Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ଟେଣ୍ଡରରୁ ଚୀନ୍‌ କମ୍ପାନୀକୁ ବାଦ ଦିଆଯାଉ : ଆରଏସଏସ୍‌
ଆଜିର ଖବର

ସରକାରୀ ଟେଣ୍ଡରରୁ ଚୀନ୍‌ କମ୍ପାନୀକୁ ବାଦ ଦିଆଯାଉ : ଆରଏସଏସ୍‌

June 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍‌ ମଧ୍ୟରେ ସୀମା ବିବାଦକୁ ନେଇ ମନ୍ତବ୍ୟ ଦେଇଛି ଆର୍‌ଏସ୍‌ଏସ୍‌ । ସମସ୍ତ ସରକାରୀ ଟେଣ୍ଡରରୁ ଚୀନ୍‌ କମ୍ପାନୀକୁ ବାଦ ଦିଆଯିବା ଉଚିତ୍‌ ବୋଲି ଆରଏସ୍‌ଏସ୍‌ର ସହଯୋଗୀ ସଂସ୍ଥା ସ୍ବଦେଶୀ ଜାଗରଣ ମଞ୍ଚ ଦାବି କରିଛି । ଗଲଓ୍ବାନ୍‌ ଉପତ୍ୟାକାରେ ଉଭୟ ରାଷ୍ଟ୍ର ମଧ୍ୟରେ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହେବା ପରେ ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଏହି ଆହ୍ବାନ ଦିଆଯାଇଛି । ସମସ୍ତ ଚୀନି କମ୍ପାନୀଙ୍କ ଭାରତ ପ୍ରବେଶ ତଥା ସରକାରୀ କାମର ଟେଣ୍ଡରରୁ ବାଦ ଦିଆଯିବା ଉଚିତ୍‌ ବୋଲି ସଙ୍ଗଠନ ପକ୍ଷରୁ ସରକାରଙ୍କୁ କୁହାଯାଇଛି । ଚୀନି ଉତ୍ପାଦକୁ ସମ୍ପୂର୍ଣ୍ଣ ଭାବରେ ବର୍ଜନ କରିବାର ସମୟ ଆସିଛି ବୋଲି ସ୍ବଦେଶୀ ଜାଗରଣ ମଞ୍ଚ ସଭାପତି ଅଶ୍ବିନୀ ମହାଜନ ମତ ଦେଇଛନ୍ତି । (ଏଜେନ୍ସି)

Chinese RSS
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ଟିଏମସି ବିଧାୟକଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଆକ୍ରମଣ: ବିଜେପି ଉପରେ ଅଭିଯୋଗ

September 20, 2026

ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେଲେ ଲକ୍ଷ୍ମୀପତି ବାଲାଜୀ: ଏହି ସିରିଜ ପାଇଁ ହେଲେ ନିଯୁକ୍ତ

September 20, 2026

ଭାରତ-ଶ୍ରୀଲଙ୍କା ମଧ୍ୟରେ ଏସୀୟ କ୍ରୀଡ଼ା କ୍ରିକେଟ୍ ଫାଇନାଲ୍: ବାତିଲ ହେଲେ କିଏ ଜିତିବ ସ୍ୱର୍ଣ୍ଣ ପଦକ?

September 20, 2026

ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ଅବୈଧ କହିଲା ଟାଟା ଟ୍ରଷ୍ଟ: ବୋର୍ଡ ନିଷ୍ପତ୍ତିକୁ କଲା ପ୍ରତ୍ୟାଖ୍ୟାନ

September 20, 2026
Latest News

ପୂର୍ବତନ ଟିଏମସି ବିଧାୟକଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଆକ୍ରମଣ: ବିଜେପି ଉପରେ ଅଭିଯୋଗ

September 20, 2026

ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେଲେ ଲକ୍ଷ୍ମୀପତି ବାଲାଜୀ: ଏହି ସିରିଜ ପାଇଁ ହେଲେ ନିଯୁକ୍ତ

September 20, 2026

ସ୍ତ୍ରୀକୁ ପିଟିପିଟି ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

September 20, 2026

ଭାରତ-ଶ୍ରୀଲଙ୍କା ମଧ୍ୟରେ ଏସୀୟ କ୍ରୀଡ଼ା କ୍ରିକେଟ୍ ଫାଇନାଲ୍: ବାତିଲ ହେଲେ କିଏ ଜିତିବ ସ୍ୱର୍ଣ୍ଣ ପଦକ?

September 20, 2026

ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ଅବୈଧ କହିଲା ଟାଟା ଟ୍ରଷ୍ଟ: ବୋର୍ଡ ନିଷ୍ପତ୍ତିକୁ କଲା ପ୍ରତ୍ୟାଖ୍ୟାନ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.