Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇମ୍ରାନ୍‌ ଯଦି ଉଦାର, ତେବେ ମାସୁଦ୍‌ଙ୍କୁ ଭାରତକୁ ସମର୍ପଣ କରନ୍ତୁ : ସୁଷମା ସ୍ବରାଜ
ଆଜିର ଖବର

ଇମ୍ରାନ୍‌ ଯଦି ଉଦାର, ତେବେ ମାସୁଦ୍‌ଙ୍କୁ ଭାରତକୁ ସମର୍ପଣ କରନ୍ତୁ : ସୁଷମା ସ୍ବରାଜ

March 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଯେପର୍ଯ୍ୟନ୍ତ ଆତଙ୍କବାଦ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ସେ ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି କଥା ହେବା ସମ୍ଭବ ନୁହେଁ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା କହିଛନ୍ତି ।  ସେ କହିଛନ୍ତି ଆତଙ୍କ ଓ କଥାବର୍ତ୍ତା ଏକା ସଙ୍ଗେ ସମ୍ଭବ ନୁହେଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ  ଇମ୍ରାନ୍‌ ଖାଁ ଯଦି ଏତେ ଉଦାର ତେବେ ଆଙ୍କବାଦୀ ମାସୁଦ ଆଝାରଙ୍କୁ କାହିଁକି ଭାରତକୁ ସମର୍ପଣ କରୁ ନାହାଁନ୍ତି ବୋଲି ସୁଷମା ପ୍ରଶ୍ନ କରିଛନ୍ତି । ପାକ୍ ନିଜର ଗୁଇନ୍ଦା ବିଭାଗ ଆଇଏସଆଇ ଏବଂ  ସେନା ଉପରେ ପ୍ରଥମେ ନିୟନ୍ତ୍ରଣ କରୁ। ଆତଙ୍କୀ ଦେଶ ସର୍ବଦା ଦ୍ୱିପାକ୍ଷିକ ସମ୍ପର୍କକୁ ଭାଙ୍ଗୁଛି। ଏହାସହ ବାୟୁସେନାର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନର ଚରମ ଆଭିମୁଖ୍ୟ ଉପରେ ମଧ୍ୟ ସୁଷମା ପ୍ରଶ୍ନ ଉଠାଇଛନ୍ତି।  ସେ ଆହୁରି କହିଛନ୍ତି ଯେ, ଭାରତ ଜୈସ-ଇ-ମହମ୍ମଦକୁ ଟାର୍ଗେଟ୍ କରିଥିଲା। ପାକ୍ ସେନା ଜୈସ ତରଫରୁ ଭାରତ ଉପରେ ଆକ୍ରମଣ କରୁଛି। ଇମ୍ରାନ ସରକାର ଜୈଶକୁ ପାଳନ କରିବା ସହ ଅର୍ଥ ଯୋଗାଉଛନ୍ତି। ଏହାସହ ଇମାରନ ଯଦି ଉଦାର ତେବେ ମାସୁଦକୁ ଭାରତକୁ ଦିଅନ୍ତୁ ବୋଲି ସୁଷମା କହିଛନ୍ତି। ଏପଟେ ଅନ୍ୟ ଦେଶମାନଙ୍କୁ ଇମ୍ରାନ୍‌ କହୁଛନ୍ତି କି ଭାରତ ସହ ସମ୍ପର୍କକୁ ସେ ଖରାପ କରିବାକୁ ଚାହୁଁ ନାହାଁନ୍ତି। ହେଲେ ଅନ୍ୟପଟେ କହୁଛନ୍ତି ସେମିତି କିଛି ପରିସ୍ଥିତି ଉପୁଜିଲେ ସେ ଚୁପ୍‌ ରହିବେ ନାହିଁ। ତେଣୁ କିଏ ପରିସ୍ଥିତି ଖରାପ କରୁଛି ବୋଲି ସୁଷମା ପାଲଟା ପ୍ରଶ୍ନ କରିଛନ୍ତି। ହେଲେ ପାକିସ୍ତାନ ସହ ପ୍ରଥମେ ଭାରତ କେବେବି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବ ନାହିଁ ବୋଲି ସୁଷମା କହିଛନ୍ତି।

sushamaswaraj thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ଶତ୍ରୁତାରୁ ଛୁରାମାଡ଼, ଜଣେ ମୃତ

October 10, 2026

ମୁକେଶ ଅମ୍ବାନୀଙ୍କୁ ‘ପ୍ରଧାନମନ୍ତ୍ରୀ’ କହି ମସ୍କଙ୍କ କଟାକ୍ଷ, ଷ୍ଟାରଲିଙ୍କକୁ ନେଇ ବଢ଼ିଲା ବିବାଦ

October 10, 2026

ଉପନିର୍ବାଚନରେ ​​ବିଜେପିର ବିଜୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

October 10, 2026

ଡିଜିଟାଲ୍ ସଂଯୋଗରୁ ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ନେତୃତ୍ୱ ଆଡ଼କୁ ଭାରତର ଅଗ୍ରଗତି ଉପରେ ସିନ୍ଧିଆଙ୍କ ଗୁରୁତ୍ୱାରୋପ

October 10, 2026
Latest News

ପୂର୍ବ ଶତ୍ରୁତାରୁ ଛୁରାମାଡ଼, ଜଣେ ମୃତ

October 10, 2026

ମ୍ୟାରୀ କମ୍‌ଙ୍କ ବିରୋଧରେ ମାନହାନୀ ମାମଲା: ପୂର୍ବତନ ସ୍ୱାମୀ ଦାୟର କଲେ ମକଦ୍ଦମା

October 10, 2026

ମୁକେଶ ଅମ୍ବାନୀଙ୍କୁ ‘ପ୍ରଧାନମନ୍ତ୍ରୀ’ କହି ମସ୍କଙ୍କ କଟାକ୍ଷ, ଷ୍ଟାରଲିଙ୍କକୁ ନେଇ ବଢ଼ିଲା ବିବାଦ

October 10, 2026

ଉପନିର୍ବାଚନରେ ​​ବିଜେପିର ବିଜୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

October 10, 2026

ଡିଜିଟାଲ୍ ସଂଯୋଗରୁ ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ନେତୃତ୍ୱ ଆଡ଼କୁ ଭାରତର ଅଗ୍ରଗତି ଉପରେ ସିନ୍ଧିଆଙ୍କ ଗୁରୁତ୍ୱାରୋପ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.