Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ଡାଉନ୍ ସମୟରେ ପସନ୍ଦ ପାଲଟିଛି ବିରିୟାନୀ ଓ କେକ୍‌: ପ୍ରାୟ 5 ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ବିରିୟାନୀ ପାଇଁ କରିଛନ୍ତି ଅର୍ଡର
ଆଜିର ଖବର

ଲକ୍‌ଡାଉନ୍ ସମୟରେ ପସନ୍ଦ ପାଲଟିଛି ବିରିୟାନୀ ଓ କେକ୍‌: ପ୍ରାୟ 5 ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ବିରିୟାନୀ ପାଇଁ କରିଛନ୍ତି ଅର୍ଡର

July 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସମେସ୍ତ ନିଜ ଘରେ ରହୁଥିବାବେଳେ ନିଜ ମନ ପସନ୍ଦର ଖାଦ୍ୟକୁ ନେଇ ଅନ୍‌ଲାଇନ୍‌ ଅର୍ଡରର ଡିମାଣ୍ଡ ବଢିଛି। ତେବେ ଅନ୍‌ଲାଇନ୍‌ ଫୁ୍ଡ୍ ଡେଲଭରୀ ସଂସ୍ଥା ସ୍ବିଗିର ସର୍ଭେ ଅନୁସାରେ ଏହି ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡରରେ ବିରିୟାନ୍‌ ପ୍ରତି ଲୋକଙ୍କର ଚାହିଦା ବେଶ୍‌ ବଢିଛି। ଲକ୍‌ଡାଉନ୍‌ ସମୟରେ ପ୍ରାୟ 5.5 ଲକ୍ଷରୁ ଅଧିକ ଲୋକେ ବିରିଆନୀ ପାଇଁ ଅର୍ଡର କରିଛନ୍ତି। ଏହା ପଛକୁ ରହିଛି ବଟର ନାନ୍‌ ଓ ମସଲା ଦୋସା।

ସେହିପରି ଚୋକୋ କେକ୍‌ ପାଇଁ 1ଲକ୍ଷ 29 ହଜାର ଜଣ ଅର୍ଡର କରିଥିବାବେଳେ ଗୁଲାବ୍‌ ଜମାନୁନ୍‌ ଓ ବଟରସ୍କଚ୍‌ ମୁସ୍‌ କେକ୍‌ ମଧ୍ୟ ଏଥିରେ ସାମିଲ୍‌ ହୋଇଛି। କେବଳ ଖାଦ୍ୟ ନୁହେଁ ଖାଦ୍ୟ ସମାଗ୍ରୀ ମଧ୍ୟ ସ୍ବିଗି ଜରିଆରେ ମଧ୍ୟ ଅର୍ଡର କରାଯାଇଛି। ମିଳିଥିବା ସୂଚନା ଅନୁସାରେ 323 ମିଲିୟନ୍‌ କିଲୋଗ୍ରାମ ପିଆଜ ଓ 56 ମିଲିଅନ୍‌  କିଲୋଗ୍ରାମର କଦଳୀ ଡେଲିଭରୀ ହୋଇଛି। ସେହିପରି ଲକ୍‌ଡାଉନ୍‌ ସମୟରେ 3 ଲକ୍ଷ 50 ହଜାରରୁ ନୁଡଲ୍ସର ଅର୍ଡର ହୋଇଛି।

ଅପରପକ୍ଷରେ ସ୍ବିଗୀ ସ୍କୁଲ ଓ ଅଭିଭାବକଙ୍କ ନିକଟରେ ବହି ପହଞ୍ଚାଇବାରେ ସାହାଯ୍ୟ କରିଛି। ସେହିପରି 73 ହଜାର ହ୍ୟାଣ୍ଡଓ୍ବାସ୍‌  ଓ ସାନିଟାଇଜର୍‌ ସହିତ 47 ହଜାରର ଫେସ୍‌ ମାସ୍କ ସ୍ବିଗିୀ ଡେଲିଭରୀ କରାଇଛି। (ଏଜେନ୍ସି)

biriyani
Share. Facebook Twitter LinkedIn Email WhatsApp Copy Link

Related Posts

‘ପ୍ରହାର-ସିଟି ନୀତି ଏବଂ ରଣନୀତି’ ଉପରେ ଏକ ସମ୍ମିଳନୀକୁ ଉଦଘାଟନ କଲେ ଅମିତ ଶାହ

September 29, 2026

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026

ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ

September 28, 2026
Latest News

‘ପ୍ରହାର-ସିଟି ନୀତି ଏବଂ ରଣନୀତି’ ଉପରେ ଏକ ସମ୍ମିଳନୀକୁ ଉଦଘାଟନ କଲେ ଅମିତ ଶାହ

September 29, 2026

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026

MMDR Act କୁ ବିରୋଧ କରି ରାଜ ରାସ୍ତାରେ ଗର୍ଜ୍ଜନ କଲା ବିଜେଡି, ଯୋଗ ଦେଲେ ନବୀନ

September 28, 2026

ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.