Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତେଲେଙ୍ଗାନା ବିଧାୟକଙ୍କୁ କରୋନା : ହୋମ୍‌ କ୍ବାରେଣ୍ଟିନ୍‌ରେ ଅର୍ଥମନ୍ତ୍ରୀ
ଆଜିର ଖବର

ତେଲେଙ୍ଗାନା ବିଧାୟକଙ୍କୁ କରୋନା : ହୋମ୍‌ କ୍ବାରେଣ୍ଟିନ୍‌ରେ ଅର୍ଥମନ୍ତ୍ରୀ

June 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହାଇଦ୍ରାବାଦ : ତେଲେଙ୍ଗାନାର ଜଣେ ବିଧାୟକ କରୋନା ଦ୍ବାର ଆକ୍ରାନ୍ତ ହୋଇଥିବା ବେଳେ ଅର୍ଥମନ୍ତ୍ରୀ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଛନ୍ତି । ଶାସକ ଦଳ ଟିଆର୍‌ଏସ୍‌ର ଓ୍ବାରାଙ୍ଗଲ ବିଧାୟକ କରୋନାରେ ଆକ୍ରାନ୍ତ ହୋଇ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅର୍ଥମନ୍ତ୍ରୀ ଟି ହରିଶ୍‌ ରାଓ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଛନ୍ତି । ଟି ହରିଶ ରାଓଙ୍କ ପିଏ କରୋନା ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ନିଜ ପରିବାର ସମେତ ହୋମ କ୍ବାରେଣ୍ଟିନ୍‌ରେ ରହିଛନ୍ତି । ସେହିପରି ଓ୍ବାରାଙ୍ଗଲ ବିଧାୟକଙ୍କ ପରିବାର ବର୍ଗ ଏବଂ କର୍ମଚାରୀଙ୍କୁ ମଧ୍ୟ କ୍ବାରେଣ୍ଟିନ୍‌ରେ ରଖାଯାଇଛି । (ଏଜେନ୍ସି)

corona covid19
Share. Facebook Twitter LinkedIn Email WhatsApp Copy Link

Related Posts

NDAକୁ ଝଟକା ଦେବେ କି ଚିରାଗ ପାସୱାନ? ପ୍ରଶାନ୍ତ କିଶୋରଙ୍କ ସହ ମେଣ୍ଟ ନେଇ ଜୋର ଧରିଲା ଚର୍ଚ୍ଚା

October 7, 2025

୮ ରୁ ୧୧ ଯାଏଁ ଏସିଆର ସର୍ବବୃହତ ଟେଲିକମ୍ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ

October 7, 2025

ଶସ୍ତା ହେବାକୁ ଯାଉଛି ଇଲେକ୍ଟ୍ରିକ୍ କାର!: ନୀତିନ ଗଡକରୀ କଲେ ଘୋଷଣା, ଜାଣନ୍ତୁ କେବେ ମିଳିବ ଲାଭ?

October 7, 2025

ଆପଣଙ୍କ ଆକାଉଣ୍ଟରେ ଜମା ହେବ କି କିଷାନ ସମ୍ମାନ ନିଧିର 2000 ଟଙ୍କା?: ତୁରନ୍ତ କରନ୍ତୁ ଯାଞ୍ଚ

October 7, 2025
Latest News

NDAକୁ ଝଟକା ଦେବେ କି ଚିରାଗ ପାସୱାନ? ପ୍ରଶାନ୍ତ କିଶୋରଙ୍କ ସହ ମେଣ୍ଟ ନେଇ ଜୋର ଧରିଲା ଚର୍ଚ୍ଚା

October 7, 2025

୮ ରୁ ୧୧ ଯାଏଁ ଏସିଆର ସର୍ବବୃହତ ଟେଲିକମ୍ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ

October 7, 2025

ଶସ୍ତା ହେବାକୁ ଯାଉଛି ଇଲେକ୍ଟ୍ରିକ୍ କାର!: ନୀତିନ ଗଡକରୀ କଲେ ଘୋଷଣା, ଜାଣନ୍ତୁ କେବେ ମିଳିବ ଲାଭ?

October 7, 2025

ଆପଣଙ୍କ ଆକାଉଣ୍ଟରେ ଜମା ହେବ କି କିଷାନ ସମ୍ମାନ ନିଧିର 2000 ଟଙ୍କା?: ତୁରନ୍ତ କରନ୍ତୁ ଯାଞ୍ଚ

October 7, 2025

ଆଇନଜୀବୀ ପୀତବାସ ପଣ୍ଡା ଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

October 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.