Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଣ୍ଟେନମେଣ୍ଟ ଜୋନ୍‌ରେ ପ୍ରବେଶ କଟକଣାକୁ ନେଇ ବିଷ ପିଇଲେ ଦମ୍ପତି : ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
ଆଜିର ଖବର

କଣ୍ଟେନମେଣ୍ଟ ଜୋନ୍‌ରେ ପ୍ରବେଶ କଟକଣାକୁ ନେଇ ବିଷ ପିଇଲେ ଦମ୍ପତି : ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

July 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁଣେ : ମହାରାଷ୍ଟ୍ରର ପୁଣେ ନିକଟ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୋଭିଡ-19 କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହେବା କାରଣରୁ ଗ୍ରାମରେ ପ୍ରବେଶ କରିବାକୁ ମନା କରିବାରୁ ଦମ୍ପତି ଦୁହେଁ ବିଷ ଖାଇଦେଇଛନ୍ତି । ଏହି ଘଟଣାରେ 40 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ବାମୀ ଜଣକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗ୍ରାମରେ କରୋନା ଭାଇରସ୍‌ ମାମଲା ସାମ୍ନାକୁ ଆସିବା ପରେ ପ୍ରବେଶ ଉପରେ କଟକଣା ଲଗାଇଥିଲା ।

ମିଳିଥିବା ସୂଚନା ଅନୁସାରେ ପୁଣେ ଜିଲ୍ଲାର ଜୁନାର ତହସିଲ୍‌ ଅନ୍ତର୍ଗତ ଉମ୍ବରାଜ ଗ୍ରାମରେ ଥିବା  ନିଜକୁ ଘରକୁ ଯିବା ପାଇଁ  ଦମ୍ପତି ଦୁହେଁ ଚାହୁଁଥିବାବେଳେ  କଣ୍ଟେନମେଣ୍ଟ ଜୋନ୍‌ରେ ପ୍ରବେଶକୁ ନେଇ ଦୁହିଁଙ୍କର ପୋଲିସ କର୍ମୀଙ୍କ ସହ ଝଗଡା ହୋଇଥିବାର ସୂଚନା ରହିଛି ।

ଦମ୍ପତି ଦୁହେଁ ପୋଲିସ୍‌କର୍ମୀଙ୍କୁ ବ୍ୟାରିକେଡ୍‌ ହଟାଇବାକୁ କହିଥିଲେ । କିନ୍ତୁ ପୋଲିସ୍‌ କର୍ମୀ ଓ ସ୍ଥାନୀୟ ଗ୍ରାମ ସମିତିଙ୍କ ସଦସ୍ୟ ତାଙ୍କୁ ପ୍ରବେଶ କରିବାକୁ ଦେଇନଥିଲେ ଏବଂ ତାଙ୍କୁ ଅଲଗା ରାସ୍ତାରେ ଯିବାକୁ କହିଥିଲେ । ଦମ୍ପତିଙ୍କୁ କେବଳ କଣ୍ଟେନମେଣ୍ଟ ଜୋନ୍‌ରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା କିନ୍ତୁ ତାଙ୍କର ଉପରେ କୌଣସି ବଳପ୍ରୟୋଗ କରାଯାଇନଥିଲା ବୋଲି କହିଛନ୍ତି ଏସ୍‌ପି । କିନ୍ତୁ ଦମ୍ପତି ଦୁହେଁ କୀଟନାଶକ ପିଇ ଦେଇଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026

ବୈଧ ବୀମା ନଥିବା ଗାଡ଼ି ଉପରେ କଡ଼ା ନଜର: ଜବତ ହେବ ଗାଡ଼ି

August 10, 2026
Latest News

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026

ଆଜି ଅଗଷ୍ଟ ୧୧ ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 11, 2026

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026

ବୈଧ ବୀମା ନଥିବା ଗାଡ଼ି ଉପରେ କଡ଼ା ନଜର: ଜବତ ହେବ ଗାଡ଼ି

August 10, 2026

ଏଗ୍ରିଷ୍ଟାକ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.