Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡିରେ ନୂଆ 36 ସାଧାରଣ ସମ୍ପାଦକ, ନଜର ପକାନ୍ତୁ କାହାକୁ କେଉଁ ଦାୟିତ୍ବ
ଆଜିର ଖବର

ବିଜେଡିରେ ନୂଆ 36 ସାଧାରଣ ସମ୍ପାଦକ, ନଜର ପକାନ୍ତୁ କାହାକୁ କେଉଁ ଦାୟିତ୍ବ

July 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର 36 ଜଣ ନେତାଙ୍କୁ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତି ଦେଇଛନ୍ତି। ଏମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ ଦିଆଯାଇଛି। ଆସନ୍ତୁ ନଜର ପକାଇବା କାହାକୁ ମିଳିଛି କେଉଁ ଦାୟିତ୍ବ।

ସୁଶାନ୍ତ ସିଂହ(ସଶକ୍ତ ଓଡ଼ିଶା),

ଚନ୍ଦ୍ରସାରଥୀ ବେହେରା(ତଫସିଲଭୁକ୍ତ ଜାତି ସଶକ୍ତିକରଣ),

ମନୋହର ରନ୍ଧାରୀ(ସଶକ୍ତ ଓଡ଼ିଶା),

ପୂର୍ଣ୍ଣଚନ୍ଦ୍ର ସ୍ବାଇଁ(ସାମାଜିକ କଲ୍ୟାଣ),

ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ(ତଫସିଲଭୁକ୍ତ ଜାତି ସଶକ୍ତିକରଣ),

ଜଗନ୍ନାଥ ସାରକା(ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର),

ମହମ୍ମଦ ଆୟୁବ ଖାଁ(ସଂଖ୍ୟାଲଘୁ ବ୍ୟାପାର),

ଦେବେଶ ଆଚାର୍ଯ୍ୟ( ଓଡ଼ିଶା ମୋ ପରିବାର)

ଉମାକାନ୍ତ ସାମନ୍ତରାୟ(ସାମାଜିକ କଲ୍ୟାଣ),

ବ୍ୟୋମକେଶ ରାୟ(ଛାତ୍ର ବ୍ୟାପାର),

ଅନନ୍ତ ନାରାୟଣ ଜେନା(ସଶକ୍ତ ଓଡ଼ିଶା),

ରାଜଶ୍ରୀ ମଲ୍ଲିକ( ମହିଳା ସଶକ୍ତିକରଣ),

ପ୍ରିୟଦର୍ଶୀ ମିଶ୍ର(କଳା, ସଂସ୍କୃତି, ମାନବ ସମ୍ବଳ ବିକାଶ),

ଧୃବ ଚରଣ ସାହୁ( ପରିବେଶ),

ପ୍ରଣବ କୁମାର ବଲବନ୍ତରାୟ(ଯୁବ ବ୍ୟାପାର),

ରାଜେଶ୍ହରୀ ପାଣିଗ୍ରାହୀ(ଆଞ୍ଚଳିକ ବିକାଶ),

ରାଜୀବ ଲୋଚନ ପାତ୍ର(ସାମାଜିକ କଲ୍ୟାଣ),

ସୁଧୀର କୁମାର ସାମଲ ( ଓଡ଼ିଶା ମୋ ପରିବାର),

ଡଃ ସସ୍ମିତ ପାତ୍ର ( ଓଡ଼ିଶା ମୋ ପରିବାର),

ବିକ୍ରମ ପଣ୍ଡା ( ଓଡ଼ିଶା ମୋ ପରିବାର),

ଯୋଗେଶ ସିଂହ(ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର),

ଶ୍ରୀମତି ବାସନ୍ତୀ ହେମ୍ବ୍ରମ୍ (ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର)

