Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଆଉ 102 କରୋନା ପଜିଟିଭ୍‌ ଚିହ୍ନଟ, 900 ଡେଇଁଲା ଆକ୍ରାନ୍ତ ସଂଖ୍ୟା
ଆଜିର ଖବର

ରାଜ୍ୟରେ ଆଉ 102 କରୋନା ପଜିଟିଭ୍‌ ଚିହ୍ନଟ, 900 ଡେଇଁଲା ଆକ୍ରାନ୍ତ ସଂଖ୍ୟା

May 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ରାଜ୍ୟରେ ଶହେରୁ ଉର୍ଦ୍ଧ୍ବ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ମଧ୍ୟ ଗୋଟିଏ ଦିନରେ 101 ରୋଗୀ ଚିହ୍ନଟ ହୋଇଥିବାବେଳେ ପୁଣି ଥରେ ଆଜି ରାଜ୍ୟରେ ଗୋଟିଏ ଦିନରେ 102 ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ 102 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ 102 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ 31 , ଜଗତସିଂହପୁରର 23, ଭଦ୍ରକରୁ 21, କେନ୍ଦ୍ରାପଡାରୁ 8, କଟକରୁ 4, ପୁରୀରୁ 4, ଖୋର୍ଦ୍ଧାରୁ 4, ଅନୁଗୁଳରୁ 2, ବାଲେଶ୍ବର 2, ସମ୍ବଲପୁର ଦୁଇ ଓ ନୟାଗଡରୁ ଜଣେ ରହିଛନ୍ତି। ସେହିପରି ରାଜ୍ୟରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 978ରେ ପହଞ୍ଚିଥିବାବେଳେ  ଆକ୍ଟିଭ୍‌ କେସ୍‌ 696 ରହିଛି । 277ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ହୋଇଛି ।

ଆଜି ଚିହ୍ନଟ 102 ଆକ୍ରାନ୍ତଙ୍କ ମଧ୍ୟରୁ 97 ଜଣ କ୍ବାରେଣ୍ଟିନ୍‌ ଥିବାବେଳେ 5 ଜଣ ସ୍ଥାନୀୟ ରହିଛନ୍ତି ବୋଲି ସୂଚନା ରହିଛି ।

ଗଞ୍ଜାମରୁ ସର୍ବାଧିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ ଗଞ୍ଜାମରୁ ଗୋଟିଏ ବି ରୋଗୀ ଚିହ୍ନଟ ହୋଇନାହାନ୍ତି । ସୂଚନାଯୋଗ୍ୟ ଗଞ୍ଜାମରେ ଏବେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 307 ରହିଛି । ଏଥିରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାେବଳେ 89 ଜଣ ସୁସ୍ଥ ହୋଇଛନ୍ତି ।

କରୋନା ଖବର
Share. Facebook Twitter LinkedIn Email WhatsApp Copy Link

Related Posts

କୋଲକାତାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଭାଙ୍ଗିଲା ମମତା ବାନାର୍ଜୀଙ୍କ ଦ୍ୱାରା ଡିଜାଇନ୍ ଫୁଟବଲ୍ ପ୍ରତିମା

May 23, 2026

ଆଉ ଗୋଟିଏ ସ୍ଥାନ ପାଇଁ ଚାରିଟି ଦଳ ମଧ୍ୟରେ ଲଢ଼େଇ: ଜାଣନ୍ତୁ ପ୍ଲେଅଫ୍ ସମୀକରଣ

May 23, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଅଶ୍ଳୀଳ ମନ୍ତବ୍ୟ ମାମଲା: ସ୍ପଷ୍ଟୀକରଣ ଜାରି କଲେ କଂଗ୍ରେସ ନେତା

May 23, 2026

ନାବାଳିକାର ହତ୍ୟାରେ ତାମିଲନାଡୁରେ ଉତ୍ତେଜନା: ମୁଖ୍ୟମନ୍ତ୍ରୀ ବିଜୟ କଲେ ବଡ଼ ଘୋଷଣା

May 23, 2026
Latest News

କୋଲକାତାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଭାଙ୍ଗିଲା ମମତା ବାନାର୍ଜୀଙ୍କ ଦ୍ୱାରା ଡିଜାଇନ୍ ଫୁଟବଲ୍ ପ୍ରତିମା

May 23, 2026

ଆଉ ଗୋଟିଏ ସ୍ଥାନ ପାଇଁ ଚାରିଟି ଦଳ ମଧ୍ୟରେ ଲଢ଼େଇ: ଜାଣନ୍ତୁ ପ୍ଲେଅଫ୍ ସମୀକରଣ

May 23, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଅଶ୍ଳୀଳ ମନ୍ତବ୍ୟ ମାମଲା: ସ୍ପଷ୍ଟୀକରଣ ଜାରି କଲେ କଂଗ୍ରେସ ନେତା

May 23, 2026

ନାବାଳିକାର ହତ୍ୟାରେ ତାମିଲନାଡୁରେ ଉତ୍ତେଜନା: ମୁଖ୍ୟମନ୍ତ୍ରୀ ବିଜୟ କଲେ ବଡ଼ ଘୋଷଣା

May 23, 2026

“ଭାରତକୁ ଅସ୍ଥିର କରିବା ପାଇଁ ପ୍ରୟାସ”: କକ୍ରୋଚ୍ ଜନତା ପାର୍ଟି ସମ୍ପର୍କରେ ବିଜେପି ର ଚେତାବନୀ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.