Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚନ୍ଦନ କାଠ ତସ୍କର ବୀରାପାନର ଝିଅ ବିଦ୍ୟା ଏବେ ତାମିଲନାଡୁ ଯୁବ ବିଜେପିର ଉପସଭାପତି
ଆଜିର ଖବର

ଚନ୍ଦନ କାଠ ତସ୍କର ବୀରାପାନର ଝିଅ ବିଦ୍ୟା ଏବେ ତାମିଲନାଡୁ ଯୁବ ବିଜେପିର ଉପସଭାପତି

July 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ: କୁଖ୍ୟାତ ଚନ୍ଦନକାଠ ତସ୍କର ବୀରାପାନ୍‌। ଯାହାଙ୍କ ନାଁ ଶୁଣିଲେ ଲୋକଙ୍କ ମନରେ ଆତଙ୍କ ଖେଳି ଯାଉଥିଲା, ଯାହାଙ୍କ ନାଁରେ ଥିଲା ଦେଢଶହରୁ ଅଧିକ ନରହତ୍ୟା ମାମଲା, ଆଜି ସେହି ବୀରାପାନଙ୍କ ଝିଅ ବିଦ୍ୟା ବୀରାପାନଙ୍କୁ ମିଳିଛି ତାମିଲନାଡୁ ରାଜ୍ୟ ଯୁବ ବିଜେପି ଉପସଭାପତି ପଦବୀ।

ବୀ୍ରାପାନ୍‌ର ଝିଅ ତାମିଲନାଡୁ ଯୁବ ବିଜେପିର ଜଣେ ଛାମୁଆଁ ନେତ୍ରୀ ହେବା ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି। ଦିନେ ଚନ୍ଦନକାଠ ଚୋରାଚାଲାଣ କରି ବୀରାପାନ ସମଗ୍ର ପଶ୍ଚିମଘାଟ ପର୍ବତମାଳାରେ କୁଖ୍ୟାତ ହୋଇ ଯାଇଥିଲା।

୨୦୦୪ରେ ପୁଲିସ ଗୁଳିରେ ବୀରାପାନର ମୃତ୍ୟୁ ହୋଇଥିଲା। ତେବେ ବୀରା‌ପାନର ୨୯ ବର୍ଷୀୟା ଝିଅ ବିଦ୍ୟା ବୀରାପାନ ଏବେ ତାମିଲନାଡୁ ରାଜ୍ୟ ଯୁବ ବିଜେପିର ଉପ ସଭାପତି ପଦ ସମ୍ଭାଳିଛନ୍ତି। ପୂର୍ବରୁ ବିଦ୍ୟା କ୍ରିଷ୍ଣଗିରିରେ ‘ସ୍କୁଲ୍‌ ଫର କିଡ୍‌ସ’ ନାମରେ ଏକ ଶିକ୍ଷାନୁଷ୍ଠାନ ପରିଚାଳନା କରିବା ସହ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ।

ତାମିଲନାଡୁ
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026
Latest News

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.