତେବେ ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ଉଭୟ ବିରୋଧୀ ଓ ଶାସକ ଉଭୟ ଉଭୟଙ୍କୁ ଘେରୁଛନ୍ତି ।

rajanathsingh thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

LACରେ କମୁଛି ଚୀନ୍ ସେନା ମୁତୟନ! ଭାରତ-ଚୀନ୍ ସୀମାରେ ଉତ୍ତେଜନା ହ୍ରାସର ସଙ୍କେତ, ରିପୋର୍ଟରେ ବଡ଼ ଖୁଲାସା

September 14, 2026

ଗେଙ୍ଗୁଟିରେ ଭାସିଗଲେ ଦମ୍ପତ୍ତି: ସ୍ତ୍ରୀ ଉଦ୍ଧାର, ସ୍ୱାମୀ ନିଖୋଜ

September 14, 2026

ବନ୍ଦ ଘରେ ଭୟଙ୍କର ଅଗ୍ନିକାଣ୍ଡ: ଶୋଇଥିବାବେଳେ ଜୀବନ୍ତ ଜଳିଗଲେ ବାପା, ଅଳ୍ପକେ ବର୍ତ୍ତିଲେ ପୁଅ

September 14, 2026

ଗଣେଶ ଚତୁର୍ଥୀ: ଜାଣନ୍ତୁ ଗଣେଶ ପୂଜାରେ ଶାନ୍ତ ହୁଅନ୍ତି କେଉଁ ଗ୍ରହ?

September 14, 2026
Latest News

LACରେ କମୁଛି ଚୀନ୍ ସେନା ମୁତୟନ! ଭାରତ-ଚୀନ୍ ସୀମାରେ ଉତ୍ତେଜନା ହ୍ରାସର ସଙ୍କେତ, ରିପୋର୍ଟରେ ବଡ଼ ଖୁଲାସା

September 14, 2026

ଗେଙ୍ଗୁଟିରେ ଭାସିଗଲେ ଦମ୍ପତ୍ତି: ସ୍ତ୍ରୀ ଉଦ୍ଧାର, ସ୍ୱାମୀ ନିଖୋଜ

September 14, 2026

ବନ୍ଦ ଘରେ ଭୟଙ୍କର ଅଗ୍ନିକାଣ୍ଡ: ଶୋଇଥିବାବେଳେ ଜୀବନ୍ତ ଜଳିଗଲେ ବାପା, ଅଳ୍ପକେ ବର୍ତ୍ତିଲେ ପୁଅ

September 14, 2026

ଗଣେଶ ଚତୁର୍ଥୀ: ଜାଣନ୍ତୁ ଗଣେଶ ପୂଜାରେ ଶାନ୍ତ ହୁଅନ୍ତି କେଉଁ ଗ୍ରହ?

September 14, 2026

ପ୍ରଥମ ଥର ଏଲେନା ରିବାକିନା ୟୁଏସ୍ ଓପନ୍ ଚାମ୍ପିଅନ୍

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.