Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାହାସିକତାର ଉଦାହରଣ : ବିଦ୍ୟୁତ୍‌ ତାର ଉପରେ ଚଢି ଡାଳ କାଢିଲେ ଯୁବକ
ଆଜିର ଖବର

ସାହାସିକତାର ଉଦାହରଣ : ବିଦ୍ୟୁତ୍‌ ତାର ଉପରେ ଚଢି ଡାଳ କାଢିଲେ ଯୁବକ

June 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Telangana youth walks on high-tension wire to remove tree branch.

ହାଇଦ୍ରାବାଦ : ସାହାସିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ତେଲେଙ୍ଗାନାର ଜନୈକ ଯୁବକ । ଏକ ହାଇ ଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ତାର ଉପରେ ଚଢି ଏକ ଗଛଡାଳ କାଢିଛନ୍ତି ଏହି ଯୁବକ । ନିଜାମପୁରର ସଦାଶିବପେଟ ମଣ୍ଡଳର ସଙ୍ଗାରେଡ୍ଡୀରେ ସୋମବାର ଏହି ଘଟଣା ଘଟିଛି । ତେଲେଙ୍ଗାନା ବିଦ୍ୟୁତ୍‌ ବିଭାଗର ଏହି କର୍ମଚାରୀ ଜଣଙ୍କ ଏକ ବିଦ୍ୟୁତ୍ ତାର ଉପରେ ଚାଲୁଥିବା ବେଳେ ଏହାର ଭିଡିଓ ଭାଇରାଲ୍‌ ହୋଇଛି । ବର୍ଷା କାରଣରୁ ଏହି 33 କେଭି ବିଦ୍ୟୁତ୍‌ ତାର ଉପରେ ଏକ ଗଛ ଡାଳ ପଡି ଅଟକି ଯାଇଥିଲା ।

ନୁର୍‌ ନାମକ ବିଦ୍ୟୁତ୍‌ ବିଭାଗର ଏହି କର୍ମଚାରୀ ଜଣକ ତାର ଉପରେ ଚଢିବା ସହିତ ଗୋଟିଏ ହାତରେ ତାରକୁ ଧରିଥିଲେ । ଅନ୍ୟ ଏକ ତାର ଉପରେ ପାଦ ରଖି ଗୁରୁଣ୍ଡି ଗୁରୁଣ୍ଡି ନୁର୍‌ ଡାଳଟିକୁ ହଟାଇଥିଲେ । ଏହି ଘଟଣାକୁ ଦେଖି ଦେଖଣାହାରୀ ମଧ୍ୟ ହତ୍‌ବାକ୍‌ ହୋଇଯାଇଥିଲେ । ଏହି ଘଟଣା ପରେ ସୋସିଆଲ ମିଡିଆରେ ବିଦ୍ୟୁତ ବିଭାଗକୁ ସମାଲୋଚନା କରାଯାଇଛି । ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଜୀବନକୁ ବିପନ୍ନ କରିବାର ଅଧିକାର ବିଦ୍ୟୁତ୍‌ ବିଭାଗ ନିକଟରେ ନାହିଁ ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି ।

telangana
Share. Facebook Twitter LinkedIn Email WhatsApp Copy Link

Related Posts

କେବଳ ଥାଲାପତି ବିଜୟ ନୁହଁନ୍ତି, ରାଜନୀତିରେ ଏହି ୫ ଦକ୍ଷିଣ ସୁପରଷ୍ଟାର ମଧ୍ୟ ଦେଖାଇଛନ୍ତି ଜଲୱା

May 5, 2026

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026
Latest News

କେବଳ ଥାଲାପତି ବିଜୟ ନୁହଁନ୍ତି, ରାଜନୀତିରେ ଏହି ୫ ଦକ୍ଷିଣ ସୁପରଷ୍ଟାର ମଧ୍ୟ ଦେଖାଇଛନ୍ତି ଜଲୱା

May 5, 2026

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026

ଆଜି ମଙ୍ଗଳବାର ମେ ୫ ତାରିଖରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ମାଲେମାଲ୍

May 5, 2026

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.