Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଟର ଯାନ ଶୁଳ୍କ ପୈଠର ବୈଧତା ଓ ସମୟ ଅବଧି ବୃଦ୍ଧି
ଆଜିର ଖବର

ମୋଟର ଯାନ ଶୁଳ୍କ ପୈଠର ବୈଧତା ଓ ସମୟ ଅବଧି ବୃଦ୍ଧି

May 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ ମୋଟର ଯାନ ଶୁଳ୍କ ପୈଠର ବୈଧତା ଓ ସମୟ ଅବଧି ବୃଦ୍ଧି କରାଯାଇଛି । ରବିବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଏହା ସହିତ ଲକଡାଉନ କାରଣରୁ ଯେଉଁ କାଗଜପତ୍ରର ବୈଧତା ସମ୍ପ୍ରସାରିତ ହୋଇପାରିନାହିଁ କିମ୍ବା ଏଥିପାଇଁ ଅନୁମତି ମିଳିନାହିଁ ଏବଂ ଏଗୁଡ଼ିକର ବୈଧତା ଶେଷ ହୋଇଯାଇଛି ଏହାକୁ ଜୁଲାଇ ମାସ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହି ସମୟରେ କାଗଜପତ୍ରର ଚେକିଂ କରାଯିବ ନାହିଁ ଏବଂ କୌଣସି ଫାଇନ୍‌ ମଧ୍ୟ ଆଦାୟ କରାଯିବ ନାହିଁ । (ପିଆଇବି)

traffic
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱ-ଗଣନା ପୋର୍ଟାଲ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ନିଜସ୍ଵ ତଥ୍ୟ ପ୍ରଦାନ

April 2, 2026

ଜନଗଣନା-୨୦୨୭: ବିଶ୍ୱର ସବୁଠୁ ବଡ଼ ଜନଗଣନା ଅଭିଯାନ ଆରମ୍ଭ

April 2, 2026

ଆଜି ଏପ୍ରିଲ ୨ ତାରିଖ ଗୁରୁବାର ଦିନ କ’ଣ ରହିଛି ଆପଣଙ୍କ ରାଶିରେ, ପଢନ୍ତୁ ବିସ୍ତୃତ ରାଶିଫଳ

April 2, 2026

ସୋଆରେ ଉତ୍କଳ ଦିବସ ପାଳିତ

April 1, 2026
Latest News

ସ୍ୱ-ଗଣନା ପୋର୍ଟାଲ ମାଧ୍ୟମରେ ମୁଖ୍ୟ ଶାସନ ସଚିବଙ୍କ ନିଜସ୍ଵ ତଥ୍ୟ ପ୍ରଦାନ

April 2, 2026

ଜନଗଣନା-୨୦୨୭: ବିଶ୍ୱର ସବୁଠୁ ବଡ଼ ଜନଗଣନା ଅଭିଯାନ ଆରମ୍ଭ

April 2, 2026

ଆଜି ଏପ୍ରିଲ ୨ ତାରିଖ ଗୁରୁବାର ଦିନ କ’ଣ ରହିଛି ଆପଣଙ୍କ ରାଶିରେ, ପଢନ୍ତୁ ବିସ୍ତୃତ ରାଶିଫଳ

April 2, 2026

ସୋଆରେ ଉତ୍କଳ ଦିବସ ପାଳିତ

April 1, 2026

ଆଇସିଏଆର-ସିଫାର ୩୯ତମ ବାର୍ଷିକ ଦିବସ ପାଳିତ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.