Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମରେ ଦୁଇଟି ନକଲି ଗୁଟ୍‌ଖା କାରଖାନା ଠାବ : 25 ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ
ଆଜିର ଖବର

ଗଞ୍ଜାମରେ ଦୁଇଟି ନକଲି ଗୁଟ୍‌ଖା କାରଖାନା ଠାବ : 25 ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ

June 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଦୁଇଟି ନକଲି ଗୁଟ୍‌ଖା କାରଖାନା ଠାବ କରିବା ସହିତ 25 ଲକ୍ଷ ଟଙ୍କାର ନକଲି ଗୁଟ୍‌ଖା ଜବତ କରିଛି ପୋଲିସ୍‌ । ଗଞ୍ଜାମର ବାଲିସାହି ଏବଂ ବାଘୁଆପାଲି ଗ୍ରାମରେ ରହିଥିବା ଏହି ଦୁଇଟି ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ କରାଯିବା ସହିତ ବିପୁଳ ପରିମାଣରେ ଗୁଟ୍‌ଖା ଜବତ କରାଯାଇଛି । ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଗଙ୍ଗାପୁର ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ ସମୟରେ ମାଛ ଏବଂ ଶାମୁକା ବ୍ରାଣ୍ଡର ବିପୁଳ ଗୁଟ୍‌ଖା ସହିତ କଞ୍ଚାମାଲ ଏବଂ କଞ୍ଚାମାଲ ଜବତ କରାଯାଇଥିଲା । ଜବତ ଗୁଟ୍‌ଖାର ମୂଲ୍ୟ 25 ଲକ୍ଷରୁ ଅଧିକ ହେବ ବୋଲି ପୋଲିସ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Ganjam gutkha
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ମହିଳା ସଶକ୍ତିକରଣ ସଚେତନତା ଆଲୋଚନାଚକ୍ର

August 25, 2026

ସଂସଦ କମିଟି ବୈଠକରେ ହଟ୍ଟଗୋଳ: ପେଲେଟ୍ ଗନ୍ ଉପରେ ଆଲୋଚନା ପାଇଁ ଦାବି

August 25, 2026

ଏବେ ଶସ୍ତା ହେଲା ଚିନି: ଗୋଟିଏ ଝଟକାରେ ମୂଲ୍ୟ ୧୮% କୁ ହ୍ରାସ

August 25, 2026

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026
Latest News

ବାଲୁଗାଁ: ମହିଳା ସଶକ୍ତିକରଣ ସଚେତନତା ଆଲୋଚନାଚକ୍ର

August 25, 2026

ଯୁଦ୍ଧ ସମୟରେ କ୍ଷେପଣାସ୍ତ୍ରର ଅଭାବ ରହିବ ନାହିଁ: ବଡ଼ ନିଷ୍ପତ୍ତି ନେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

August 25, 2026

ସଂସଦ କମିଟି ବୈଠକରେ ହଟ୍ଟଗୋଳ: ପେଲେଟ୍ ଗନ୍ ଉପରେ ଆଲୋଚନା ପାଇଁ ଦାବି

August 25, 2026

ଏବେ ଶସ୍ତା ହେଲା ଚିନି: ଗୋଟିଏ ଝଟକାରେ ମୂଲ୍ୟ ୧୮% କୁ ହ୍ରାସ

August 25, 2026

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.