ବିଜୟ କୁମାର ନାୟକ( ଆଞ୍ଚଳିକ ବିକାଶ),

ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର(ମହିଳା ସଶକ୍ତିକରଣ),

ଶ୍ରୀମତୀ ଗୀତା ବସ୍ତିଆ(ମହିଳା ସଶକ୍ତିକରଣ),

ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର( ମହିଳା ସଶକ୍ତିକରଣ),

ପ୍ରଫୁଲ୍ଲ ସିଂହ( ସାମାଜିକ କଲ୍ୟାଣ),

ଦେବାଶୀଷ ମାରାଣ୍ଡି(ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର),

ମାନସ ମଙ୍ଗରାଜ( ଗଣମାଧ୍ୟମ ବ୍ୟାପାର),

ଜନ୍ମଜେୟ ଲେଙ୍କା(କଳା, ସଂସ୍କୃତି, ମାନବ ସମ୍ବଳ ବିକାଶ),

ବିଶ୍ବଜିତ ମହାନ୍ତି(ସଶକ୍ତ ଓଡ଼ିଶା),

ସତ୍ୟବ୍ରତ ପାତ୍ର(କଳା, ସଂସ୍କୃତି, ମାନବ ସମ୍ବଳ ବିକାଶ),

ଶାରଦା ପ୍ରସନ୍ନ ଜେନା(କଳା, ସଂସ୍କୃତି, ମାନବ ସମ୍ବଳ ବିକାଶ)

ଶ୍ରୀମତୀ ଗୀତାଞ୍ଜଳି ସେଠୀ(ତଫସିଲଭୁକ୍ତ ଜାତି ସଶକ୍ତିକରଣ),

ପ୍ରମୋଦ କିଶୋର ଜେନା(ପରିବେଶ),

ଶ୍ୟାମ ପ୍ରସାଦ ବେହେରା(ଆଞ୍ଚଳିକ ବିକାଶ)

ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ରାମଗଡ଼ରେ ୨୦ କିଲୋୱାଟ୍ ଏଫ୍‌ଏମ୍ ଟ୍ରାନ୍ସମିଟର ଲୋକାର୍ପିତ: ପ୍ରସାରଣ ସେବାକୁ ମିଳିବ ନୂଆ ଗତି

June 12, 2026

ବିକଶିତ ଭାରତର ସଂକଳ୍ପ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମର ସାମୂହିକ ସଂକଳ୍ପ ହେବା ଉଚିତ: ପ୍ରଧାନମନ୍ତ୍ରୀ

June 12, 2026

ଏମ୍‌ଟି ସେଟ୍ଟେବେଲୋ ଘଟଣା: ମୃତ ୩ ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା

June 12, 2026

ଆଜି ଜୁନ ୧୨ ତାରିଖ ଶୁକ୍ରବାରରେ ଆଠଟି ରାଶି ପ୍ରତି ଶ୍ରୀଗଣେଷ କରୁଛନ୍ତି ଆର୍ଶିବାଦ

June 12, 2026
Latest News

ରାମଗଡ଼ରେ ୨୦ କିଲୋୱାଟ୍ ଏଫ୍‌ଏମ୍ ଟ୍ରାନ୍ସମିଟର ଲୋକାର୍ପିତ: ପ୍ରସାରଣ ସେବାକୁ ମିଳିବ ନୂଆ ଗତି

June 12, 2026

ବିକଶିତ ଭାରତର ସଂକଳ୍ପ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମର ସାମୂହିକ ସଂକଳ୍ପ ହେବା ଉଚିତ: ପ୍ରଧାନମନ୍ତ୍ରୀ

June 12, 2026

ଏମ୍‌ଟି ସେଟ୍ଟେବେଲୋ ଘଟଣା: ମୃତ ୩ ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା

June 12, 2026

ଆଜି ଜୁନ ୧୨ ତାରିଖ ଶୁକ୍ରବାରରେ ଆଠଟି ରାଶି ପ୍ରତି ଶ୍ରୀଗଣେଷ କରୁଛନ୍ତି ଆର୍ଶିବାଦ

June 12, 2026

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.