ଆସନ୍ତା 15 ତାରିଖ ଯାଏ ରାଉରକେଲା ସରକାରୀ ଡାକ୍ତରଖାନାର ଓପିଡି ବନ୍ଦ

Published: Jul 12, 2020, 9:14 am IST

ଭୁବନେଶ୍ବର : ରାଉରକେଲା ସରକାରୀ ଡାକ୍ତରଖାନାର ଓପିଡି ବନ୍ଦ । କାଲିଠୁ 15 ତାରିଖ ପର୍ଯ୍ୟନ୍ତ  ଆରଜିଏଚ୍‌ର ବନ୍ଦ ରହିବ ଓପିଡି । ଗୁରୁତର ରୋଗୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ନ ଆସିବାକୁ ପରାମର୍ଶ । କରୋନା ପଜିଟିଭ୍‌ ଚିହ୍ନଟ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ ପଦକ୍ଷେପ ଦେଇଛନ୍ତି । ଟ୍ରୋମା ଓ ଏମର୍ଜେନ୍ସି ଓପିଡି ଖୋଲା ରହିବ ବୋଲି କହିଛନ୍ତି ଆରଜିଏଚ୍‌ ନିର୍ଦ୍ଦେଶକ ।

Related posts